ଏସି ରେ ହେଉଥିଲା ଅଦ୍ଭୁତ ଆବାଜ, ଖୋଲିକି ଦେଖିଲା ପରେ ଯାହା ବାହାରିଲା…

ଯଦି ଆପଣଙ୍କ ଏୟାର କନ୍ଡିଶନର ରୁ ବହୁତ ଆବାଜ ହବ ତେବେ ଆପଣ କଣ କରିବେ ? ସାଧାରଣ କଥା ଯେ ଆପଣ ନିଜେଏସି କୁ ସଫା କରିବେ କିନ୍ତୁ ଯଦି ଏହି ଆବାଜ ର କାରଣ ଅନେକ ଗୁଡିଏ ସାପ ହୁଅନ୍ତି ! ତେବେ? ଥାଇଲାଣ୍ଡ ରେ ଜଣେ ଲୋକ ନିଜ ଏସି ଆବାଜ ରୁ ବହୁତ ହଇରାଣ ହେଉଥିଲେ, ଏହା ପରେ ଗୋଟେ ଦିନ ତାଙ୍କ ଏସିରୁ ବହୁତ ଅଲଗା ପ୍ରକାର ଶବ୍ଦ ଶୁଣାଗଲା ।

ବିରକ୍ତ ହୋଇ ସେ ନିଜେ ଏସି କୁ ଖୋଲି ପକାଇଲେ କିନ୍ତୁ ଯାହା ବାହାରିଲା ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ।

ଏକ ନ୍ୟୁଜ ଅନୁଯାଇ ସେହି ଲୋକ ନିଜ ଏସି ଆବାଜ ରେ ଚିଡି ଯାଇ ଥିଲା । ଦିନେ ବିରକ୍ତ ହୋଇ ସେ ନିଜେ ନିଜ ଏସି କୁ ଖୋଲି ପକାଇଲେ ଏବଂ ଦେଖିବାକୁ ପାଇଲେ ଯେ ଗୋଟେ କି ଦୁଇଟା ନୁହଁ ପଞ୍ଚଟା ସାପ ସେହି ଏସି ରେ ଥିଲେ ।

ବହୁତ କଷ୍ଟ ରେ ସେ ସେହି ସାପଙ୍କୁ ବାହାର କଲେ, କିନ୍ତୁ ସେ ଭାବୁଥିଲେ ଏତେ ଗୁଡେ ସାପ ଏସି ଭିତରକୁ ଆସିଲେ କେମିତି ? ଏବେ ପାଇଁ ସେହି ଲୋକ ସେ ସାପଙ୍କୁ ବାହାର କରି ସାରିଲେଣି କିନ୍ତୁ ତାଙ୍କୁ ଡର ଅଛି କି ତାଙ୍କ ଘରେ ଛୋଟ ଝିଅଟି ଅଛି ଏବଂ ସାପ ପୁଣି ତାଙ୍କ ଘରକୁ ଆସି ପାରନ୍ତି ।

ଏହି କିଛି ଦିନ ତଳେ ଏହିଭଳି ଏକ  ଘଟଣା ସାମ୍ନା କୁ ଆସିଥିଲା ସେହି ଲୋକ ଘରୁ ଗୋଟେ କି ଦିଟା ନୁହେଁ ୪୫ଟା ସାପ ବାହାରିଥିଲେ । ଯେଉଁ ମାନଙ୍କ ଘରେ ଏସି ଅଛି ସେମାନେ ଦୟା କରି ସତର୍କ ହୋଇ ରୁହନ୍ତୁ । ନଚେତ ଏହି ବିଷକ୍ତ ଜନ୍ତୁ ଆପଣଙ୍କ ଏସି ଦେଇ ଘରକୁ ଯାଇପାରେ ଓ ଆପଣଙ୍କ ଜୀବନ ପ୍ରତି ଏହା ବିପଦ ଅଟେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *