ଆମେରିକା ରେ ଗୋଟେ କପଲକୁ ଘର କିଣିବା ଦୁସ୍ଵପ୍ନରେ ବଦଳି ଗଲା- ଯେତେବେଳେ ୧୫୦ ସାପ କଲେ ସ୍ଵାଗତ

ନୂଆ ଘର କିଣିବା ଆଗରୁ ସମସ୍ତେ ଘର ବିଷୟରେ ଓ ଘରକୁ ଭଲ ଭାବରେ ଦେଖି ବୁଝି ନିଅନ୍ତି ଯାହା ଦ୍ଵାରା ସିଫ୍ଟ କଲା ପରେ କୌଣସି ପ୍ରକାର ଅସୁବିଧା ନହେଉ । କିନ୍ତୁ ଆମେରିକା ରେ ଗୋଟେ ଦମ୍ପତି ପାଇଁ ଘର କିଣିବା କୌଣସି ଖରାପ ସପନ ଭଳି ସାବିତ ହୋଇଛି । ଆମେରିକା ର କୋଲୋରାଡୋ ଜାଗା ରେ ଏହି ଦମ୍ପତି ଗୋଟେ ଘର କିଣି ଥିଲେ କିନ୍ତୁ ଝଟକା ସେତେବେଳେ ଲାଗିଲା ଯେତେବେଳେ ସେହି ଘରୁ ବିଷାକ୍ତ ସାପ ବାହାରିବା ଆରମ୍ଭ କଲେ ।

ଯେତେବେଳେ ଦମ୍ପତି ଘରେ ପଶିଲେ ବଡ ବଡ ବିଷାକ୍ତ ସାପ ତାଙ୍କର ସ୍ଵାଗତ କଲେ ଏକା ଥର ୧୫୦ଟି ବିଷାକ୍ତ ସାପ ଘରୁ ବାହାରିବାର ଦେଖି ଦମ୍ପତ୍ତି ନିଶ୍ଵାସ ଅଟକି ଗଲା ।

ଶାୟନନ ମୈକଫୈଡେନ ଓ ରାୟସ ରାବିନ୍ସ ରଶମୋର ସ୍ଟ୍ରୀଟ ରେ ଗୋଟେ ଘର କିଣିଥିଲେ । ଏହି କପଲ କେବେ ଭାବି ନଥିବେ ଯେ ଏତେ ଆଶା ରେ କିନା ହୋଇଥିବା ତାଙ୍କ ସପନ ଘରେ ବିଷାକ୍ତ ସାପ ଥିବେ । ତାଙ୍କ ଦିନ ଏହି ଘରେ ଭଲ ରେ ଚାଲୁଥିଲା କିନ୍ତୁ ହଟାତ ଗୋଟେ ଦିନ ତାଙ୍କୁ ଜଣା ପଡିଲା ଯେ ଡେକ ପଛରେ ସାପ ଅଛନ୍ତି । କପଲକୁ ପ୍ରତି ଦିନ ଘର ଅଲଗା ଅଲଗା ଜାଗାରୁ ସାପ ଦେଖା ଯିବା ଆରମ୍ଭ ହୋଇ ଗଲେ ଯେତେବେଳେ ଘର ଭିତରେ ସାପ ଦେଖା ଯିବା ଆରମ୍ଭ ହେଲେ ଏହା ପରେ ଦମ୍ପତ୍ତି ପେଷ୍ଟ କଣ୍ଟ୍ରୋଲ ମାନଙ୍କ ସାହାଜ୍ଯ ନେଲେ ।

ଯେତେବେଲେ ପେଷ୍ଟ କଣ୍ଟ୍ରୋଲ ଲୋକ ସାପ ଧରିବା ଆରମ୍ଭ କଲେ ତେବେ ସାପ ସଂଖ୍ୟା ୧୫୦ ପଳେଇଲା ଏତେ ସାପ ନିଜ ଘରେ ଦେଖି ଦମ୍ପତ୍ତି ମୁଣ୍ଡ କାମ କଲା ନାହିଁ । ପେଷ୍ଟ କଣ୍ଟ୍ରୋଲ ଲୋକ ସାପ ଧ୍ୟାନ ସହ ଧରିଲେ ଓ ତାଙ୍କୁ ନେଇ ଜଙ୍ଗଲ ରେ ଛାଡି ଦେଲେ । ଏହି ସାପ ଗୁଡିକ ୩୦ ଅଲଗା ଅଲଗା ପ୍ରଜାତି ର ଥିଲେ ଓ ଗୋଟେ ଜାଗା ରେ ରହୁଥିଲେ । ସାପ ଧରିବା ପାଇଁ ଦମ୍ପତ୍ତି ୮ ହଜାର ଡଲାର ଖର୍ଚ ହେଲା ।

ଯଦି ଆପଣ ମଧ୍ୟ ଏହି ପରିସ୍ଥିରେ ଥାନ୍ତେ ତେବେ ଆପଣ କଣ କରି ଥାନ୍ତେ ନିଶ୍ଚୟ କମେଣ୍ଟ କରି ଜଣେଇବେ । ଆଗକୁ ଆମ ସହ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ  ।

Leave a Reply

Your email address will not be published. Required fields are marked *