ପ୍ରଥମଥର ନିଜ ମାଁ ଙ୍କ ସହ ଏଭଳି ସେଲ୍ଫି ଉଠାଇଲେ ଅକ୍ଷୟ କୁମାର – ପ୍ରଶଂସକ ମାନେ କହିଲେ ଏମିତି କଥା

ଆଜିକାଲି ଅକ୍ଷୟ କୁମାର ନିଜ ଫିଲ୍ମ କେଶରୀକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏବେ କିଛି ଦିନ ପୂର୍ବରୁ ସେ ନିଜ ଫିଲ୍ମର ଟ୍ରେଲର୍ ଦର୍ଶକଙ୍କ ସାମନାକୁ ଆଣିଥିଲେ । ଅକ୍ଷୟଙ୍କ ଏହି ବର୍ଷ ରିଲିଜ୍ ହେଉଥିବା ଏହା ପ୍ରଥମ ଫିଲ୍ମ ହେବ । ୨୪ ଘଣ୍ଟାରେ ଫିଲ୍ମ ୨୦ ମିଲିୟନ୍ ରୁ ଅଧିକା ଭ୍ୟୁଜ୍ ମିଳିଛି । ସେମିତି କହିଦେବୁ କି କରନ୍ ଜୋହର୍ ଙ୍କ ଦ୍ୱାରା ପ୍ରଯୋଜିତ କରାଯାଇଥିବା ଫିଲ୍ମ ୨୧ ମାର୍ଚ୍ଚକୁ ବକ୍ସ ଅଫିସରେ ରିଲିଜ୍ କରାଯିବ । ଏବେ କିଛି ଦିନ ହେବ ଅକ୍ଷୟ କୁମାର ଏହି ଫିଲ୍ମ ପାଇଁ ବହୁତ ଚର୍ଚ୍ଚିତ ହୋଇଥିଲେ ।

ଅକ୍ଷୟ କୁମାର ସେହି ଫିଲ୍ମରେ ଭାରତ ଓ ପାକିସ୍ଥାନରେ ଚାଲୁଥିବା ବିବାଦ ପାଇଁ ନିଜ ଆଗାମୀ ଫିଲ୍ମରେ ସାନୁ କେହେନ୍ଦୀ ଗୀତ ରିଲିଜ୍ କଲେ ।  ଏହି ଗୀତରେ ଅକ୍ଷୟ ନିଜ ଟ୍ୱିଟର୍ ଏକାଉଣ୍ଟରେ ସେୟାର୍ କଲେ । ସେମିତି ଏହି ଘଟଣାର ପୂର୍ବରୁ ଲୋକେ ଅକ୍ଷୟ କୁମାରଙ୍କ ନିଜ ଦୟାଳୁ ସ୍ୱଭାବ କାରଣରୁ ଚର୍ଚ୍ଚିତ ହୋଇଛନ୍ତି । ଅକ୍ଷୟ କୁମାର ପୁଲବାମା ଆକ୍ରମଣରେ ସହୀଦ ହୋଇଥିବା ଜବାନଙ୍କ ପରିବାରଙ୍କୁ ୫ କୋଟି ସହାୟତା ରାଶି ଦେବାର କହିଥିଲେ ।  ତାହା ସହ ଜଣେ ସହିଦ ସ୍ତ୍ରୀ ଙ୍କୁ ସେ ଅଲଗା ଭାବେ ସେ ୧୫ ଲକ୍ଷ ଟଙ୍କା ଦେଇଥିଲେ ।

ଆପଣଙ୍କୁ କହିଦେବୁ କି ଆଜି ଆଉଥରେ ଅକ୍ଷୟ କୁମାର ଚର୍ଚ୍ଚିତ ହୋଇଛନ୍ତି । ଏହିଥର ସେ ଟ୍ରୋଲ୍ ହୋଇନଥିଲେ ବରଂ ପ୍ରଶଂସା ପାଇଥିଲେ । ଏତିକି ନୁହେଁ ଅକ୍ଷୟ କୁମାର ଇନଷ୍ଟ୍ରାଗ୍ରାମ୍ ରେ ନିଜ ମାଁ ଅରୁଣା ଭାଟ୍ଟିଆ ଙ୍କ ଏକ ସେଲଫି ନେଇକରି ସେୟାର୍ କରିଥିଲେ ଯାହା ଭାଇରାଲ୍ ହୋଇଗଲା । କହିଦେବୁ କି ଅକ୍ଷୟ କୁମାର ବଲିଉଡ୍ ର ଆକ୍ଟର ନୁହେଁ ବର୍ଷରୁ ସେ କମ୍ ସେ କମ୍ ୨, ୩ ଟି ଫିଲ୍ମ କରିଥାନ୍ତୁ । ଏହାପରେ ସେ ପରିବାର ପାଇଁ ସମୟ ବାହାର କରନ୍ତି ।

ସେମିତି ଅକ୍ଷୟ କୁମାର ଯେତେ ବି ସୁପରଷ୍ଟାର୍ ହୋଇଯାନ୍ତୁ ତାଙ୍କ ପାଇଁ  ରିବାର ପ୍ରଥମେ ଆସିଥାଏ, ସବୁ ବର୍ଷ ନିଜ ପରିବାର ସହ ସେ ଛୁଟି ମନାଇବାପାଇଁ ବିଦେଶ ଯାଇଥାନ୍ତି ଓ ବହୁତ ସାରା ଫଟୋ ସେୟାର୍ କରିଥାନ୍ତି । ଆଜି ସେ ମାଁ ସହ ଗୋଟେ ସେଲଫି ନେଇଛନ୍ତି । ଯାହା ବହୁତ ତାରିଫ୍ ହେଉଛି ।

Leave a Reply

Your email address will not be published. Required fields are marked *