୫ ବର୍ଷର ଝିଅ ଗର୍ଭଧାରଣ କରି ଜନ୍ମ ଦେଲା ଏକ ପୁତ୍ର ସନ୍ତାନ- କଣ ଏହାର ରହସ୍ୟ ??

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ ।  ଆଜି ଆମେ ଆପଣଙ୍କୁ କହିବୁ ଏକ ପାଞ୍ଚ ବର୍ଷର ଝିଅ ଗ୍ରଭବତୀ ହୋଇ ଏକ ଶିଶୁକୁ ଜନ୍ମ ଦେବାର ଘଟଣା ବିଷୟରେ । ବନ୍ଧୁଗଣ ଆଜିର ସମୟରେ ବିଜ୍ଞାନ ଯେତେ ଆଗକୁ ଯାଇଥିଲେ ମଧ୍ୟ କିଛି ଘଟଣା ଏମିତି ଅଛି ଯାହା ବିଷୟରେ ବୈଜ୍ଞାନିକ ମାନେ ମଧ୍ୟ କିଛି ଯାଇପାରୁ ନାହାନ୍ତି । ଏପରି ଏକ ଘଟଣା ଆଜି ବି  ରହସ୍ୟ ଆହୋଇ ରହିଛି  ।  କେବେ କଣ ଗୋଟେ ୫ ବର୍ଷର ଶିଶୁ କନ୍ୟା କଣ ଗର୍ଭଧରଣ କରି ପାରିବ? ଏବଂ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇ ପାରିବ ? ଆପଣ ହୁଏ ତ ଏହାକୁ ବିଶ୍ଵାସ କରିପାରୁ ନଥିବେ କିନ୍ତୁ ଏହା ସତ୍ୟ ଅଟେ ଏବଂ ଏହି ଘଟନା ବର୍ତ୍ତମାନ ପର୍ଯ୍ୟନ୍ତ ବି ଏକ ରହସ୍ୟ ଅଟେ ।

ପ୍ରଥମେ ସେହି ଝିଅର ବାପା ବା ଭାଇ ଉପରେ ଏହି ଡୋସା ଲଗାଯାଇଥିଲା କି ସେମାନଙ୍କର ଭୁଲ ପାଇଁ ଏମିତି ହୋଇଥିବ କିନ୍ତୁ ତଥାପି ଆଜି ପର୍ଯ୍ଯନ୍ତ ସେହି ଘଟଣାର ରାହାସ ସାମ୍ନାକୁ ଆସି ନାହିଁ । କିଛି ବର୍ଷ ପୂର୍ବରୁ ଏକ ଖବର ଆସିଥିଲା କି ବ୍ରିଟେନ ର ଏକ ବାର ବର୍ଷର ଝିଅ ଗର୍ଭବତୀ ହୋଇଯାଇଥିଲା । ତାକୁ ସବୁଠାରୁ କମ ବଯସର ମା’ ରୂପେ ସମ୍ମାନ ମଧ୍ୟ ମିଳିଥିଲା । କିନ୍ତୁ ଏଥିରେ ଅଧିକା ଆଶ୍ଚର୍ଯ୍ୟ ହେଲା ଭଳି କିଛି ନଥିଲା କାହିଁକି ନା ଏକ ୧୨ ବର୍ଷର ଝିଅ ମା’ ହୋଇପାରିବ ।

ଏହା ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିଥିଲା ଯାହା ଲୋକଙ୍କୁ ଚକିତ କରିଦେଇଥିଲା । ଘଟଣାଟି ଥିଲା କି ଗୋଟେ ୫ ବର୍ଷ ୭ମାସ ର ଝିଅ ଗର୍ଭବତୀ ହୋଇଥିଲା । ଏବଂ ମେଡିକାଲ ଇତିହାସରେ ତାହା ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ସେହି ଛୋଟ ଝିଅର ନାଁ ହେଉଛି ଲୀନା ମେଦିନା । ଯେବେ ସେ ୫ ବର୍ଷର ହେଲା ତା ପେଟର ଆକାର ବଢିବାକୁ ଲାଗିଲା । ଏହା ଦେଖି ତାର ବାପା ମା ଚିନ୍ତାରେ ପଡି ତାକୁ ଡାକ୍ତର ପାଖକୁ ନେଇଯାଇଥିଲେ ।

ସମସ୍ତେ ଭାବୁଥିଲେ ତା ପେଟରେ ବୋଧେ ଟ୍ଯୁମର ଥାଇ ପାରେ, କିନ୍ତୁ ଡାକ୍ତର ଯେବେ ପରୀକ୍ଷା କରିଥିଲେ ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । କାହିଁକି ନା ଲୀନା ମେଦିନା ସେଟବେଳକୁ ୭ ମାସର ଗର୍ଭବତୀ ଥିଲେ । ଏହା ପରେ ୧୯ ମଇ ୧୯୪୮କୁ ଲୀନା ଅସ୍ତ୍ରୋପଚାର କରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।

ଏବଂ ଡାକ୍ତରଙ୍କ ନାମ ଅନୁସାରେ ସେହି ପୁଅର ନାମ ଚିରାଡ ରଖାଯାଇଥିଲା । ଜନ୍ମ ସମୟରେ ତାର ଓଜନ ୨.୭ କିଲୋ ଥିଲା । ୪୦ ବର୍ଷ ବେଳକୁ ତାର ଏକ ରୋଗରେ ମୃତ୍ୟୁ ହୋଇଥିଲା । ଲୀନ ମଦିନା କେବେ କହି ନଥିଲା କି ସେହି ପିଲାର ବାପା କିଏ । ଡାକ୍ତର ପ୍ରଥମେ ଜାଣିବା ପରେ ଲୀନା ଗର୍ଭବତୀ ଅଛି ସେ ପୋଲିସକୁ ଖବର ଦେଇଥିଲେ ।

ଏବଂ ସନ୍ଦେହରେ ପୋଲିସ ଲୀନାର ବାପା ଏବଂ ଭାଇକୁ ଆରେଷ୍ଟ କରିଥିଲା । କିନ୍ତୁ କୌଣସି ପ୍ରମାଣ ନ ମିଳିବାରୁ ସେମାନଙ୍କୁ ଛାଡି ଦେଇଥିଲା । ଆଜି ମଧ୍ୟ ଏହି ଘଟଣା ଏକ ରହସ୍ୟ ଯାହାର ସମଧାନ କୌଣସି ବୈଜ୍ଞାନିକ ବି କରି ପରି ନାହାନ୍ତି କି କେମିତି ଗୋଟେ ୫ ବର୍ଷର ଝିଅ ମା ହୋଇପାରିଲା  । ତେବେ ଏହା କଣ ଭଗବାନଙ୍କର ଚମତ୍କାର ନା କିଛି ରହସ୍ୟ ଆପଣଙ୍କ ମତ ନିଶ୍ଚୟ ଦେବେ ।

Leave a Reply

Your email address will not be published. Required fields are marked *