ସାମ୍ନାକୁ ଆସିଲା Raimohanଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଯାହା ବାହାରିଛି ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ… ଦେଖନ୍ତୁ Video କଣ କହୁଛନ୍ତି ଡକ୍ଟର

ବନ୍ଧୁଗଣ ଆପଣ ମାନେ ଓଲିଉଡ ର ବରିଷ୍ଠ କଳାକାର ରାଇମୋହନା ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ସାର ଓଡିଆ ଫିଲ୍ମ କରି ଖୁବ ଖ୍ଯାତି ଅର୍ଜନ କରିଥିଲେ । ତାଙ୍କର ଖଳନାୟକ ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ କରିବା ସହ ତାଙ୍କୁ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । କିନ୍ତୁ ଦୁଖର ଖବର ହେଉଛି ଅଭିନେତା ରାଇମୋହନ ପରିଡା ଙ୍କର ଅକାଳ ବିୟୋଗ ଘଟିଛି । ଯାହା ପାଇଁ ସାରା ଓଡିଶା ବାସୀ ଓ ଓଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ତେବେ ତାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ ସମୟରେ ଅଭିନେତା ରାଇମୋହନ ପରିଡା ଙ୍କ ମୃତ୍ୟୁ ର କାରଣ ଜଣା ପଡିଛି । ସୂଚନା ଅନୁଯାୟୀ ରାଇ ଭାଇଙ୍କ ଶ୍ଵାସରୁଦ୍ଧ ରୋଗ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ଯାହା ପୋଷ୍ଟ ମରତମ ରିପୋର୍ଟରେ ଜଣା ପଡିଛି । ଗଳାରେ ରସୀ ଲଗାଇବା ଯୋଗୁଁ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଶରୀରରେ ଥିବା ସାମାନ୍ଯ କ୍ଷତ ପୂର୍ବରୁ ହ୍ୟାଙ୍ଗିଙ୍ଗ ଯୋଗୁଁ ସୂଚନା ମିଳିଛି । ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ କ୍ୟାପିଟାଲ ହସପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ରାଇମୋହନଙ୍କ ପରିଡାଙ୍କ ମୃତ୍ୟୁ ଘଟିଛି ।

କମିଶନଏର୍ଟ ପୋଲିସ ହସ୍ତଗତ କରିଲା ପୋଷ୍ଟ ମର୍ଟମ ରିପୋର୍ଟ । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ଜୋରସୋର ରେ ତଦନ୍ତ ଆରମ୍ଭ କରିବା ବୋଲି କୁହା ଯାଇଛି । କୁହାଯାଉଛି କି ସେ କୌଣସି କାରଣ ପାଇଁ ମସନିକ ସ୍ତର ଦେଇ ଗତି କରୁଥିଲେ । ତେବେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଲେ ରାଇ ଭାଇ ତାହାର ଯାଞ୍ଚ କରିବ ପୋଲିସ । ମୃତ୍ୟୁ ପଛରେ କଣ ରହିଛି ପ୍ରକୃତ ସତ୍ୟ ବା ପରିବାରରେ କିଛି ଏମିତି ଘଟଣା ଘଟିଥିଲା ନା ତାଙ୍କୁ କେହି ମାନସିକ ଚାପ ପକାଉଥିଲେ ଏ ସବୁ ର ତଦନ୍ତ କରିବ ପୋଲିସ ।

ତେବେ କୁହା ଯାଉଛି କି ମୃତ୍ୟୁ ପୂର୍ବରୁ ରାଇ ଭାଇ ଥାନା ରେ ଯାଇ କୌଣସି କାରଣ ପାଇଁ ମାମଲା ରୁଜୁ କରିବା ପାଇଁ ଅଣ୍ଡରଟେକିଂ କରି ଆସିଥିଲେ । ଏମିତି ବି ସୂଚନା ରହିଛି ତାଙ୍କ ଘର ପାଖରେ ଜଣେ ଯୁବକ ତାଙ୍କ ପରିବାରର ନିକଟତର ହେବାକୁ ଚେଷ୍ଟା କରୁଥିଲେ । ଯାହା ପାଇଁ ଅତିଷ୍ଠ ହୋଇ ରାଇ ଭାଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ।

ପୋଲିସ ମଧ୍ୟ ସେହି ଯୁବକ ଙ୍କ ଘରକୁ ଯାଇ ତାଗିଦ କରି ଆସିଥିଲା । ତେବେ ପରିବାର ମଧ୍ୟରେ କେଉଁ କାରଣ ପାଇଁ ଝଗଡା ହୋଇଥିଲା ତାଙ୍କର ମୃତ୍ୟୁ ପୂର୍ବ ରୁ ତାହା ଏବେ ବି ରହସ୍ୟ ହୋଇ ରହିଛି । ପୋଲିସ ପରିବାର ସମେତ ଅନ୍ୟ କେତେ ଜଣଙ୍କୁ ତଦନ୍ତ କରି ବୟାନ ରେକର୍ଡ କରି ସାରିଛି ଯାହା ସୂତ୍ର ରୁ ଜଣା ପଡୁଛି ।

ତେବେ ଦେଖାଯାଉ ଏହି ଘଟଣାର ତଦନ୍ତ ପୋଲିସ ଆଗରୁ କିପରି ଭାବେ କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମାତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *