ଭରତ ଇତିହାସର ଟପ ୫ ସବୁଠାରୁ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ, ନମ୍ବର ୧ତ ଭାରତର ନକ୍ସାହିଁ ବଦଳାଇ ଦେଲେ

ଭାରତର ଏହି ପ୍ରଧାନ ମନ୍ତ୍ରୀ ମାନେ ଭାରତର ନକ୍ସା ବଦଳାଇ ରାଖୀ ଦେଇଛନ୍ତି । ଆଜି ଆମେ ସେଇ ମାନାଙ୍କ ବିଷୟରେ କହିବୁ ଯେଉଁ ମାନେ ଭାରତର ପ୍ରଧାନ ମନ୍ତ୍ରୀ ରହି ଅରିଛନ୍ତି ଓ ଦେଶ ପାଇଁ କଣ କଣ କରିଛନ୍ତି  । ତେବେ ଆପଣ ମାନେ ତ ସମସ୍ତଙ୍କୁ ଜାଣିଥିବେ ଓ ସେମାନେ କଣ ସବୁ କରିଛନ୍ତି ସେ ବିଷୟରେ ବି ଆପଣ ଅବଗତ ଥିବେ, ତଥାପି ଆମେ ଆପଣଙ୍କୁ ଆଜି ଆଉ ଠାରେ ସେହି ପୁରୁଣା କଥା ମାନେ ପକାଇ ଦେବାକୁ ଚାହୁଁଛୁ ।

୫ -ନରେନ୍ଦ୍ର ମୋଦୀ

ନରେନ୍ଦ୍ର ମୋଦୀ ଭରତ ଲଗାତାର ଦୁଇଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ସେ ନିଜର କ୍ଷମତା ରେ ୩ ତଲାକ ,ରାମ ମନ୍ଦିର ,ଧାରା ୩୭୦ ଏବଂ ଏନଆରସି ,ସିସିଏ ଭଳି କେତେକ ବଗ କାର୍ଯ୍ୟକୁ କରିବାରେ ଏକ ମୁଖ୍ୟ ଭୂମିକା ନିଭାଇଛନ୍ତି । ବର୍ତମାନ ସମୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ପ୍ରଥମ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଜଣେ ଯିଏ କେନ୍ଦ୍ରସରକାର ରେ ନିଜର ପୂର୍ଣମତ ପ୍ରମାଣ କରିଛନ୍ତି ।

୪ -ଅଟଳ ବିହାରୀ ବାଜପେୟୀ

ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଥମ ଏମିତି ପ୍ରଧାନମନ୍ତ୍ରୀ ଥିଲେ ଯିଏ ଭାରତର ଇହିତାସ ତିଆରି କରି ରଖିଦେଲେ । ବାଜପେୟୀ କାରଗିଲ ଯୁଦ୍ଧରେ ଏକ ମୁଖ୍ୟ ଭୂମିକା ନିଭାଇ ଥିଲେ ଏବଂ ଭାରତର ବୀର ଯୋଦ୍ଧାଙ୍କୁ ଖୋଲାରେ ଶତ୍ରୁମାନଙ୍କ ସହିତ ଲଢିବା ପାଇଁ ଛାଡିଦେଲେ । ସେ ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କର ପାର୍ଟି ‘ଭାରତୀୟ ଜନତା ପାର୍ଟି’ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନ ଭାରତକୁ ଉଚାକୁ ନେଇ ଯାଉଛି ।

୩-ରାଜୀବ ଗାନ୍ଧୀ

ରାଜୀବ ଗାନ୍ଧୀ ଭାରତକୁ ସେହି ଉଚତା ଦେଇଛନ୍ତି ଯାହାର କଳ୍ପନା ଆମେ କେବେ ବି କରିପାରିବା ନାହିଁ । ରାଜୀବ ଗାନ୍ଧୀ ଆଜିର ଭାରତକୁ ତିଆରି କରିବା ପାଇଁ ନିଜ ଜୀବନର ଶେଷ ସମୟକୁ ବି ଭରତମାତା ର କୋଳରେ ପକାଇ ଦେଇଥିଲେ । ଭାରତର ଆଇଟି ଏବଂ ସଂଚାର କ୍ରାନ୍ତି କୁ ଗତି ଦେବା ପାଇଁ ରାଜୀବ ଗାନ୍ଧୀଙ୍କର ମୁଖ୍ୟ ଭୂମିକା ଅଟେ । ତାଙ୍କର କେତେକ ବଡ କାର୍ଯ୍ୟ ଅଛି ଯେମିତି କି -ପଞ୍ଚାୟତି ରାଜ ,ଖୋଲା ବଜାର ,କମ୍ପ୍ୟୁଟର ଏବଂ ଆର୍ଥିକ ସ୍ଥିତିକୁ ଠିକ ରାସ୍ତା ଦେବା ।

୨ -ଜବାହାରଲାଲ ନେହରୂ

ଜବାହାରଲାଲ ନେହରୂ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ କେତେକ ବଡ ଭୁଲ ନିସ୍ପତି ନେଇଥିଲେ ଯେଉଁଥିରେ କାଶ୍ମୀରର ମୁଦ୍ରା ସବୁଠାରୁ ବଡ ସମସ୍ୟା ରହିଲା । କିନ୍ତୁ ଜବାହାରଲାଲ ନେହରୂ ଶିକ୍ଷା ବିଭାଗରେ ବହୁତ ମୁଖ୍ୟ ଯୋଗଦାନ ଦେଇଛନ୍ତି ଯେମିତି କି ଉଚଶିକ୍ଷା ର ବିଶ୍ଵସ୍ତରୀୟ ସଂସ୍ଥାନ ,ଆମର ଅନ୍ତରିକ୍ଷ କାର୍ଯ୍ୟକ୍ରମ ଏବଂ ଇଂରାଜିର ବ୍ୟାପକ ଉପଯୋଗ ।

୧ -ଇନ୍ଦିରା ଗାନ୍ଧୀ

ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଭାରତକୁ ଅନେକ ସ୍ଥାନରେ ବିଜୟ ପ୍ରାପ୍ତ କରାଇଛନ୍ତି ,ଶ୍ରୀ ଅଟଳ ବିହାରୀ ବାଜପେୟୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକ୍ରମକୁ ଦେଖି ତାଙ୍କୁ ‘ଭାରତର ଆଇରନ ଲେଡି’କହିଥିଲେ । ସେ ଭାରତର ପ୍ରଧାନମନ୍ତ୍ରୀ ରହିବା ସମୟରେ ଭାରତ ପାଇଁ ନିମ୍ନ ସ୍ତରରେ ଯୋଗଦାନ ଦେଇଥିଲେ ଯେମିତି

ଆପାତକାଳ ଲାଗୁ କଲେ ।

ଅପରେସନ ବ୍ଲୂ ଷ୍ଟାର ।

ଭାରତର ପ୍ରଥମ ପରମାଣୁ ପରୀକ୍ଷଣ ।

ଭାରତ -ପାକ ଯୁଦ୍ଧ ଏବଂ ବାଂଲାଦେଶ ର ନିର୍ମାଣ ।

ଗରିବ ହଟାଅ ଯୋଜନା ।

Leave a Reply

Your email address will not be published. Required fields are marked *