ଯଦି ଘରେ ଅଛି ଏହି ୫ଟି ଜିନିଷ ତେବେ ପାଖରେ ରହିବ ନାହିଁ ଧନ, କୋଟିପତି ମଧ୍ୟ ହୋଇଯିବେ ରୋଡପତି

ତେବେ ଆଜିକା ଦୁନିଆ ଏମିତିକା ହୋଇଯାଇଛି ଯେଉଁଠି ଟଙ୍କା ବିନା କେହି କିଛି କରି ପାରନ୍ତି ନାହିଁ, ଟଙ୍କା ବା ଧନ ଦ୍ଵାରା ମଣିଷ ସବୁ କିଛି କରିବା ପାଇଁ ସକ୍ଷମ ହୋଇଥାଏ, ଏହି ଟଙ୍କା ପାଇଁ ମଣିଷ ଦିନ ରାତି ପରିଶ୍ରମ କରିଥାଏ ଏବଂ ନିଜ ଦିନ ରାତି ଆରାମ ଭୁଲିଥାଏ । ବହୁତ ଲୋକ ଏମିତି ଥାନ୍ତି ଯିଏ ବହୁତ ପରିଶ୍ରମ କରନ୍ତି କିନ୍ତୁ ସଫଳତା ପ୍ରାପ୍ତ କରନ୍ତି ନାହିଁ ଏବଂ ବହୁତ ଲୋକ ଏମିତି ଅଛନ୍ତି ଯିଏ ସଫଳତା ପ୍ରାପ୍ତ କରନ୍ତି କିନ୍ତୁ ତାଙ୍କ ପରିଶ୍ରମ ଟଙ୍କା ବେକାର ଖର୍ଚ ହୋଇଥାଏ । ଏତେ ପରିଶ୍ରମ ପରେ ମଧ୍ୟ ପକେଟ ଖାଲି ରହିଥାଏ, ବାସ୍ତୁ ଶାସ୍ତ୍ର ଅନୁଯାଇ ଏହାର କାରଣ ଆମେ ଘରେ ରଖା ହୋଇଥିବା ଜିନିଷ ଗୁଡିକ ପାଇଁ ହୋଇଥାଏ, ତେବେ ଯଦି ଏହି ୫ଟି ଜିନିଷ ଭୁଲ ଜାଗାରେ ରଖିଲେ କୌଣସି ଲାଭ ପ୍ରାପ୍ତ ହୁଏ ନାହିଁ ।

Image Courtesy: Google

୧. ବାସ୍ତୁ ଶାସ୍ତ୍ର ଅନୁଯାଇ ଉତ୍ତର – ପୂର୍ବ ଦିଶା ବହୁତ ଶୁଭ ହୋଇଥାଏ, ମାନ୍ୟତା ଅନୁଯାଇ ଏହି ଦିଶା ଦ୍ଵାରା ଘରେ ଧନ ଆଗମନ ହୋଇଥାଏ ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ଏହି ଦିଶାରେ ଅଧିକ ଓଜନ ଜିନିଷ ବା ଅସନା କରିବା ଉଚିତ ନୁହ, ଯେଉଁ ଘରେ ଏମିତି ହୋଇଥାଏ ସେ ଘରେ ମା ଲକ୍ଷ୍ମୀକେବେ ଆସନ୍ତି ନାହିଁ ଏବଂ ଏହି ଘର ଲୋକ ସବୁବେଳେ ଦରିଦ୍ର ରୁହନ୍ତି ।

Image Courtesy: Google

୨. ବାସ୍ତୁ ଶାସ୍ତ୍ର ଅନୁଯାଇ ଦୁତୀୟ ଶୁଭ ଦିଶା ଉତ୍ତର ପଶ୍ଚିମ ଦିଶା ହୋଇଥାଏ, ଏବଂ ଏହି ଦିଶାକୁ ମଧ୍ୟ ଧନ ଆଗମନ ଡିଶ କୁହାଯାଏ, କୁହାଯାଏ ଯଦି ଏହି ଦିଶା ଘର ଭିତରେ ଅନ୍ଧାର ରୁହେ ତେବେ, ସେହି ଘର ଲୋକଙ୍କ ମନରେ ସବୁବେଳେ ମତଭେଦ ହୋଇଥାଏ ଏବଂ ଶାନ୍ତି ପ୍ରାପ୍ତ କରି ପାରନ୍ତି ନାହିଁ ।

୩. ବାସ୍ତୁ ଶାସ୍ତ୍ର ଅନୁଯାଇ ଦକ୍ଷିଣ ଦିଶାରେ କୌଣସି ପ୍ରକାର କବାଟ ବା ଟଙ୍କା ଧନ ରଖିବା ବାକ୍ସ ରଖିବା ଉଚିତ ନୁହ, ଏହି ଦିଶାରେ କୌଣସି ପ୍ରକାର କବାଟ ବା ଧନ ରଖିଲେ ଧନ ଏବଂ ଆୟୁ ଦୁହେଁ କମିବାକୁ ଲାଗିଥାଏ ।

Image Courtesy: Google

୪. ଯେଉଁ ଘରେ ଉତ୍ତର ପୂର୍ବ ଦିଶାରେ ରୋଷେଇ ଘର ହୋଇଥାଏ, ସେ ଘରେ ସବୁବେଳେ ଦରିଦ୍ରତା ବାସ କରିଥାଏ, ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ପଶ୍ଚିମ ବା ଦକ୍ଷିଣ ଦିଶାରେ ରହିବା ଉଚିତ ।

୫. ବାସ୍ତୁ ଶାସ୍ତ୍ର ଅନୁଯାଇ ଘର ମୁରବିକୁ ମଧ୍ୟ ସଠିକ ଜାଗାରେ ଶୋଇବା ଉଚିତ ନଚେତ ଏହା ଦ୍ଵାରା ମଧ୍ୟ ବାସ୍ତୁ ଦୋଷ ଲାଗିଥାଏ, ଯଦି ମୁରବିଙ୍କ ରୁମ ଦକ୍ଷିଣ – ପୂର୍ବ ଦିଶା ରେ ହୋଇଥାଏ ତେବେ ଏହା ଘର ଲୋକଙ୍କ ପାଇଁ ଅଶୁଭ ଅଟେ ।

Leave a Reply

Your email address will not be published. Required fields are marked *