ଆଜି ଆମେ ଆପଣଙ୍କୁ ଏମିତି କିଛି ଛୁଆଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପୁରା ଦୁନିଆରେ ବହୁତ ବିଚିତ୍ର ଅଟନ୍ତି ଏବଂ ପ୍ରସିଦ୍ଧ ମଧ୍ୟ ତେବେ ଏଥିରୁ କିଛି ନିଜ ରୂପ ଏବଂ ଗୁଣ ଦ୍ଵାରା ସମସ୍ତଙ୍କ ଠାରୁ ଭିନ୍ନ ଅଛନ୍ତି ଓ କିଛି ରୋଗ ର ଶିକାର ହୋଇ ସମସ୍ତଙ୍କ ଠାରୁ ଅଲଗା ଅଛନ୍ତି, ତେବେ କଣ ଆପଣ ନିଜ ଆଖ ପାଖରେ ଏମିତି କାହାକୁ ଦେଖିଛନ୍ତି ଯିଏ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି, ଆସନ୍ତୁ ଜାଣିବା ଏମିତିକା ଦୁଇ ଭାଇଙ୍କ ଜୀବନ ବିଷୟରେ ।

ସୋଲାର କିଡ୍ସ :
ତେବେ ପାକିସ୍ତାନ ବାସିନ୍ଦା ଦୁଇ ଭାଇଙ୍କୁ ସୋଲା କିଡ୍ସ କୁହାଯାଏ ତେବେ ତାଙ୍କ ନାମ ଅବ୍ଦୁଲ ରାଶିଦ ଏବଂ ଷୋହେବ ଏହମଦ ଦୁଇ ଭାଇ ଅଟନ୍ତି, ଏହି ଦୁଇ ଭାଇ ନିଜ ପରିବାର ସହ ପାକିସ୍ତାନ ବାଲୁଚିସ୍ତାନ ଜାଗାରେ ନିବାସ କରନ୍ତି, ଦୁଇ ଭାଇ ସାମାନ୍ଯ ପିଲାଙ୍କ ପରି ଦିନରେ ଖେଇଲିବା ବୁଲିବା ସବୁ ସାମାନ୍ଯ ରୂପରେ କରନ୍ତି କିନ୍ତୁ ସନ୍ଧ୍ୟା ହେଲା ପରେ ସୂର୍ଯ୍ୟ ଗଲା ପରେ ଦୁଇ ଭାଇ ପାରାଲାଇଜ ହୋଇ ଯାନ୍ତି,

ଦୁହିଙ୍କ ଶରୀର କାମ କରିବା ବନ୍ଦ କରିଥାଏ ସେ ନିଜ ଜାଗାରୁ ହଲି ପାରନ୍ତି ନାହିଁ ଛୁଆଙ୍କ ବାପା ମହମ୍ମଦ ହାସିମ କହିବା ଅନୁଯାଇ ସୂର୍ଯ୍ୟ ଦ୍ଵାରା ତାଙ୍କ ଛୁଆଙ୍କୁ ଶକ୍ତି ମିଳିଥାଏ, କିନ୍ତୁ ଡକ୍ଟର ଏହି କଥା କୁ ସୂର୍ଯ୍ୟ ସହ ଯୋଡିକି ଦେଖୁ ନାହାନ୍ତି, ପାକିସ୍ତାନ ଇନଷ୍ଟିଟ୍ଯୁଟ ଅଫ ମେଡିକାଲ ସାଇନ୍ସ ପ୍ରୋଫେସର ଜାବେଦ ଅକ୍ରମ ଅନୁଯାଇ ଡୈ ଏମିତି ହୁଅନ୍ତା ତେବେ ଦିନରେ ଘର ଭିତରେ ଛୁଆଙ୍କୁ ଊର୍ଜା କେମିତି ପ୍ରଦାନ ହେଉଛି ଏବଂ ସେ ଅନ୍ଧାରରେ ଏକଟିବ କେମିତି ରହୁଛନ୍ତି ।

ତେବେ ଏହି ପିଲା ମାନଙ୍କର ରକ୍ତ ସାମ୍ପଲ ୧୩ଟି ଅନ୍ତରାଷ୍ଟ୍ରୀୟ ଲେବୋରେଟ୍ରି ରେ ପଠା ଯାଇଛି ଯେଉଁଥିରୁ ଆମେରିକାରେ ଯାହା ପରେ ଏହା ଜଣା ପଡିଛି ଯେ ଏହା ଗୋଟେ ପ୍ରକାର ରୋଗ ଅଟେ ଯାହା ନାମ ମସ୍ଥେନିଆ ଶିଣ୍ଡ୍ରୋମ କୁହାଯାଏ, ଏହାର କେବଳ ୬୦୦ କେସ ପୁରା ଦୁନିଆ ରେ ଦେଖିବାକୁ ମିଳିଛି ଏବଂ ବହୁତ କମ ଲୋକଙ୍କୁ ହୋଇଥାଏ ଯେଉଁଥିରେ ଶରୀର ଦିନ ସାରା କାମ କଲା ପରେ ଥକି ଯାଇଥାଏ ଏବଂ ଶକ୍ତି ନପାଇ ପାରାଲାଇଜ ହୋଇଥାଏ ଏବଂ ଆର ଦିନ ଊର୍ଜା ଏକତ୍ର ହେଲା ପରେ ଫୁଣି ଶରୀର କାମ କରିଥାଏ ଏହାର ଔଷଧ ମଧ୍ୟ ଛୁଆଙ୍କୁ ଦିଆ ଯାଉଛି ଏବଂ ଛୁଆ ଭଲ ହେଲେଣି, ଡକ୍ଟର କହିବା ଅନୁଯାଇ ଏହି ରୋଗ ମା ବାପାଙ୍କ ଜିନ ଦୁର୍ବଳ ହବା ଦ୍ଵାରା ହୋଇଥାଏ ।