ACରେ ଫସିଥିଲା ଭୟଙ୍କର ନାଗ (Cobra) ସାପ, ହଟାତ ହେଲା କିଛି ଏମିତି…. ଦେଖନ୍ତୁ Video

ବର୍ତ୍ତମାନ ଦିନକୁ ଦିନ ଜଙ୍ଗଲ କାଟିବା କାରଣରୁ ବନ୍ୟ ଜୀବଜନ୍ତୁଙ୍କ ଆଶ୍ରୟସ୍ଥଳୀକୁ ନେଇ ବହୁତ ଅସୁବିଧା ସାମ୍ନାକୁ ଆସୁଛି । ବେଳେ ବେଳେ କିଛି ବନ୍ୟ ଜୀବଜନ୍ତୁ ଘରେ ମଧ୍ୟ ପଶି ଯାଉଛନ୍ତି । ଯଦି ସା-ପ ବି-ଷୟରେ କହିବା ତେବେ ଏମାନେ ଅଧିକ ଘର ଭିତରେ ପସିଥାନ୍ତି । ଯାହାକି ବହୁତ ହିଁ ଭୟଙ୍କର ହୋଇଥାଏ । କହିବାକୁ ଗଲେ ଏମାନେ ଖାଦ୍ୟ ଆଶାରେ ଘର ଭିତରକୁ ପଶି ଯାଆନ୍ତି । ଏହା ସହିତ ସା-ପ ପ୍ରଥମେ କାହାକୁ ଚୋ-ଟ ମାରେ ନାହିଁ ସା-ପକୁ ମା-ରିବାକୁ ଚେଷ୍ଟା କରା ଗଲେ ହିଁ ସେ ଚୋ-ଟ ମା-ରିଥାଏ ।

ବର୍ତ୍ତମାନ ସମୟରେ ଘରୁ ସା-ପ ବାହାରିବା ଏକ ସାଧାରଣ କଥା ହୋଇ ଯାଇଛି । କିନ୍ତୁ ଯାହା ଘରୁ ସା-ପ ବାହାରିଥାଏ ସେ ହିଁ ଜାଣିଛି ଏହା କେତେକ ଭୟଙ୍କର ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ସା-ପର ଏକ ଏମିତି ଭିଡିଓ ନେଇ ଆସିଛୁ ଯେଉଁଠି ସା-ପଟି ଏସିର କମ୍ପ୍ରେସର ମଧ୍ୟରେ ଫସି ଯାଇ ଥିଲା ।

ଯାଜପୁର କୁଆଖିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିବା ଜୁନିୟର ଇଞ୍ଜିନିୟର ଭୀମସେନ ମହାରଣାଙ୍କ ଶୋଇବା ଘରେ ଲାଗିଥିବା ଏସିର ଘର ବାହାରେ ଥିବା କମ୍ପ୍ରେସର ୟୁନିଟରେ ସା-ପ ଫସି ରହିଥିଲା । ଏହି ବି-ଷୟରେ ଜାଣିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇ ଥିଲା । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲେ କି ସା-ପ ଟି କମ୍ପ୍ରେସର ମଧ୍ୟରେ ଫସି ଯାଇଛି ।

ଯେଉଁଥିରେ ସେ ବାହାରି ପାରୁ ନାହିଁ । ସେହି ବ୍ୟକ୍ତି ଜଣକ କମ୍ପ୍ରେସରକୁ ଖୋଲି ପ୍ରଥମେ ସା-ପର ଲାଞ୍ଜ ଧରିଲେ । ସା-ପକୁ ବାହାର କରିବାକୁ ଚେଷ୍ଟା କରିଲେ । କିନ୍ତୁ ସା-ପଟି ଏମିତି ଜାଗାରେ ଫସି ଯାଇ ଥିଲା କି ତାକୁ ବାହାର କରିବା ବହୁତ କଷ୍ଟକର ଥିଲା । କମ୍ପ୍ରେସରର କିଛି ପାର୍ଟ ଖୋଲି ସା-ପକୁ ଏକ ପାଇପ ମାଧ୍ୟମରେ କମ୍ପ୍ରେସରର ବାହାରକୁ ବାହାର କରାଗଲା ।

ଏହି ସା-ପକୁ ଧରିବା ପାଇଁ ପାଖାପାଖି ୧ ଘଣ୍ଟା ଲାଗିଗଲା ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ପାଇଁ ଏହି ସା-ପ ବହୁତ ହିଁ ଚ୍ୟାଲେଞ୍ଜ ପୂର୍ଣ ଥିଲା । ସା-ପ ଟି ୩ ଫୁଟ ର ଥିଲା । ସା-ପକୁ ଉଦ୍ଧାର ପରେ ସା-ପ ଟିକୁ ଲୋକମାନଙ୍କ ଠାରୁ ଦୂରରେ ଜଙ୍ଗଲ ମଧ୍ୟରେ ଛାଡି ଦିଆଯାଇଛି ।

Leave a Reply

Your email address will not be published. Required fields are marked *