ଆଜି ଆମେ ସଫଳତା ର କାହାଣୀରେ ଗୁଗୁଲ CEO ସୁନ୍ଦର ପିଚାଇଙ୍କ ବିଷୟରେ କହିବୁ । ସଫଳତା ର ଶିଖରରେ ପହଞ୍ଚିବା ସୁନ୍ଦର ପିଚାଇଙ୍କ ପାଇଁ ସହଜ ନଥିଲା । ରାସ୍ତା କଠିନ ବହୁତ ଥିଲା କିନ୍ତୁ ତାଙ୍କ ମନରେ ଦୃଢ ନିଶ୍ଚୟ ଥିଲା । ସଫଳତାର ଏହି କାହାଣୀ ସୁନ୍ଦର ପିଚାୟଙ୍କର । ସମୟ ଥିଲା ଗ୍ରାଜୁଏଟେ କନଭୋକେସନ ସମାହୋରର । ଆମେରିକାର ଆଇଆଇଟି ଛାତ୍ର ମାନଙ୍କ ପାଇଁ ଆୟୋଜିତ କରିଥିବା ଏହି ଭରଚୁଆଲ କନଭୋକେସନ ରେ ଗୁଗୁଲ ସିଇଓ ଛାତ୍ରଙ୍କ ସଫଳତାର ମୂଳ ମନ୍ତ୍ର ଦେଇଥିଲେ ଓ ଗ୍ରାଜୁଏଟେ ଛାତ୍ରଙ୍କୁ ପ୍ରେରିତ କରିବା ପାଇଁ ନିଜ ସଂଘର୍ଷ କାହାଣୀ କୁ ବି ଖୋଲିଥିଲେ । ଗୋଟେ ସମୟ ଏମିତିଥିଲା ଆମେରିକା ଯାଇ ପାଠପଢିବା ପାଇଁ ଜାହାଜ ଟିକେଟ ପାଇଁ ପଇସା ନଥିଲା ,ତାଙ୍କ ବାପାଙ୍କ ବର୍ଷର ସବୁ ଦରମା ଦେବାକୁ ପଡିଥିଲା ।

ଗୁଗୁଲ CEO ଙ୍କ ପସନ୍ଦ
ସୁନ୍ଦର ପିଚାଇ ଛାତ୍ର ମାନଙ୍କୁ ଉତ୍ସାହିତ କରି କହିଲେ ଅସୁବିଧା ସମୟରେ ଆଶା କରିବା ଟିକେ କଠିନ ଅଟେ , କିନ୍ତୁ ଜିତିବେ ଆପଣ ହିଁ । ବିତିଯାଇଥିବା ଦିନ ମନେ ପକାଇ ପିଚାଇ କହିଲେ କି ‘ ମୋର ଆମେରିକାରେ ରହି ପାଠ ପଢିବା ସହଜ ନଥିଲା, ସେହି ସମୟରେ ଘର ଲୋକଙ୍କ ସହିତ କଥା ହେବ ବହୁତ ମହଙ୍ଗା ଥିଲା । ଯାହାକି ୧୦ ବର୍ଷ ପର୍ଯ୍ୟନ୍ତ ଆମ ଘରେ ଫୋନ ନଥିଲା, ଷ୍ଟେନଫୋଡ ରେ ପଢିବା ପାଇଁ ଆମେରିକା ଆସିବା ପର୍ଯ୍ୟନ୍ତ କମ୍ପୁଟର ବି ନଥିଲା, ଏମିତିବି ଟେଲିଭିଜନ ରେ ଗୋଟେ ଚ୍ୟାନେଲ ଆସୁଥିଲା ‘।

କୋରନା ସଙ୍କଟ କୁ ମନେ ପକାଇ କହିଥିଲେ କି ଗୁଗୁଲ CEO କହିଥିଲେ କି ୧୯୨୦ ମହାମାରୀ ସମୟରେ ସେ ସ୍ନାତକ କରିଥିଲେ । ୧୯୭୦ ର ଭିୟତନାମ ଯୁଧ୍ୟ ବି ହରେଈ ପାରିନଥିଲା । ଆମକୁ ଇତିହାସର ଏହି ଘଟଣାଠୁ ବହୁତ କିଛି ଶିଖିବା ଦରକାର । ଓ ଆଶା ଭରସା କେବି ଛାଡିବା କଥା ନୁହେଁ । ଏହି ଲ୍ଲାଇବ ଷ୍ଟିମ୍ମିଙ୍ଗ ରେ ବହୁତ ବଡ ବଡ ଲୋକ ଥିଲେ, ସେଥିରେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରକ ଓବାମା ଓ ତାଙ୍କ ସ୍ତ୍ରୀ ମିଶେଲ ଓବାମା ନାମ ଥିଲା ।

ବର୍ଷ ୧୯୭୨ ରେ ଚେନାଇ ରେ ଜନ୍ମ । ପିତା ବ୍ରିଟିଶ କମ୍ପାନୀ ରେ ଜିଇସି ରେ ଇଂଜିନିୟର ଥିଲେ । ୧୭ ବର୍ଷା ବୟସରେ ଆଇ ଆଇ ଟି ର ପ୍ରବେଶ ପରୀକ୍ଷା ପାସ କରିଥିଲେ, ଖାଦକ ପୁର ରେ ନିଜ ଇଞ୍ଜିନିୟରିଙ୍ଗ ପଢା ୧୯୮୯-୯୩)ସମୟରେ ପୁରା କରିଥିଲେ । ଫାଇନାଲ ଏଗଜାମ ରେ ସେ ଟପ କରିଥିଲେ । ରଜତ ପଦକ ହାସିଲ କରିଥିଲେ । ଆଇ ଆଇ ଟି ରେ ପଢା ଶେଷ କରିବା ପରେ ସେ ଷ୍ଟେନଫର୍ଡ ବିଶ୍ୱବିଦ୍ୟାଳୟ ଯାଇଥିଲେ । ୧୫ ବର୍ଷ ହେଲାଣି ଗୁଗୁଲରେ କାମ କରୁଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।