ଏସିଡିଟିର ଘରୋଇ ଉପାୟରେ ଅମୌଘ ଅଟେ ଏହି 5ଟି ଜିନିଷ, ଶୀଘ୍ର ମିଳିବ ଆରାମ ଓ ପେଟ ଗ୍ୟାସରୁ ମିଳିବ ତୁରନ୍ତ ମୁକ୍ତି

ଏସିଡିଟିର ତୁରନ୍ତ ଚିକିତ୍ସା ପାଇଁ କିଛି ଘରେଇ ଉପଚାର ବ୍ୟବହାର କରି ପାରିବେ । ପେଟ ଗ୍ୟାସ ହେଲେ ଯନ୍ତ୍ରଣା ହୋଇଥାଏ, ଏହି ସମସ୍ୟାରୁ ମୁକ୍ତି ପାଇଁ ଏହାର ଆୟୁର୍ବେଦିକ ଉପଚାର ମଧ୍ୟ କରିପାରିବେ । ଏଥିରୁ ଆରାମ ପାଇବା ପାଇଁ ବହୁତ କିଛି ଉପାୟ ଥିଲେ ମଧ୍ୟ ଏମିତି ଏକ ଉପାୟ ଜଣେଇବାକୁ ଚାହୁଁଛି, ଯାହା ଏହାର ରାମବାଣ ପରି କାମ କରିବ । ଏସବୁ ଜିନିଷ ଖାଇବା ଏହାର ସବୁଠୁ ସହଜ ଉପାୟ ।

ଏସିଡିଟିରେ କଣ ଖାଇବେ ଓ କଣ ନଖାଇବେ

Image Courtesy: Google

ଘରେଇ ଉପଚାର ଓଷଧି ରୂପରେ ଅଜବାଇନ କୁ ପ୍ରୟୋଗ କଲେ ପେଟ ଯନ୍ତ୍ରଣା ଓ ପେଟ ଗ୍ୟାସରୁ ଆରମ ଦେଇଥାଏ । ଏହି ଉପାୟରେ କରନ୍ତୁ ଏସିଡିଟି କଣ୍ଟ୍ରୋଲ ।

ତୁଳସୀ:

ଏସିଡିଟି ସମସ୍ୟା ହେଲେ ତୁଳସୀ ପତ୍ର ଚୋବେଇ ଖାଆନ୍ତୁ ବା ପାଣିରେ ଫୁଟାଇ ସେ ପାଣି ପିଅନ୍ତୁ ।

ଡାଲଚିନି:

ଏସିଡିଟି ଓ କବ୍ଜସମସ୍ୟା ହେଲେ ଡାଲଚିନିକୁ କପ ପାଣିରେ ଅଧା ଚାମଚ ପକାଇ ଫୁଟାନ୍ତୁ । ତାପରେ ଥଣ୍ଡା ହେଲେ 5 ରୁ 6 ଥର ପିଅନ୍ତୁ ।

Image Courtesy: Google

ଘୋଳଦହି:

ଏଥିରେ ଲକ୍ଟିକ ଅମ୍ଳ ଥାଏ । ଏଥିରେ ଗୋଲମରିଚ ଓ ଧନିଆ ପତ୍ର ମିଶାଇ ପିଅନ୍ତୁ ।

ଲବଙ୍ଗ:

ଏସିଡିଟି ହେଲେ ପେଟରେ ଜଳାପୋଡା ହୁଏ । ଏଥିରୁ ଆରାମ ପାଇବା ପାଇଁ ଲବଙ୍ଗ ଚୋବେଇ ଖାଆନ୍ତୁ ।

କ୍ଷୀର:

ଗ୍ୟାଷ୍ଟିକ ଏସିଡକୁ ବାଲାନ୍ସ ରଖିବାରେ କ୍ଷୀର ସାହାର୍ଯ୍ୟ କରେ । ତେଣୁ କ୍ଷୀର ପିଇବା ଲାଭଦାୟକ ଅଟେ ।

Image Courtesy: Google

କବ୍ଜ ହେଲେ ଏସିଡିଟି:

ଏସିଡିଟି ସେବେ ହୁଏ ଯେବେ ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ ନାମକ ଅମ୍ଳ ଖାଦ୍ୟ କୁ ଭାଙ୍ଗି ପାରେନି, ପେଟରେ ଅମ୍ଳ ର ମାତ୍ରା ଅଧିକ ବଢିଯାଏ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *