ଅଣ୍ଡା ଖାଉଥିବା ଲୋକମାନେ ନିଶ୍ଚିନ୍ତ ଦେଖନ୍ତୁ 

ପ୍ରାୟତଃ ଅଣ୍ଡା ସେବନ ସବୁ ପ୍ରକାର ପ୍ରୋଟିନ ପାଇଁ କରାଯାଏ, ଅଣ୍ଡା ଲାଭକାରୀ ଗୁଣ ବିଷୟରେ ଆପଣ ସମସ୍ତେ ଜାଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଅଣ୍ଡା ଚୋପାରେ ଥିବା ପୋଷାକ ତତ୍ଵ ବିଷୟରେ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଅଣ୍ଡା ପ୍ରୟୋଗ ସୁନ୍ଦରତା ପାଇଁ ମଧ୍ୟ କରା ଯାଏ ଅଣ୍ଡା ଚୋପା ସଠିକ ଭାବରେ ପ୍ରୟୋଗ କଲେ ଏହା ଦ୍ଵାରା ଆପଣଙ୍କ ସୁନ୍ଦରତା ବଢିଥାଏ ଓ ପ୍ରାକୃତିକ ସୁନ୍ଦରତା ବାହାରି ଆସି ଥାଏ । ଥଣ୍ଡା ଦିନରେ ଅଣ୍ଡା ଖାଇବା ସବୁଠାରୁ ଅତ୍ୟଧିକ ଲାଭକାରୀ ହୋଇ ଥାଏ, ଆପଣ ଏହା ମଧ୍ୟ ଜାଣି ଥିବେ ଯେ ଅଣ୍ଡା ରେ ପ୍ରୋଟିନ ପ୍ରଚୁର ମାତ୍ରା ରେ ଉପସ୍ଥିତ ଥାଏ । ପ୍ରୋଟିନ ଆଜିକା ଜୀବନ ଖାଦ୍ୟରେ ବହୁତ କମ ରହୁଛି ଯାହା କାରଣରୁ କେତେକ ଶାରୀରିକ ରୋଗ ହେଉଛି, ଅଣ୍ଡା ଗରମ ଦିନରୁ ଅଧିକ ସେବନ ଥଣ୍ଡା ରେ ହୋଇ ଥାଏ ।

Image Courtesy: Google

ଥଣ୍ଡା ଦିନରେ ଲୋକଙ୍କ ଶରୀର ଗରମ ଦିନ ଠାରୁ କମ ଏକଟିବ ହୋଇଥାଏ । ପ୍ରତିଦିନ ଗୋଟେ ଅଣ୍ଡା ଖାଇଲେ ଆପଣଙ୍କ ଓଜନ କଣ୍ଟ୍ରୋଲ ରେ ରହି ଥାଏ, କଞ୍ଚା ଅଣ୍ଡା ଠାରୁ ସିଝା ଅଣ୍ଡା ଓଜନ ଠିକ କରିବା ପାଇଁ ସାହାଯ୍ୟ କରି ଥାଏ ଓ ସିଝା ଅଣ୍ଡା ବହୁତ ଲାଭକାରୀ ମଧ୍ୟ । ଅଣ୍ଡା ରେ କେବଳ ଜରୁରୀ ତତ୍ଵ ହୋଇଥାଏ ଯାହା ଆପଣଙ୍କ ଦିନ ଫିଟ ଓ ଫାଇନ ରଖିବାରେ ସାହାୟକ ଅଟେ । ଏହା ସେବନ କଲେ ଆପଣଙ୍କ ଓଜନ ବଢି ନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଅଣ୍ଡା ଖାଇବା ପରେ କରିବା ଉଚିତ ନୁହ ବା ଖାଇବା ଉଚିତ ନୁହ ।

Image Courtesy: Google

୧. ପ୍ରାୟତଃ ଲୋକ ଜିମ ବା ଏକ୍ସଅରସାଇଜ କଲା ପରେ ସିଯା ଅଣ୍ଡା ସେବନ କରନ୍ତି ଏହା ବହୁତ ଭୁଲ ସମୟ ସିଯା ଅଣ୍ଡା ଖାଇବା ପାଇଁ ସେଥିପାଇଁ ପରେ ସିଯା ଅଣ୍ଡା ସେବନ କରନ୍ତି ତୁରନ୍ତ ବାହାରୁ ଆସି ଖାନ୍ତୁ ନାହିଁ ।

୨. ସିଯା ଅଣ୍ଡା ଖାଇବା ପରେ ବା ପୂର୍ବରୁ ବା ସିଯା ଅଣ୍ଡା ଉପରେ ପକାଇ ଲେମ୍ବୁ ଜମା ବି ଖାନ୍ତୁ ନାହିଁ ବହୁତ ଲୋକ ଟେଷ୍ଟ ପାଇଁ ଏମିତି କରି ଥାନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

Image Courtesy: Google

୩. ଯଦି ଆପଣ ଜିମ ଯାଉଛନ୍ତି ତେବେ ଆପଣଙ୍କୁ କଦଳୀ ଖାଇବା ପାଇଁ କୁହା ଯାଉଥିବ ତେବେ କେବେ ବି ଭୁଲରେ କଦଳୀ ସହ ବା ତୁରନ୍ତ ପରେ ବା ଆଗରୁ କେବେ ବି ଅଣ୍ଡା ସିଯା ବା ଆମଲେଟ ଖାନ୍ତୁ ନାହିଁ ଏହି ମିଶ୍ରଣ ଆପଣଙ୍କ ଅନ୍ତ ନଳୀ ପାଇଁ ବହୁତ ଖରାପ ହୋଇଥାଏ, କିଛି ଲୋକଙ୍କୁ ଏହି ମିଶ୍ରଣ ସେବନ ଦ୍ଵାରା ହାତ ଓ ଗୋଡରେ ବିରି ବିରି ହୋଇଯାଇଥାଏ ଯାହା ତାଙ୍କ ପାଇଁ ବହୁତ କଷ୍ଟ ଦାୟକ ହୋଇଥାଏ କିନ୍ତୁ ସେ ଏହାର କାରଣ ଜାଣି ପାରନ୍ତି ନାହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିଲୁ ଯାହା ଆପଣଙ୍କୁ ସ୍ଵସ୍ଥ ରଖିବାରେ ସାହାଜ୍ଯ କରିବ ସେଥିପାଇଁ ଏହି କଥା ଉପରେ ଧ୍ୟାନ ଦବା ଉଚିତ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *