ବଲୀଉଡର ଏହି ୫ଟି ହିରୋଇନ ଯିଏ ବିବାହ ପୂର୍ବରୁ ହିଁ ହୋଇଯାଇଥିଲେ ମା’

ଭାରତରେ ବିବାହ ଆଗରୁ ଗର୍ଭବତୀ ହବା ଆଜି ବି ସମାଜରେ ଅନୁଚିତ ବୋଲି କୁହା ଯାଏ ଏବଂ ନିଜ ଏହି ଭୁଲ ଲୁଚେଇବା ପାଇଁ ବହୁତ ଅଭିନେତ୍ରୀ ହଟାତ ବିବାହ କରିଥିଲେ, ଆଜି ଆମେ ବଲୀଉଡ କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବିବାହ ଆଗରୁ ଗର୍ଭବତୀ ଥିଲେ ଏବଂ ବିବାହ କିଛି ମାସ ପରେ ଛୁଆଙ୍କୁ ଜନ୍ମ ଦେଇଥିଲେ, ଓ ଏହି ଅଭିନେତ୍ରୀଙ୍କ ବିବାହ ଅଧିକ ଦିନ ଛାଇଲା ନାହିଁ, ତେବେ ଆଣ୍ଟୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

Image Courtesy: Google

୧. ଶ୍ରୀ ଦେବୀ :

ଶ୍ରୀ ଦେବୀଙ୍କ ନା ସମସ୍ତେ ଶୁଣିଥିବେ ଏବଂ ତାଙ୍କ ଫିଲ୍ମ ମଧ୍ୟ ଦେଖିଥିବେ କିନ୍ତୁ ଆଜି ଆମେ ତାଙ୍କ ଜୀବନର ଗୋଟେ ବଡ ସତ ଆପଣଙ୍କୁ କହିବାକୁ ଯାଉଛୁ, ଶ୍ରୀ ଦେବୀ ୨ ଜୁନ ୧୯୯୬ ରେ ବୋନି କପୁର ସହ ବିବାହ କରିଥିଲେ, ଖବର ଅନୁଯାଇ ସେ ଏହା ମାନି ନେଇଥିଲେ ଯେ ସେ ବିବାହ ଆଗରୁ ଗ୍ରଭବତୀ ହୋଇଥିଲେ । ଯେତେବେଳେ ସେ ବୋନି କପୁର ସହ ବିବାହ କଲେ ସେତେବେଳେ ଶ୍ରୀ ଦେବୀ ୭ ମାସ ଗର୍ଭବତୀ ଥିଲେ ।

୨. କନକନା ଶେନ ଶର୍ମା :

କନକନା ଶେନ ଶର୍ମା ଅଭିନେତା ରଣବିର ସୂରୀ ସହ ଗୋଟେ ପ୍ରାଇଭେଟ ପାର୍ଟିରେ ୩ ସେପ୍ଟେମ୍ବର ୨୦୧୦ରେ ବିବାହ କରିଥିଲେ, ବିବାହ ଦୁଇ ବର୍ଷ ଆଗରୁ ଦୁହେଁ ଦୁହିଙ୍କୁ ଡେଟ କରୁଥିଲେ ଏବଂ ୨୦୧୦ରେ ବିବାହ କଲେ ଯାହା ପରେ ୧୫ ମାର୍ଚ ୨୦୧୧ରେ କନକନା ଗୋଟେ ପୁଅକୁ ଜନ୍ମ ଦେଲେ, ତେବେ ଦୁହିଙ୍କ ସମ୍ପର୍କ ଅଧିକ ଦିନ ଚାଲିଲା ନାହିଁ ଓ ଦୁହେଁ ବହୁତ ଶୀଘ୍ର ଅଲଗା ହୋଇଯାଇଛନ୍ତି ।

Image Courtesy: Google

୩. ମହିମା ଚୌଧୁରୀ :

ମହିମା ଚୌଧୁରୀ ୨୦୦୬ରେ ବୀଜନେସମେନ ବୋବି ମୁଖାର୍ଜୀ ସହ ବିବାହ କରିଥିଲେ, ଏବଂ ଏମିତି କୁହା ଯାଇଥିଲା ଯେ ମହିମା ବିବାହ ଆଗରୁ ଗର୍ଭବତୀ ଥିଲେ, ତେବେ ବିବାହ ପରେ ଦୁହିଙ୍କ ଗୋଟେ ଝିଅ ହେଲା ଯାହା ନା ଅରୟାନା ଚୌଧୁରୀ ଅଟେ ।

୪. ଅମୃତା ଅରୋରା :

ଅମୃତା ଅରୋରା ୪ ମାର୍ଚ ୨୦୦୯ କୁ ଗୋଟେ ବୀଜନେସମେନ ଶକିଲ ଲଦାକ ସହ ବିବାହ କରିଥିଲେ, ଖବର ଅନୁଯାଇ ବିବାହ ବହୁତ ଆଗରୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ଅମୃତା ହଟାତ ଶକିଲ ସହ ବିବାହ କରିଥିଲେ ।

Image Courtesy: Google

୫. ଶଲୀନା ଜେଟଲି :

ଶଲୀନା ଜେତଳି ୩୦ ଜୁଲାଇ ୨୦୧୧କୁ ନିଜ ବୟଫ୍ରେଣ୍ଡ ପିଟର ହକ ସହ ଲୁଚିକି ବିବାହ କରିଥିଲେ, ତେବେ ବିବାହ ସମୟରେ ସେ ଗର୍ଭବତୀ ହବାରୁ ମନା କରିଥିଲେ କିନ୍ତୁ ଜୁଲାଇରେ ବିବାହ ପରେ ମାର୍ଚରେ ସେ ଜୁଡୁଆ ଛୁଆଙ୍କୁ ଜନ୍ମ ଦେଇଥିଲେ । ତେବେ ଏହି ଅଭିନେତ୍ରୀମାନେ ବିବାହ ଆଗରୁ ଗର୍ଭବତୀ ହୋଇଥିଲେ ଏବଂ ବିବାହ ହଟାତ କରିଥିଲେ ଯାହା ସମସ୍ତଙ୍କ ପାଇଁ ଆଶଙ୍କା ର ବିଷୟ ହୋଇଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *