ଆପଣମାନେ ଜାଣିଥିବେ ଯେ ନବରାତ୍ରି ରେ ଆମେ ମା ଦୂର୍ଗା ଙ୍କୁ ପୂଜା କରିଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ମା ଦୂର୍ଗା ଙ୍କୁ ଆମେ କେବଳ ନବରାତ୍ରରେ ପୂଜା କରିବା ତାହା ଠିକ ନୁହେଁ ଆମେ ତାଙ୍କୁ ଅନ୍ୟଦିନ ମଧ୍ୟ ପୂଜା କରି ପାରିବା । ଆମେ ଯଦି ଚାହିଁବା ତ ମା ଦୂର୍ଗାଙ୍କୁ ଆରାଧନା କରିବା ଦ୍ଵାରା ଆମେ ନିଜ ଜୀବନକୁ ସୁଧାରୀ ପାରିବା । ଆମ ଜୀବନରେ ଯାହା କିଛି ଭି ହୋଇ ଥାଏ ତାହା ଆମ କାମ ଯୋଗୁ ହୋଇ ଥାଏ ଓ ଗ୍ରହ ମାନଙ୍କ ସ୍ଥିତି ଖରାପ ଥିଲେ ମଧ୍ୟ ହୋଇ ଥାଏ ।
କିନ୍ତୁ ଯଦି ମା ର ପଣତ କାନି ଆମ ମୁଣ୍ଡରେ ଥାଏ ତ ପିଲା ଙ୍କୁ ସବୂ କଷ୍ଟରୁ ମୁକ୍ତି ମିଳି ଯାଇଥାଏ । ଆଜି ଆମେ କହିବା ପାଇଁ ଯାଉଥିବା 6 ଟି ରଶିଙ୍କ ଉପରେ ମା ଦୂର୍ଗା ଙ୍କ ଆଶୀର୍ବାଦ ରହିବା ପାଇଁ ଯାଉଛି ଯାହା ଦ୍ଵାରା କେହି ଭି ବ୍ୟକ୍ତି ସବୁ କିଛି ପାଇ ଜୀବ ।
ଓ ଏହା ସହ ସେ ବହୁତ କିଛି ଭଲ ଜିନିଷ ମଧ୍ୟ ଓ ଭଲ ବ୍ୟକ୍ତି ମଧ୍ୟ ନିଜ ଜୀବବାନରେ ଆଣିବା ପାଇଁ ଯାଉଛନ୍ତି ଯାହା ଦ୍ଵାରା ସେମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଏହି ରାଶି ମାନେ ଏବେ ନିଜ ସାଙ୍ଗ ସାଥି ସହ ଭଲ ସମୟ ବିତାଇବା ସହ । ସମାଜରେ ଏକ ଭଲ ମଣିଷ ହୋଇ ଠିଆ ହେବା ପାଇଁ ଯାଉଛନ୍ତି ।
ଏହା ସହ ଏମାନେ କେଉଁ କଥାକୁ ନେଇକି ଯଦି ଚିନ୍ତାରେ ରହିଥିବେ ତେବେ ଏମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯଦି କେହି କିଛି ଭଲ ସମୟ ବିତାଇବା ପାଇଁ ଚାହୁଁ ଛନ୍ତି ସେମାନେ ନିଜ ପରିବାର ସହ ବାହାର ଜାଗାକୁ ଯାଇ ପାରନ୍ତି ।
ଏହା ସହ ଯେଉଁ ମାନେ ନୂଆ କାମ ଧରିବା ପାଇଁ ଯାଉଛନ୍ତି ସେମାନେ ମଧ୍ୟ ଏବେ ଭଲ ପରିଣାମ ପାଇବେ । କିଛି ମହିଳା ମାନେ ଯେଉଁ ମାନେ ବାହାରେ ନିଜକୁ ପ୍ରମାଣିତ କରିବା ପାଇଁ ଚାହୁଁ ଥିଲେ ସେମାନଙ୍କ ପାଇଁ ଏବେ ଭଲ ରୁ ଭଲ ସୁଯୋଗ ମାନ ଅଛି ।
ବେପାର ବଢିବାରେ ଲାଗିବ । ଆପଣ ଙ୍କ ଆମଦାନୀ ବଢିବା ସହ ଖର୍ଚ୍ଚ କମିବାରେ ଲାଗିଆବ ଯାହା ପାଇଁ ଆପଣ ବହୁତ ଫାଇଦାରେ ରହିବେ । କ୍କିହହୀ କଥାକୁ ନେଇକି ଆପଣ ଚିନ୍ତାରେ ରହୁ ଥିଲେ ସେହି କଥାର ସମାଧାନ ଏହି ଭଳି ଭାବେ ହୋଇଯିବ ଯେ ଆପଣ ଏହା ପାଇଁ କାହା ଆଗରେ ଖରାପ ମଧ୍ୟ ହେବାର ନାଇ କି କାହା ପାଖରେ ଆପଣମାନେ ନିଜ ମଠା ନୁହାଣିବା କୁ ମଧ୍ୟ ପଡିବ ନି ।
ଯେଉଁ ମାନେ ଆଗକୁ ନିଜ କ୍ଯାରିୟର ପାଇଁ ଚିନ୍ତାରେ ଥିଲେ ସେମାନେ ଏବେ ନିଶ୍ଚିତ ଭାବେ ଭଲ ଜାଗାରେ ଚାକିର ପାଇବେ କେବଳ ତାହା ନୁହେଁ ଏମାନେ ଆଗକୁ ଯାଇକି ସମଜା ପାଇଁ ଏକ ମୂଲ୍ଯବାନ ମଣିଷ ହେବେ । ଆପଣ ହଠାତ କିଛି ଲାଭ ପାଇ ପାରନ୍ତି ନିଜର ଲୋକଙ୍କ ପାଖରୁ ହେଉ କିମ୍ବା ଆପଣଙ୍କ ଶତ୍ରୁର ଭୁଲ ପାଇ ହେଉ । ଆପଣଙ୍କ ଶତ୍ରୁ ଏବେ ଆପଣଙ୍କ ଆଗରେ ପରାସ୍ତ ହେବ । ଏହି ରାଶି ମାନେ ହେଲେ ମେଷ, ବୃଷ, ମିଥୁନ, କର୍କଟ ରାଶି ।