ଏହି ବୟସରେ ମଧ୍ୟ ନିଜକୁ ଏମିତି ଫିଟ ରଖୁଛନ୍ତି ଅମିତାଭ ବଚ୍ଚନ- ଜାଣନ୍ତୁ ତାଙ୍କ ଫିଟନେସ୍ ର ରାଜ୍

ଅମିତାଭ ବଚ୍ଚନଙ୍କ ଫିଟନେସ୍ ଦେଖି ଏହା ଭାବିପାରିବେ ଯେ ସେ ଜଣେ ନବଯୁବକ ଠାରୁ ବି ଅଧିକ ଫିଟ ଅଛନ୍ତି । ଗତ ଚାରି ପିଢିରୁ ଅମିତାଭ ବଚ୍ଚନ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ସମର୍ପିତ କରିଛନ୍ତି । ଏତେ ବଡ କଳାକାରଙ୍କ ପାଇଁ କେହି ବି ଆଶ୍ଚର୍ଯ୍ୟ କରନ୍ତି କି ଏହି ବୟସ ରେ ଏତେ ଫିଟ ଅମିତାଭ ସାର୍ କେମିତି ରହୁଛନ୍ତି । ଏତେ ରୋଗରେ ଗ୍ରସ୍ତ ଅଛନ୍ତି କିନ୍ତୁ ନିଜକୁ ତାଙ୍କଠୁ ଦୂରେଇକି ଏବଂ ଫିଟ ରହିବାରେ କୌଣସି ଭୁଲ କରନ୍ତିନୀ ।

ବାହାରୁ ସ୍ଵସ୍ଥ ଦେଖା ଯାଉ ଥିବା ଅମିତାଭ ବଚ୍ଚନଙ୍କୁ ବହୁତ ପ୍ରକାର ରୋଗ ଥିଲା ଯେମିତିକି ଟିବି, ଲିବର ସିରୋସିସ ଏବଂ ହେପାଟାଇଟିସ ବି କିନ୍ତୁ ସଠିକ ସମୟ ରେ ଚିକିତ୍ସା ଯୋଗୁ ଏବେ ସେ ସଂପୂର୍ଣ୍ଣ ସ୍ଵସ୍ଥ ଅଛନ୍ତି ।

ତାଙ୍କ ଲିଭର ୭୫% ଖରାପ ହୋଇ ସାରିଛି, ଏମିତି ସମୟ ରେ ନିଜକୁ ଫିଟ ରଖିବା ଆବଶ୍ୟକ ଅଟେ । ଅମିତାଭ ବଚ୍ଚନ ନିଜ ଜୀବନ ରେ କେବେ ବି ସିଗ୍ରେଟ, ମଦ ର କେବେ ବି ଉପଯୋଗ କରିନାହାନ୍ତି ଏହା ଛଡା ସେ କେବେ ଚା କୋଫି ଭଳି ଜିନିଷ ମଧ୍ୟ ପିଅନ୍ତି ନାହିଁ ।

ଗୋଟେ ଇଣ୍ଟରଭ୍ୟୁ ରେ ଅମିତାଭ ବଚ୍ଚନ କହିଲେ କି ସେ ସାତ ଆଠ ବର୍ଷ ହେଲା ଜିମ୍ ଯାଉଛନ୍ତି ଏବଂ ଏତେ ବର୍ଷରେ କେବେ ବି ଜିମ୍ ମିସ କରିନାହାନ୍ତି ଓ ଯଦି କେଉଁ କାରଣରୁ ସେ ଜିମ୍ ନଯାଇ ପାରନ୍ତି ତାହେଲେ ତାଙ୍କୁ ନିଜ ଉପରେ ରାଗ ଲାଗେ । ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ କି ଅମିତାଭ ବଚ୍ଚନ ପୂର୍ଣ ରୂପରେ ସାକାହାରି ଅଟନ୍ତି କିଛି ବର୍ଷ ପୂର୍ବରୁ ନିଜ ରୋଗ ପାଇଁ ଆମିଷ ଛାଡି ଦେଇଛନ୍ତି, ଏବେ ସେ କେବଳ ସିଝା ଓ ସନ୍ତୁଳିତ ଆହାର ସେବନ କରୁଛନ୍ତି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *