ହାତରେ ଥିବା ଏହି ରେଖା ଆପଣଙ୍କ ଜୀବନରେ ଘଟିବାକୁ ଥିବା ସମସ୍ତ ଦୁର୍ଘଟଣା ବିଷୟରେ କହିଥାଏ!

ହସ୍ତରେଖା ଜ୍ୟୋତିଷର ଆମ ଜୀବନରେ ବହୁତ ବଡ ମହତ୍ଵ ହୋଇଥାଏ ଏବଂ ବିଶେଷ କରି ଜୀବନ ରେଖା ବିଶେଷ ମହତ୍ଵ ମାନ୍ୟତା ଅଟେ, ଜୀବନ ରେଖା କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ ଆୟୁ ବିଷୟରେ କହିଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଜୀବନ ରେଖା ହାତ ଉପରେ କେଉଁଠି ଥାଏ, ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ଏହି ରେଖା ଇଣ୍ଡେକ୍ସ ଫିଙ୍ଗର ଏବଂ ଥମ୍ବ ଫିଙ୍ଗର ମଧ୍ୟରେ ଆରମ୍ଭ ହୋଇ ଥମ୍ବ ତଳ ଭାଗରେ ଯାଇଥାଏ । ତେବେ ହସ୍ତରେଖା ଜ୍ୟୋତିଷ ଅନୁଯାଇ ଜୀବନ ରେଖାକୁ ଦେଖି ବ୍ୟକ୍ତି ଜୀବନରେ ରୋଗ ଏବଂ ଦୁର୍ଘଟଣା ବିଷୟରେ ସୂଚନା ମିଳିଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ହସ୍ତରେଖା ବିଷୟରେ କିଛି କଥା କହିବାକୁ ଯାଉଛୁ :

ଯେଉଁ କୌଣସି ବ୍ୟକ୍ତି ହାତରେ ତାଙ୍କ ଜୀବନ ରେଖା ଯଦି ଛୋଟ ହୋଇଥାଏ, ତେବେ ବୁଝି ଯାନ୍ତୁ କେତେ ପ୍ରକାର ରୋଗ ଆପଣଙ୍କୁ ଘେରିକି ଅଛନ୍ତି ।

ଯଦି ଆପଣଙ୍କ ହାତ ଜୀବନ ରେଖା ଉପରେ ବହୁତ ଗାର ଅଛି ତେବେ ବ୍ୟକ୍ତି କୌଣସି ନା କୌଣସି ଗମ୍ଭୀର ରୋଗ ଦ୍ଵାରା ପୀଡିତ ହୋଇଥାନ୍ତି ।

Image Courtesy: Google

ଯଦି ଆପଣଙ୍କ ଜୀବନ ରେଖା ଦରକାର ଠାରୁ ଅଧିକ ପତଳା ହୋଇଥାଏ, ତେବେ ସେହି ଲୋକ ବହୁତ ସମୟ ଧରି ରୋଗରେ ପଡି ରହିବେ ।

ଯଦି ଆପଣଙ୍କ ଜୀବନ ରେଖା କୌଣସି ପ୍ରକାର ଆକାର ଦେଇଥାଏ, ତେବେ ଏହା ବହୁତ ଅଶୁଭ ସଂକେତ ମାନ୍ୟତା ଅଟେ, କୁହା ଯାଏ ଏମିତିକା ସମୟରେ ଆପଣ ବହୁତ ବଡ ରୋଗ ଚିକିତ୍ସା ଦ୍ଵାରା ପାରି ହୋଇବେ, ଯାହା ଆପଣଙ୍କ ପାଇଁ ବହୁତ କଷ୍ଟ ଦାଇ ହୋଇପାରେ ।

Image Courtesy: Google

ଯଦି ରେଖା ଉପରେ ଅନ୍ୟ ବହୁତ ରେଖା ଉପସ୍ଥିତ ଥାଏ ତେବେ ଆପଣଙ୍କ ଜୀବନରେ ବହୁତ ଭଲ ଏବଂ ଖରାପ ସମୟ ଦେଖିବାକୁ ମିଳିଥାଏ ।

ତେବେ ହସ୍ତ ଜ୍ୟୋତିଷ ଅନୁଯାଇ ଯଦି ଆପଣଙ୍କ ହାତରେ ଜୀବନ ରେଖା ଅନ୍ତିମରେ କ୍ରୋସ ହୋଇଥାଏ ତେବେ ଏହା ବହୁତ ଅଶୁଭ ସଂକେତ ଅଟେ, କାହିଁକିନା ଏହି ଚିହ୍ନ ମଣିଷ କମ ବୟସରେ ମୃତ୍ୟୁ ପାଇବ ଏହାର ସଂକେତ ଦେଇଥାଏ ।

ଏହା ସତ ଅଟେ ଯେ ରୋଗ ବା କୌଣସି ଦୁର୍ଘଟଣା ଆଗରୁ ଜଣେଇ ଆସିନଥାଏ, ଆପଣ ଚାହିଁଲେ ମଧ୍ୟ ଏହା ଠାରୁ ଦୂରେଇ ପାରିବେ ନାହିଁ । ଏମିତି ସ୍ଥିତି ରେ ଯଦି ଆପଣ ଆଗରୁ ଜାଣି ପାରିବେ ତେବେ ନିଜ ସମସ୍ଯା ଠାରୁ ଲଢିବା ପାଇଁ ଶକ୍ତି ଆସିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *