ଅଜୟ ଦେବଗନଙ୍କ ଝିଅ ତାଙ୍କ ସ୍ତ୍ରୀ ଠାରୁ ବି ଅଧିକ ବୋଲ୍ଡ ଏବଂ ହଟ୍ ଅଟନ୍ତି, ଫୋଟୋ ଦେଖି ଆପଣ ବି ହେଇଯିବେ ଦିବାନା

ତେବେ ଆପଣ ସମସ୍ତେ ଜାଣିଛନ୍ତି ଯେ ବଲୀଉଡ ରେ ଏଣ୍ଟ୍ରି ବହୁତ କଷ୍ଟକର ଅଟେ, ଏମିତି ରେ ପର୍ସନାଲିଟି ବହୁତ ବଡ କାମ କରି ଥାଏ । ଆଜି ଆମେ ଆପଣଙ୍କୁ କାଜୋଲ ବିଷୟରେ କିଛି କହିବାକୁ ଯାଉଛୁ ଯେତେବେଳେ କାଜୋଲ ଚଳଚିତ୍ର ଦୁନିୟାକୁ ଆସିଥିଲେ ସେ କାମ ପାଇଁ ବହୁତ କଷ୍ଟ କରି ଥିଲେ କିନ୍ତୁ କିଛି ଲାଭ ପ୍ରାପ୍ତ ହଉ ନଥିଲା । କିନ୍ତୁ ଯେତେବେଲେ ସେ ତାଙ୍କ ଚଳଚିତ୍ର ଦିଲ ୱାଲେ ଦୁଲହନିୟା ଲେ ଯାଏଙ୍ଗେ ଶାରୁଖାନଙ୍କ ସହ କଲେ, ଏହା ପରେ ଲୋକ ତାଙ୍କୁ ପସନ୍ଦ କରିବା ଆରମ୍ଭ କଲେ ଓ କାଜୋଲଙ୍କୁ ନୂଆ ନୂଆ ରୋଲ ମିଳିବା ଆରମ୍ଭ ହେଲା ।

Image Courtesy: Google

ଯାହା ପରେ ଏବେ ଏମିତି ସମୟ ଆସିଛି ଯେବେ ଆମେ କାଜୋଲଙ୍କୁ ସବୁ ଠାରୁ ଭଲ ଓ ସୁନ୍ଦର ଅଭିନେତ୍ରୀ କହି ପାରୁଛୁ, କାଜୋଲଙ୍କୁ ତାଙ୍କ କଳା ରଙ୍ଗ ପାଇଁ ଆଗରୁ ଫିଲ୍ମ ମିଳୁ ନଥିଲା କିନ୍ତୁ ତାଙ୍କ ଅଭିନୟ ଦେଖି ତାଙ୍କ ରଙ୍ଗ ପାଇଁ ମଧ୍ୟ କିଛି ବିଶେଷ ଅଭିଯୋଗ କଲେ ନାହିଁ ।

Image Courtesy: Google

 

କାଜୋଲ ନିଜ ଜୀବନ ରେ ବହୁତ ପରିଶ୍ରମ ଓ କଷ୍ଟକରି ଏହି ସଫଳତା ପ୍ରାପ୍ତ କରିଛନ୍ତି ଆଜି ପର୍ଯ୍ୟନ୍ତ କାଜୋଲ ଶାରୁଖ ଖାନଙ୍କ ସହ ଯେତେ ଫିଲ କରିଛନ୍ତି ସବୁ ହିଟ ହୋଇଛି ଏବଂ ସେ ଦୁହିଙ୍କ ଯୋଡିକୁ ଜନତା ବହୁତ ଭଲ ମଧ୍ୟ ପାଇଛନ୍ତି । କଜୋଲ ନିଜ କ୍ୟାରିୟର ୧୯୯୨ ରେ ଆରମ୍ଭ କରିଥିଲେ ଏବଂ ତାଙ୍କ ପ୍ରଥମ ଫିଲ୍ମ ବେଖୁଦୀ ଥିଲା, ଯାହା ବଡ ପରଦା ଉପରେ କିଛି ବିଶେଷ ରଙ୍ଗ ଦେଇ ନଥିଲା ଓ ଲୋକଙ୍କୁ ବି କିଛି ବିଶେଷ ପସନ୍ଦ ଆସି ନଥିଲା ।

Image Courtesy: Google

ଏହା ପରେ କଜୋଲଙ୍କୁ ଅଜୟ ଦେବଗନ ସହ କାମ କରିବା ପାଇଁ ଚାନ୍ସ ମିଳିଲା ଯାହା ପରେ ଦୁହେଁ ସାଙ୍ଗ ହେଲେ ଓ ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଲା ଯାହା ପରେ ୧୯୯୯ ରେ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ଗଲେ ଯାହା ପରେ କାଜୋଲ ଚଳଚିତ୍ର ଦୁନିଆ ଠାରୁ ଟିକେ ଦୂରେଇ ଗଲେ କାହିଁକିନା ତାଙ୍କ ଅନୁଯାଇ ତାଙ୍କ ପରିବାର ଓ ଛୁଆ ପିଲାଙ୍କୁ ସଂସ୍କାର ପାଇଁ ମାଁ ପାଖରେ ରହିବା ଆବଶ୍ୟକ ଥିଲା ।

Image Courtesy: Google

କାଜୋଲ ଓ ଅଜୟଙ୍କ ଦୁଇଟି ପିଲା ଅଛନ୍ତି, ତାଙ୍କ ଝିଅ ନା ନ୍ୟାସା ଅଟେ ଓ ସେ ପ୍ରାୟତଃ ନିଜ ଇଂଷ୍ଟା ବା ଅନ୍ୟ ସୋଶିଅଲ ମିଡିଆ ରେ ନିଜ ଫଟୋ ପୋଷ୍ଟ କରନ୍ତି । ତାଙ୍କୁ ଦେଖି ପ୍ରାୟ ଲୋକ କହୁଛନ୍ତି ଯେ ସେ ନିଜ ମାଁ ପରି ଦେଖା ଯାଆନ୍ତି, ଖବର ଅନୁଯାଇ ନ୍ୟାସା କେବଳ ୧୪ ବର୍ଷ ର ଅଛନ୍ତି କିନ୍ତୁ ଏବେ ମଧ୍ୟ ବଲୀଉଡ ଅଭିନେତ୍ରୀଙ୍କୁ ଟକର ଦେଇ ପାରନ୍ତି । ଖବର ଅନୁଯାଇ କାଜୋଲ ଓ ଅଜୟଙ୍କ ଝିଅ ନ୍ୟାସା ପାଠରେ ବହୁତ ଭଲ ଅଛନ୍ତି ସେ ନିଜ କ୍ଳାସ ଟପର ବୋଲି ମଧ୍ୟ ଖବର ରେ ଶୁଣିବାକୁ ଆସିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *