ପ୍ରତ୍ୟକ ଦିନ ନାଭିରେ ମଦର ଦୁଇ ବୁନ୍ଦା ଲଗାନ୍ତୁ, ଦେଖିବେ ଏହି ସବୁ ରୋଗରୁ ମିଳିବ ମୁକ୍ତି – ନିଶ୍ଚୟ ଜାଣନ୍ତୁ

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

ଫ୍ରେଣ୍ଡ୍ସ ଆଜି ଆମେ ଆପଣଙ୍କୁ ଏକ ଏଭଳି ଉପାୟ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇଯିବେ କି ଏହା କେମିତି ସମ୍ଭବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମଦ ଆମ ପାଇଁ ଯେତିକି କ୍ଷତିକାରକ ସେତିକି ଲାଭ ଦାଯକ ମଧ୍ୟ । ଆପଣ ସମସ୍ତେ ଜାଣିଥିବେ ମଦ ପିଇବା ଦ୍ଵାରା ବ୍ୟକ୍ତିର ଲିଭର କିଡନୀ ଆଦି ଖରାପ ହୋଇଯାଏ ଓ ଧୀରେ ଧୀରେ ନାନା ପ୍ରକାରର ରୋଗ ବାହାରିଥାଏ ଏବଂ ଶେଷରେ ବ୍ଯକ୍ତିର ମୃତ୍ୟୁ ମଧ୍ୟ । କିନ୍ତୁ ଆଜିକାଲି ମଦ ଏକ  ଫ୍ୟାସନ ହୋଇଗଲାଣି । ଲୋକେ ଭାବୁଛନ୍ତି ଯଦି ସେମାନେ ନ ପିଇବେ ତେବେ ଅନ୍ୟ ଲୋକମାନେ ତାଙ୍କର ମଜାକ ବନେଇବେ । ସେଥିପାଇଁ ଅନ୍ୟମାନଙ୍କ ଆଗରେ ଷ୍ଟିଲ ମାରିବାକୁ ଯାଇ ମଧ୍ୟ ଅନେକ ଲୋକ ଏହି ଆଲ୍କୋହଲର ସେବନ କରିଥାନ୍ତି ।

ମଦ ଶରୀର ପାଇଁ ଯେତେ କ୍ଷତିକାରକ ହେଲେ ମଧ୍ୟ କିଛି ଲୋକ ଏମିତି ଅଭ୍ୟସ କରି ନେଇଛନ୍ତି ଯେ ସେ ଏହି ନିଶାକୁ ଛାଡି ରହିପାରୁ ନାହାନ୍ତି । କିନ୍ତୁ ଆଜି ଆମେ ଏହାର ସେବନ ବିଷୟରେ ନୁହେଁ ବରଂ ଏହାର କିଛି ବୁନ୍ଦା ନାଭିରେ ପକାଇଲେ କିକି ଫାଇଦା ଆମେ ପାଇପାରିବା ସେ ବିଷୟରେ ଆଲୋଚନା କରିବା । ନାମଭିରେ ମଦ ଲଗାଇଲେ ଅନେକ ରୋଗରୁ ମୁକ୍ତି ମିଳେ । ଯଦି ଆପଣଙ୍କର କାଶ, ଥଣ୍ଡା, ଜ୍ବର, ମାଂସପେଶିରେ ଯନ୍ତ୍ରଣା ବା ଫ୍ଲୁ ଓ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦିଏ ତେବେ ନାଭିରେ ଟିକେ ମଦ ଲଗାଇ ଦିଅନ୍ତୁ ଦେଖିବେ ଏହା ସଙ୍ଗେ ସଙ୍ଗେ ଭଲ ହୋଇଯିବ ।

ଯଦି ଆପଣଙ୍କର ପେଟରେ ଯନ୍ତ୍ରଣା ହେଉଛି ତେବେ ଶୋଇବା ସମୟରେ ନାଭିରେ ମଦ ଲଗାଇ ଶୋଇଲେ ଏହା ଧୀରେ ଧୀରେ କମିଯାଏ ଓ ଆପଣଙ୍କୁ ଆରମ ମିଳିବ । ପ୍ରତ୍ୟକଦିନ ରାତିରେ ନାଭିରେ ମଦ ଲଗାଇ ଶୋଇଲେ ଗୋଇଠି ଫାଟେ ନାହିଁ । କେବଳ ଏତିକି ନୁହେଁ ଏହା ଦ୍ଵାରା ଆଖି ମଧ୍ୟ ଥଣ୍ଡା ରୁହେ ଏବଂ ଆଖି ଜନିତ ସମସ୍ତ ସମସ୍ୟା ଦୂର ହୋଇଯାଏ । ତେବେ ଏହାକୁ ଲଗାଇବାର ତାରିକା ହେଲା – ଗୋଟେ ଛୋଟ ତୁଳା ନେଇ ତାକୁ ମଦରେ ଭିଜୟ ଦିଅନ୍ତୁ । ଏହା ପରେ ୧୦-୧୫ ମିନିଟ ପର୍ଯ୍ୟନ୍ତ ସେହି ତୁଳାକୁ ନାଭିରେ ରଖନ୍ତୁ । କିନ୍ତୁ ଯଦି ଆପଣଙ୍କ ନାଭି ପାଖରେ କୌଣସି ଆଘାତ ଲଗାଇଥିବ ବା ଖଣ୍ଡିଆ ହୋଇଥିବ ତେବେ ମଦ ଲଗାନ୍ତୁ ନାହିଁ । ଯଦି ଆପଣ ମଦକୁ ପସନ୍ଦ କରନ୍ତି ନାହିଁ ବା ତାର ଗନ୍ଧ ଆପଣଙ୍କୁ ପସନ୍ଦ ନୁହେଁ ତେବେ ଆପଣ ଏହି ଉପାୟ ନ କରିଲେ ବି ଚଳିବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Related Posts

About The Author

Add Comment