ଲକଡାଉନରେ ମହାଦେବଙ୍କ ସବୁଠାରୁ ବଡ ଚମତ୍କାର

ଏହି ଦୁନିଆରେ ବହୁତ ଲୋକ ଭଗବାନ ଶିବଙ୍କ ପାଖା ପାଖି ରହିବା ପସନ୍ଦ କରନ୍ତି, ଭଗବାନ ଶିବ ବହୁତ ଶୀଘ୍ର ନିଜ ଭକ୍ତ ମାନଙ୍କ ଉପରେ ପ୍ରଶନ ହୋଇଯାନ୍ତି ଓ ଭଗବାନ ତାଙ୍କ ଭକ୍ତ ସବୁ କଷ୍ଟ ଦୂର କରିଥାନ୍ତି, ଭଗବାନ ଶିବ ଠାରୁ ବହୁତ କମ ଏମିତି ଲୋକ ଥିବେ ଯିଏ ଦୂରେଇ ରହିବାକୁ ଚାହନ୍ତି । ଯଦି କାହା ଉପରେ ଭଗବାନ ଭୋଳେନାଥଙ୍କ ଆଶୀର୍ବାଦ ହୋଇଥାଏ, ତେବେ ସେହି ଲୋକ ଜୀବନ ସବୁ ଦୁଃଖ ସମାପ୍ତ ହୋଇଥାଏ ଏବଂ ସେହି ଲୋକ ସବୁ କିଛି ପ୍ରାପ୍ତ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଭିତରେ ମହାଦେବଙ୍କ ଅଂସ ହୋଇଥାଏ ।

Image Courtesy: Google

ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଗୋଟେ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ ବରତମାନ ଲକଡାଉନ ସ୍ଥିତି ଅଟେ ଲୋକ କାମ ପାଉ ନାହାନ୍ତି ଓ କାମ ପାଇଁ ଗାଁ ଠାରୁ ଦୂରେଇ ରହିଥିବା ଲୋକ ବହୁତ ଗୁଡେ ଅଛନ୍ତି ତେବେ ଏମିତିକା ପରିସ୍ଥିତି ରେ ବହୁତ ଲୋକ କାମ ଜାଗା ଛାଡି ଗାଁକୁ ଯାଉଛନ୍ତି ଏମିତି ଗୋଟେ ପରିବାର ପୁନେରେ କାମ କରୁଥିଲେ କିନ୍ତୁ ଲକଡାଉନ ସ୍ଥିତି ଦ୍ଵାରା ଖାଇବାକୁ ନପାଇ ଏହି ପରିବାର ଚାଲିକି ଗାଁ ପହଞ୍ଚିବା ପାଇଁ ନିଶ୍ଚୟ କଲେ । ସେ ବାହୁତ ବାଟ ଚାଲିଲେ ଓ ୟୁପିଏ ପହଞ୍ଚିଲେ ଏହି ରାସ୍ତା ବହୁତ ଦିନ ର ଥିଲା ଗାଁକୁ ପହଞ୍ଚିବା ପାଇଁ ଆଉ ୪ ଦିନ ଲାଗିବାର ଥିଲା କିନ୍ତୁ ତାଙ୍କ ପାଖରେ ଆଉ ଖାଇବା ପାଇଁ କିଛି ନଥିଲା କୋରୋନା ଡର ପାଇଁ ଅନ୍ୟ ଗାଁ ବା ବାହାର ଲୋକ କାହାକୁ ସାହାଜ୍ଯ କରୁ ନାହାନ୍ତି, ତେବେ ସେ ହାଇବେରୁ ନଯାଇ ଜଙ୍ଗଲରୁ ଯିବାକୁ ଭାବିଲେ ଯାହା ଦ୍ଵାରା ତାଙ୍କୁ ଜଳ ଦେଖା

Image Courtesy: Google

ଗଲେ ସେ ପାଣି ପି ଆଗକୁ ବଧିବେ କିଛି ବାଟ ଗଲା ପରେ ତାଙ୍କୁ ଶିବଙ୍କର ଗୋଟେ ମନ୍ଦିର ଦେଖା ଗଲା ସମସ୍ତେ ବହୁତ ଖୁସି ହେଲେ କାହିଁକିନା ଶିବଙ୍କ ମନ୍ଦିର ପାଖରେ ଜଳ ନଥିବ ଏମିତି ହେଇ ପାରିବ ନାହିଁ, ଏହା ପରେ ସମସ୍ତେ ପଣ୍ଡିତ ବା ଅନ୍ୟ ଲୋକଙ୍କୁ ଖୋଜିଲେ କିନ୍ତୁ ଶେଠୀ କେହି ନଥିଲା ସେ ଜଳ ପାନ କଲେ ହଟାତ ସମସ୍ତଙ୍କ ମୁଣ୍ଡ ବୁଲେଇଲା ସେ ଭାବିଲେ ଜଳରେ ବିଆଇଏସ ଅଛି ଏହା ପରେ ଯେତେବେଳେ ସମସ୍ତେ ଉଠିଲେ ତାଙ୍କ ସାମ୍ନାରେ ଗୋଟେ ଲୋକ ଧଳା କପଡା ପିନ୍ଧି ବସିଥିଲା । ଲୋକ ଉଠି ପଚାରିଲେ ତମେ କିଏ ଏହି କଥା ଶୁଣି ଲୋକଟି କହିଲା ମୋ ଘର ପାଖରେ ଅଛି ତମ ସମସ୍ତଙ୍କୁ ଏମିତି ବେହୋସ ପଡିଥିବାର ଦେଖି ଆସି ଗଲି ।

Image Courtesy: Google

ଏହା ପରେ ସେ ଲୋକଙ୍କୁ ନିଜ ଘରେ ନେଇ ଗଲା ଓ ଖାଇବା ପିବା ଦେଇ ରାସ୍ତା ପାଇଁ ମଧ୍ୟ ଖାଦ୍ଯ ଦେଇ ପଠେଇଲା ଲୋକ ସନ୍ତୁଷ୍ଟ ହୋଇ ସେହି ଲୋକ ଘରୁ ଆସିଲେ ହଟାତ ପଛକୁ ଅନେଇଲା ବେଳେ ପାଇଲେ ଯେ ଘର ନାହିଁ କି ଲୋକ ନାହିଁ ସମସ୍ତେ ଆଶ୍ଚର୍ଯ୍ୟ ଏମିତି କେମିତି ସମ୍ଭବ ଅଟେ । ତେବେ ଭଗବାନ ନିଜ ଭକ୍ତଙ୍କୁ କେବେ ବି ବେସାହାରା ଛାଡନ୍ତି ନାହିଁ ସେ ସବୁବେଳେ ନିଜ ଲୋକଙ୍କୁ ସାହାଜ୍ଯ କରନ୍ତି ।

Leave a Reply

Your email address will not be published. Required fields are marked *