ବଲିଉଡର ଖତରନାକ ଭିଲିୟାନ ଅମରେଶ ପୁରିଙ୍କ ଝିଅ ଦେଖିବାକୁ ଏହିଭଳି – ଏବେ ସୋସିୟାଲ ମିଡିଆରେ ତାଙ୍କ ଫୋଟୋ ହେଉଛି ଭାଇରାଲ

ହେଲ୍ଲୋ ଫ୍ରେଣ୍ଡ୍ସ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବଲୀଉଡ ଷ୍ଟାର କିଡ୍ସ ମାନଙ୍କ କଥା ତ ଆପଣ ମାନେ ଜାଣିଥିବେ । ଆଜିକାଲି ମିଡିଆ ବାଲା କେବଳ ଏହି ଷ୍ଟାର କିଡ ମାନଙ୍କ ଲାଇଫ ଷ୍ଟାଇଲ ବିଷୟରେ ବହୁତ ଖବର ଦେଖାଉଛନ୍ତି । ସୈଫ ଅଲ୍ଲୀ ଖାନଙ୍କ ପୁଅ ତାଇମୁର ହେଉ କି ଶାହରୁଖଙ୍କ ପୁଅ ଅବରାମ ଏମାନେ ସବୁବେଳେ ଲାଇମ ଲାଇଟରେ ରହିବାର ଆପଣମାନେ ଦେଖିଥିବେ । ତେବେ ଆଜି ଆମେ ସେହିଭଳି ଏକ ଷ୍ଟାର କିଡ଼ଙ୍କ ବିଷୟରେ କହିବୁ ଯାହା ଏବେ ବହୁତ ଚର୍ଚ୍ଚାର ବିଷୟ ହୋଇଛି । ଆପଣ ସମସ୍ତଙ୍କ ପ୍ରିୟ ଅମରେଶ ପୁରୀ ଯିଏ କି ସିନେ ଜଗତର ଏକ ନମିଦାମି ଅଭିନେତା । ଯିଏ ନିଜର ମୁଗାମ୍ବୋ ରୋଲ ପାଇଁ ବହୁତ ଫେମସ ଅଟନ୍ତି ।

ତେବେ ଆଜି ଆମେ ତାଙ୍କ ବିଷୟରେ ନୁହେଁ ବରଂ ତାଙ୍କ ଝିଅ ବିଷୟରେ ଆପଣ ମାନଙ୍କୁ କିଛି କହିବାକୁ ଯାଉଛୁ । ତାଙ୍କ ଝିଅର ନାମ ହେଲା ନମ୍ରତା ପୁରୀ । ସେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର କେବଳ ସେତିକି ନୁହେଁ ବରଂ ଏହା ସହିତ ସେ ଜଣେ କଷ୍ଟ୍ୟୁମ୍ ଡିଜାଇନର ମଧ୍ୟ ଅଟନ୍ତି । ବ୍ୟବସାୟୀ ଶିରୀଷ ଭଗଓ୍ବେଙ୍କ ସହ ତାଙ୍କର ବିବାହ ମଧ୍ୟ ହୋଇସାରିଛି । ସେ ତାଙ୍କ ଇନଷ୍ଟାଗରାମ ପ୍ରୋଫାଇଲରେ ନିଜର ଡିଜାଇନର ପୋଷାକର ବହୁତ ଫୋଟୋ ପୋଷ୍ଟ କରନ୍ତି । ଆଜି ଅମରେଶ ପୁରୀ ସିନା ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୀତ ଫିଲ୍ମ ଦେଖିଲେ ଏବେବି ତାଙ୍କ ସ୍ମୃତି ତାଜା ହୋଇଯାଏ ।

ତାଙ୍କ ଭଳି ଜଣେ ଦିଗଜ କଳାକାର ବଲୀଉଡରେ ଥିବା ହେଉଛି ଏକ ଗାର୍ବର କଥା । ସେ ବଲିଉଡରେ ଖଳନାୟକ ଭାବରେ ଖୁବ ପରିଚିତ । ତାଙ୍କର ଡାଇଲଗ୍ ‘ମୋଗାମ୍ବୋ ଖୁଶ ହୁଆ’ ଆଜି ବି ଲୋକମାନଙ୍କ ମୁହଁରୁ ଢୁଣିବାକୁ ମିଳେ । ତାଙ୍କ ଝିଅ କିନ୍ତୁ ଅଭିନୟ ଠାରୁ ସବୁବେଳେ ଦୂରରେ ରୁହନ୍ତି । ସେ ତାଙ୍କ ଜୀବନରେ ବହୁତ ଖୁସି ଅଛନ୍ତି । ସେ କୁହନ୍ତି ” ମୁଁ ମୋ ବାପାଙ୍କ ପାଇଁ ବହୁତ ଗର୍ବ ଅନୁଭବ କରେ, ଆଉ ନିଜକୁ ମଧ୍ୟ ଖୁସିଲାଗେ କି ମୁଁ ଏକ ଏତେ ବଡ ଦିଗଜ କଳାକାରଙ୍କର ଝିଅ ଅଟେ” ଯେଉଁ ଲୋକ ପାଇଁ ସାରା ବଲୀଉଡ ଗର୍ବିତ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *