Raimohanଙ୍କ ମୃତ୍ୟୁକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ମୃତ୍ୟୁ ପଛରେ ଅଛି ଏହି ଯୁବକଙ୍କ ଭୂମିକା

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଅଭିନେତା ରାଇମୋହନ ପରିଡା ଙ୍କ ଆତ୍ମହତ୍ୟା ଏବେ ବି ସସପେନ୍ସ ରେ ଅଛି । ବର୍ତ୍ତମାନ ସମୟରେ ସନ୍ଦେହ ଘେର ରେ ଆସିଛନ୍ତି ଜେଣ ଯୁବକ । ଝଗଡାର କାରଣ ସନ୍ଧାନ କରୁ କରୁ ଅଳ୍ପ ବହୁତ ସୁରାଗ ପାଇଛି ପୋଲିସ ଏହି ଘଟଣା ରେ । ତେବେ କଣ ସୁରାଗ ମିଳିଛି ପୋଲିସ କୁ ଆଉ ସେହି ଯୁବକ ଜଣକ କିଏ ଯାହାକୁ ପୋଲିସ ସନ୍ଦେହ ଘେର ରେ ରଖିଛି ଆସନ୍ତୁ ଜାଣିବା । ତେବେ ଖଳନାୟକ ଭାବ ପରିଚିତ ଓଲିଉଡ କଳାକାର ରାଇମୋହନ ପରିଡା ଙ୍କ ମୃତ୍ୟୁ ମାମଲାରେ ପୋଲିସ କୁ ଏକ ଚାଞ୍ଚଲ୍ୟକର ଖବର ମିଳିଛି ।

ମୃତ୍ୟୁ ର ପୂର୍ବ ଦିନ ରାତିରେ ପରିବାର ଲୋକଙ୍କ ସହ ରାଇ ଭାଇଙ୍କର ପ୍ରବଳ ଝଗଡା ହୋଇଥିଲା । ଯାହା ପାଇଁ ମାନସିକ ସ୍ତର ରେ ଭାଙ୍ଗି ପଡିଥିଲେ ରାଇ ଭାଇ । ତେବେ ପରିବାର ଅକଙ୍କ ସହ ଏ ଯାଏଁ ୧୨ ଜଣଙ୍କର ବୟାନ ରେକର୍ଡ କରି ସାରିଛି ପୋଲିସ । ଗତ କାଲି ଡ୍ରାଇଭର ଅଶୋକ, ସ୍ତ୍ରୀ ରଞ୍ଜିତା, ଦୁଇ ଝିଅ ଓ ଜ୍ଵାଇଁ କ ଠାରୁ ପରିବାର ବିବାଦ ନେଇ ତଥ୍ୟ ହାସଲ କରିଛି ପୋଲିସ ।

ପୋଲିସର ଏକ ଟିମ ରବିବାର ଦିନ ପହଞ୍ଚି ପ୍ରାଚୀ ବିହାର ଯାଇ ଦୁଇ ଜଣ ପଡୋଶୀ ଙ୍କୁ ମଧ୍ୟ ପଚାରାଉଚରା କରିଥିଲେ । ବିଶେଷ କରି ତାବଙ୍କର ଉଦୟପୁର ବିଲିଡିଙ୍ଗ ରେ ରହୁଥିବା ୩ ଜଣ ଭଡାଟିଆଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ । ଏମାନଙ୍କ କଥା ଶୁଣିବା ପରେ ପୋଲିସ କହିଛି ଗୁରୁବାର ଦିନ ରାତି ରେ ରାଇମୋହନ ଙ୍କ ଘରୁ ତାଙ୍କର ଓ ଅନ୍ୟ ମାନଙ୍କର ବଡ ପାଟି ଶୁଣା ଯାଇଥିଲା ।

କୌଣସି କାକରଣକୁ ନେଇ ସ୍ତ୍ରୀ ଓ ଦୁଇ ଝିଅ ଙ୍କ ସହ ଝଗଡା ହୋଇଥିଲା ରାଇ ଭାଇଙ୍କର । ତେବେ ପ୍ରାଥମିକ ତଦନ୍ତ ରୁ ପୋଲିସ ଆତ୍ମହତ୍ୟା ବୋଲି ସୂଚନା ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଦର୍ଶାଇଛି କି ମୃତ ଦେହରେ ବାହ୍ୟ କ୍ଷତି ର ଚିହ୍ନ ନାହି । ଆଉ ସବୁଠାରୁ ବଡ ଖବର ହେଉଛି ଏହାରି ମଧ୍ୟରେ ଜଣେ ଯୁବକଙ୍କର ସନ୍ଦେହ ରେ ଭୂମିକା ରହିଛି ।

ପ୍ରାଚୀ ବିହାରରେ ରହୁଥିବା ଜଣେ ଯୁବକ ଙ୍କ ଭୂମିକାକୁ ଏଇ ଏବେ ସନ୍ଦେହ ଦେଖା ଯାଇଛି । ରାଇମୋହନ ଙ୍କ ଉଦୟପୁର ପର୍ଛ ପାର୍ଶ୍ଵ ରେ ରହୁଥିବା ଯୁବକ ଜଣକ ନିଶାଖୋର ଅଟନ୍ତି । ସେ କୌଣସି ମତେ ରାଇ ଭାଇଙ୍କ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲେ । ଯୁବଙ୍କ କାରାନାମାରେ ଅତିଷ୍ଠ ହୋଇ ରାଇମୋହନ ଏ ନେଇ ପୋଲିସ ରେ ଅଭିଯୋଗ ମଧ୍ୟ କରିଥିଲେ ।

ପୋଲିସର ଏକ ଟିମ ଘଟଣାର ପୂର୍ବ ଦିନ ଯୁବଙ୍କ ଘରକୁ ଯାଇ ତାଗିଦ କରି ଫେରିଥିଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *