ଅଁଳା ନବମୀ ବ୍ରତ: ଏହି ବ୍ରତର ମାହାତ୍ମ୍ଯ ଜାଣି ବିଶ୍ଵାସ ହେବନି, ସନ୍ତାନ ପ୍ରାପ୍ତି ପାଇଁ ନିଶ୍ଚୟ ରଖନ୍ତୁ ଏହି ବ୍ରତ

କାର୍ତିକ ମାସରେ ଅଁଳା ନବମୀ ପାଳନ କରାଯାଏ । ଏମିତି ମାନ୍ୟତା ଅଛିକି ସେହି ଦିନ ଭଗବାନ ଗୋକୁଳ ଛାଡି ମଥୁରା ଯାଇଥିଲେ । ଏହି ଦିନ ମହିଳାମାନେ ଜଲ୍ଦି ଉଠିକି ଗାଧୋଇ  ସଫା କପଡା ପିନ୍ଧିକି ଅଁଳା ଗଛର ପୂଜା କରିଥାନ୍ତି । ଗଛରେ କ୍ଷୀର ଢାଳି ନାଲି ସୂତାରେ ଅଁଳା ଗଛର ୮ ଥର ନହେଲେ ୧୦୮ ଥର ପରିକ୍ରମା କରନ୍ତି । ସମସ୍ତେ ବସି କଥା ଶୁଣିଥାନ୍ତି ଓ ଗଛ ପାଖରେ ହିଁ ଭୋଜନ କରିଥାନ୍ତି । ଏମିତି କୁହାଯାଏକି ଅଁଳା ନବମୀ ବ୍ରତ ସନ୍ତାନ ପ୍ରାପ୍ତି ଓ ପରିବାରର ସୁଖଶାନ୍ତି ପାଇଁ କରାଯାଇଥାଏ । ଆସନ୍ତୁ ଜାଣିବା ଅଁଳା ନବମୀ ବିଷୟରେ ।

ଜଣେ ସେଠ ସେଠାଣି ଥିଲେ, ତାଙ୍କର ପାଞ୍ଚ ପୁଅ ଓ ପାଞ୍ଚ ବୋହୁ ଥିଲେ । ସେଠ ସେଠାଣି ବହୁତ ଧାର୍ମିକ ପ୍ରବୃତିର ଥିଲେ, ତାଙ୍କ ପାଖରେ ଏତେ ସୁନା ଚାନ୍ଦି, ଟଙ୍କା ପଇସା ଥିଲା ।ଧନ ଏତେ ଥିଲାଜେ ତାକୁ ରଖିବା ପାଇଁ ବହୁତ ଚାକର ଥିଲେ ତାକୁ ଗଣିବା ବଦଳରେ ଓଜନ କରି  ରଖୁଥିଲେ ।

ସେଠାଣିର ଗୋଟେ ନିୟମ ଥିଲା ସେ ପ୍ରତିଦିନ ପୂଜା କରି ସୁନାର ଅଁଳା ଦାନ କରୁଥିଲା । ତାପରେ ହିଁ ଭୋଜନ କରୁଥିଲେ । ଏହିଭଳି ସେଠ ସେଠାଣି ଆରମରେ ରହୁଥିଲେ । ଗୋଟେ ଦିନ ସେଠାଣିର ବୋହୁ ଭବିଲା ଯଦି ଶାଶୁ ମା ପ୍ରତିଦିନ ସୁନାର ଅଁଳା ଦାନ ଦେବେ କିଛି ଆଉ  ରହିବନି ଆମ ପାଖରେ । ଆଉ ସବୁ ବୋହୁମାନେ ମିଶିକି ଶାଶୁଙ୍କୁ କହିଲେ ସେନା ଅଁଳା ଜାଗାରେ ଗୋଟେ ସାଦା ଅଁଳା ଦାନ କରନ୍ତୁ ଓ ଭୋଜନ ଗ୍ରହଣ କରନ୍ତୁ । ସେଠାଣି ତାଙ୍କ କଥା ମାନିଗଲେ ଓ ପ୍ରତିଦିନ ସାଦା ଅଁଳା ଦାନ କଲେ ।

କିଛିଦିନ ପରେ ସେଠାଣିଙ୍କ ବୋହୁ ମାନଙ୍କୁ ସାଦା ଅଁଳା ଦାନ ମଧ୍ୟ ଭଲ ଲାଗିଲା ନହିଁ, ସେ ଶାଶୁଙ୍କୁ ଅଁଳା ଦାନ କରିବାକୁ ମନା କଲେ । ସେଠ ଓ ସେଠାଣି ବହୁତ ଦୁଃଖୀ ହୋଇଗଲେ ଓ ସେ ନିଜ ଘର ଛାଡି ପଳାଇଗଲେ । ସେଠ ଓ ସେଠାଣି ଚାଲି ଚାଲି ଜଙ୍ଗଲରେ ପହଞ୍ଚି ଗଲେ ଆଉ ସେହି ଦିନ ସେଠାଣି ଅଁଳା ଦାନ କରିନଥିଲେ ଯେଉଁ କାରଣରୁ ସେ ଖାଦ୍ୟ ମଧ୍ୟ ଖାଇ ନଥିଲେ । ଜଙ୍ଗଲରେ ଚାଲି ଚାଲି ରାତି ହୋଇଗଲା । ସେଠ ଓ ସେଠାଣି ଗୋଟେ ଗଛ ମୂଳରେ ସୋଇଗଲେ, ସକାଳୁ ଉଠିକି ସେ ଦେଖିଲେ, ଯେଉଁଠି ସେ ସୋଇଥିଲେ ସେଠାରେ ଭଗବାନଙ୍କ ଆଶୀର୍ବାଦରୁ  ସୁନାର ଅଁଳା ଗଛ ହୋଇଛି ।

ସେଠାଣି ସେଇ ଅଁଳା ଗଛରୁ ଗୋଟେ ଅଁଳା ଛିଡେଇ ଦାନ କଲେ ଓ ଖାଦ୍ୟ ଖାଇଲେ । ସେଠାରେ ହିଁ ଘର ବନେଇ ରହିବାକୁ ଲାଗିଲେ । ଧୀରେ ଧୀରେ ସେଠଙ୍କ ବେପାର ବଢିବାକୁ ଲାଗିଲା ପୁଣି ଟଙ୍କା ପାଖକୁ ବହୁତ ଧନ ସମ୍ପତି ଆସିଗଲା । ସେଠାଣି ପ୍ରତିଦିନ ପୁଣି ସୁନାର ଅଁଳା ଦାନ କରିବାକୁ ଲାଗିଲେ । ସେଠାରେ ସେଠ ସେଠାଣି ଟଙ୍କା ଘରୁ ଗଲା ପରେ ପୁଅ ବୋହୁ ମଧ୍ୟରେ ଝଗଡା ହେବାକୁ ଲାଗିଲେ । ସେହି କାରଣରୁ ଟଙ୍କା ବ୍ୟାପାରରେ ଘାଟା ହେବାକୁ ଲାଗିଲା । ସବୁ ପୁଞ୍ଜି ଶେସ ହୋଇଗଲା । ତାଙ୍କୁ ମୁଲ ଲାଗିବା ପାଇଁ ଘର ଛାଡିବାକୁ ପଡିଥିଲା, ଶେ ବୁଲୁ ବୁଲୁ କାମ ଖୋଜି ଖୋଜି ସେଠାରେ ପହଞ୍ଚି ଗଲେ ଯେଉଁଠି ସେଠ ଓ ସେଠାଣି ରହୁଥିଲେ ।

ସେଠାରେ  ସେଠାଣି ଅଁଳା ସୁନାର ଦାନ କରୁଛନ୍ତି ବୋଲି ଜାଣିଲେ, ସେ ଭାବିଲେ ସେ ଆମ ବାପା ମାତ ନହଁନ୍ତି ।  ପୁଣି ଭାବିଲେ ମୋ ବାପା ମାନଙ୍କ ପାଖରେତ କିଛି ନଥିଲା, ଶେ କେମିତି ହୋଇପାରିବେ । ଗୋଟେ ଦିନ ସେ ସେଠଙ୍କୁ ଦେଖିଦେଇ ତାଙ୍କ ପାଖକୁ ଗଲେ  ଓ ତାଙ୍କୁ ଭୁଲ ମାଗିଲେ । ଆମେ ପଇସା ଲୋଭରେ ଅନ୍ଧ ହୋଇଥିଲୁ ଓ ଆମେ ଆପଣଙ୍କୁ ଘରୁ ତଡିଦେଇଥିଲୁ । ସେଇ ଘରେ ସବୁ କିଛି ଆପଣଙ୍କର ହିଁ କମାଇ ଥିଲା । ସେଠଜି ତାଙ୍କର ସବୁ ପୁଅଙ୍କୁ କ୍ଷମା କରିଦେଲେ ଓ ସେଠଜି ଓ ସେଠାଣି ମିଶି ସବୁ ପୁଅ ବୋହୁଙ୍କ ସହିତ ରହିବାଲୁ ଲାଗିଲେ । ଆମେ ଆଶା କରୁଛୁ ଅଁଳା ନବମୀର ଏହି କଥା ଆପଣଙ୍କୁ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *