ଅଧକପାଳି ବା ମାଇଗ୍ରେନ ସମସ୍ୟା ହେବ ସଙ୍ଗେ ସଙ୍ଗେ ଭଲ, ବାସ କରନ୍ତୁ ଏହାର ସେବନ- Migraine Home Remedies

ମାଇଗ୍ରେନ ହେଉଛି ଏକ ପ୍ରକାରର ମୁଣ୍ଡ ବିନ୍ଧା ମସ୍ତିସ୍କରେ ସ୍ନାୟୁ ପ୍ରବନାଳୀରେ ବାଧା ପ୍ରାପ୍ତ କାରଣରୁ ମାଇଗ୍ରେନ ହୋଇଥାଏ । ବାସ୍ତବରେ ମାଇଗ୍ରେନ ବା ଅଧକପାଳି ହେଉଛି ମୁଣ୍ଡରେ ବାରମ୍ବାର ଯନ୍ତ୍ରଣା ବା ବିଶେଷ ଭାବେ ମୁଣ୍ଡର ଅଧା ଅଂଶକୁ ଏହା ପ୍ରଭାବିତ କରିଥାଏ । ସେଥିପାଇଁ ଏହାକୁ ଅଧକପାଳି କୁହାଯାଏ । ମାଇଗ୍ରେନ ହେବା ଦ୍ଵାରା ବାନ୍ତି, ଆଲୋକ ଓ ଶବ୍ଦ ପ୍ରତି ସଂବେଦନଶୀଳତା ବଢିଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମାଇଗ୍ରେନ ବା ଅଧକପାଳି ସମସ୍ୟାକୁ ସବୁ ଦିନ ପାଇଁ ଦୂର କରିପାରିବେ ।

ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ରସୁଣ । ରସୁଣ ରୁ ଭଲ ଭାବେ ଚୋପା ଛଡାଇ ଏହାର ପେଷ୍ଟ ପ୍ରସ୍ତୂତ କରନ୍ତୁ । ଏହା ପରେ ଏକ ଛଣାରେ ଏହର ରସ ବାହାର କରନ୍ତୁ । ୧୦ ଗ୍ରାମ ବା ଦୁଇ ଚାମଚ ପାଖାପାଖି ରସୁଣ ରୁ ରସ ବାହାର କରନ୍ତୁ । ଏବେ ଆପଣଙ୍କୁ ଦିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ହେଙ୍ଗୁ ଯାହା ଆପଣଙ୍କୁ ରୋଷେଇ ଘରୁ ଅତି ସହଜରେ ମିଳିଯିବ ।

ହେଙ୍ଗୁ ମାଇଗ୍ରେନ ବା ଅଧକପାଳି ସମସ୍ଯା ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ ପାଖାପାଖି ୧ ଗ୍ରାମ ହେଙ୍ଗୁ ନେଇ ରସୁଣ ରସ ରେ ଏହାକୁ ମିକ୍ସ କରନ୍ତୁ । ଏହି ରେମେଡି ଟି ମାଇଗେନ ବା ଅଧ କପାଳୀ ସମସ୍ୟାକୁ ଦୂର କରିବା ପାଇଁ ବହୁ ପରୀକ୍ଷିତ ଉପଚାର ଅଟେ ।

ବହୁ ପୁରାତନ କାଳ ରୁ ଲୋକ ମାନେ ଅଧ କପାଳୀ ବା ମାଇଗ୍ରେନ ସମସ୍ଯା ଦୂର କରିବା ପାଇଁ ଏହାର ପ୍ରୟୋଗ କରି ଆସୁଛନ୍ତି । ଆପଣ ନେଗୁ ଙ୍କୁ ରସୁଣ ରସରେ ଭଲ ଭାବେ ଘୋରି ଦିଅନ୍ତୁ । ଆପଣଙ୍କର ମାଇଗ୍ରେନ ବା ଅଧ କପାଳୀ ମୁଣ୍ଡ ଯେଉଁ ପାଖରେ ହେଉଥିବ ସେହି ପଟର ନାକରେ ଚାରି ଠୋପା ଏହି ରସ କୁ ପକାଇ ଭିତରକୁ ଟାଣି ନିଅନ୍ତି ।

ଦେଖିବେ ଆପଣଙ୍କର ମୁଣ୍ଡ ବିନ୍ଧା ସାଙ୍ଗେ ସାଙ୍ଗେ କମିବାରେ ଲାଗିବ । ଏହାର ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ମାଇଗ୍ରେନ ଭଳି ସମସ୍ୟାରୁ ବହୁତ ଆରମ ମିଳିବ । ଆପଣ ମାନେ ନିହାତି ଏହାର ପ୍ରୟୋଗ କରି ଦେଖନ୍ତୁ । ଏହା ବହୁ ପୁରାତନ କାଳ ରୁ ପ୍ରୟୋଗ ହୋଇ ଆସୁଛି ମାଇଗ୍ରେନ ବା ଅଧ କାପାଳୀ ମୁଣ୍ଡ ବିନ୍ଧା ଦୂର କରିବା ପାଇଁ । ଆପଣ ମାନେ ଘରେ ଏହାକୁ ଅତି ସହଜରେ ତିଆରି କରି ପାରିବେ ।

ଆପଣଙ୍କ ରୋଷେଇ ଘରୁ ଥିବା ୨ଟି ଜିନିଷ ରୁ ଏହାକୁ ସହଜରେ ତିଆରି କରି ପାରିବେ । ଏହି ରେମଡି ଟି ବହୁତ ଚମତ୍କାରୀ ଅଟେ । ଆପଣ ମାନେ ମଧ୍ୟ ଘରେ ଏହାର ପ୍ରୟୋଗ ନିଶ୍ଚିନ୍ତ ଭାବେ କରନ୍ତୁ । ଦେଖିବେ ଯେତେ ଜୋର ରେ ମାଇଗ୍ରେନ ବା ଅଧ କପାଳୀ ମୁଣ୍ଡ ବିନ୍ଧା ହେଉଥିଲେ ତୁରନ୍ତ ଭଲ ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *