ବିମାନ ଭିତରେ ମହିଳା ଏୟାରହୋଷ୍ଟେସମାନଙ୍କୁ ଚେକିଂ କରିବା ନାଁରେ କରାଯାଏ ଏମିତି କିଛି- ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ନମସ୍କାର ବନ୍ଧୁଗଣ, ଅଜଯ ଆମେ ଆପଣଙ୍କୁ ଏକ ଏଭଳି ଘଟଣା କହିବୁ ଯାହା ଜଣାଇବା ପରେ ଆପଣ ବିଶ୍ବାସ କରିପାରିବେନି ଯେ ଏମିତି ବି ହେଉଥିବ ବୋଲି । ତେବ ସମସ୍ତେ ବିମାନରେ ଯାତ୍ରା କରିବାକୁ ବହୁତ ଭଲପାନ୍ତି । କିନ୍ତୁ ଆପଣ ଜାଣିବା ଉଚିତ୍ ଯେ ବିମାନ ଭିତରେ ପରିସ୍ଥିତି କିଭଳି ଅଛି ଓ ଏୟାରହୋଷ୍ଟେସ ଆପଣଙ୍କୁ କିପରିଭାବେ ବ୍ୟବହାର କରିବେ । ବିମାନରେ ଯାତ୍ରା କରିବାବେଳେ ଇକୋନୋମି କ୍ଲାସ୍ ରେ ସାମାନ୍ୟ ଟ୍ରିଟମେଣ୍ଟ ମିଳେ, କିନ୍ତୁ ବିଜନେସ୍ କ୍ଲାସ୍ ରେ ଅନ୍ୟପ୍ରକାର ଟ୍ରିଟମେଣ୍ଟ କରାଯାଏ । ଏହିସବୁ ସୁଖଦ ପାଇବା ପାଇଁ ଏୟାରହୋଷ୍ଟେସମାନଙ୍କର ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି ।

ତେବ କିଛି ଦିନ ତଳେ ଜଣେ ଏୟାରହୋଷ୍ଟେସ ଏହି ରହସ୍ୟ ବିଷୟରେ କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହେବେ । ଜଣେ ମହିଳା ଏୟାରହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ବିମାନରେ ଚେକିଂ କରିବା ସମୟରେ ସଂପୂର୍ଣ୍ଣରୂପେ ନିର୍ବସ୍ତ୍ର କରି ସିକ୍ୟୁରିଟି ଗାର୍ଡ ଚେକିଂ କରନ୍ତି । ଏବଂ ଚେକିଂ କରିବା ସମୟରେ ଅଶ୍ଳୀଳ ଭାବେ ଛୁଇଁବାକୁ ମଧ୍ୟ ଚେଷ୍ଟା କରିଥାନ୍ତି ।

ତାଙ୍କ ଅଭିଯୋଗ ଅନୁସାରେ ଏମିତି ସେମାନଙ୍କ ବ୍ୟାଗ୍ ରେ ଥିବା ସାନିଟାରୀ ପ୍ୟାଡ୍ ମଧ୍ୟ ବାହାର କରି ଚେକିଂ କରାଯାଏ । ସେ କହିଛନ୍ତି ଏହି ବିଷୟରେ ଯେତେଥର ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୁଏନାହିଁ । ତେଣୁ ଏୟାରହୋଷ୍ଟେସ ଏକ ଭିଡିଓ ଶୁଟ୍ କରି ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରିଛଛି । ଏହି ଭିଡିଓ ଭାଇରାଲ ହେବା ପରେ ଉପରିସ୍ଥ କର୍ମଚାରୀମାନେ ଚିନ୍ତାରେ ପଡିଯାଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *