ନିଶ୍ଚିତ ଭାଗ୍ୟ ବଦଳାଇବ ଅଳେଇଚର ଏହି ଉପାୟ 

ଭାଗ୍ୟ ବଦଳାଇପାରେ ଅଳେଇଚର ଏହି ଉପାୟ, ମନୋକାମନା ପୁରା କରେ । ମିଳିବ ବଡ ସଫଳତା, ଅଲେଇଚର ବ୍ୟବହାର ପ୍ରାୟତଃ ସବୁ କିଚେନରେ ହୁଏ । ବହୁତ ଲୋକ ଜାଣିଛନ୍ତି କି ଅଳେଇଚର ଆୟୁର୍ବେଦିକ ଓ ଔଷଧୀୟ ଗୁଣରେ ପରିଚିତ ଅଟନ୍ତି । ବହୁତ ଲୋକ ଏହାର ଜ୍ୟୋତିଷ ଓ ଲାଭ ବିଷୟରେ ଜାଣି ନାହାନ୍ତି । ଅଲେଇଚର ପ୍ରୟୋଗ ମସଲାରେ ମଧ୍ୟ କରାଯାଏ । ଏହାର ବ୍ୟବହାର ପୂଜା ପାଠ ଓ ତାନ୍ତ୍ରିକ କ୍ରିୟା ଓ ଜାଦୁ ରେ ମଧ୍ୟ କରାଯାଏ । ଆଜି ଆମେ ଅଳେଇଚର ଉପାୟ ବିଷୟରେ କହିବୁ, ଯାହା ଆପଣ ଏହି ଉପାୟର ପ୍ରୟୋଗ କରି ନିଜ ଭାଗ୍ୟ ବଦଳାଇପାରିବେ ।

Image Courtesy: Google

ବହୁତ ଲୋକ ଏମିତି ଅଛନ୍ତି ଦିନ ରାତି ବହୁତ ପରିଶ୍ରମ କରୁଛନ୍ତି, କିନ୍ତୁ ବହୁତ କିଛି କରିବା ଫଳରେ ବି କିଛିଲାଭ ମିଳୁନି । ଜଣେ ବ୍ୟକ୍ତି ନିଜେ ବହୁତ କଷ୍ଟ କରି ଲକ୍ଷ ପୂରଣ କରୁଛି କିନ୍ତୁ ସେଇ ସଫଳତା ଆଉକିଏ ନେଇଯାଉଛି । ଯଦି ଏହି ଭଳି ସମସ୍ୟା ଆପଣଙ୍କ ସହିତ ହେଉଛି, ତ ଆପଣ ଅଳେଇଚର ଏହି ଉପାୟ କରିପାରିବେ । ନୀଳ ରଙ୍ଗର ଗୋଟେ ସଫା କପଡାରେ ବାନ୍ଧି ନିଜ ତକିଆ ତଳେ ରଖନ୍ତୁ । ତା ପରଦିନ ସକାଳୁ ଉଠି ସେଇ ଅଳେଇଚକୁ କୌଣସି ବାହାର ବ୍ୟକ୍ତିକୁ ଦେଇ ଦିଅନ୍ତୁ । ଯଦି ଆପଣ ଏମିତି କରୁଛନ୍ତି ଆପଣଙ୍କର ସବୁ ବିଗିଡି ଯାଇଥିବା କାମ ଠିକ ହୋଇଯିବ, ଓ ଚାହୁଁଥିବା ସଫଳତା ହାସଲ କରିବେ ।

Image Courtesy: Google

ଯେଉଁ ବ୍ୟକ୍ତି ପାଖରେ ଜମା ବି ପଇସା ରହୁନି, ଯେତେ ଚେଷ୍ଟା କାଲେ ମଧ୍ୟ ପଇସା ପର୍ସରେ ରହୁନି । ଯଦି ଆପଣ ପର୍ସରେ ୫ ଟି ଅଳେଇଚ ରଖିବେ, ଯଦି ଆପଣ ଏହି ଉପାୟ କରିବେ ଧନ ସମ୍ବନ୍ଧିତ ସବୁ ଚିନ୍ତା ଦୂର ହୋଇବ । ଆପଣକୁ ଆୟ କରିବାର ନୂଆ ବାଟ ମଧ୍ୟ ମିଳିବ । ଯେଉଁ ବ୍ୟକ୍ତି ପଢାରେ ଅଧିକ ପରିଶ୍ରମ କରୁଛନ୍ତି କିନ୍ତୁ ପରିଶ୍ରମ ହିସାବରେ ଫଳ ମିଳୁନି, ତ କୌଣସି ଗରିବକୁ କ୍ଷୀରରେ ଅଳେଇଚକୁ ଫୁଟାଇ ୭ ଟି ସୋମବାର ପର୍ଯ୍ୟନ୍ତ ପିଇବାକୁ ଦେଲେ ପଢାରେ ଚାହୁଁଥିବା ଫଳ ହାସିଲ କରିବେ । ଏହି ଉପାୟକୁ ପିଲାର ମା ବାପା ବି କରିପାରିବେ ।

Image Courtesy: Google

ଜ୍ୟୋତିଷ ଶାସ୍ତ୍ରରେ ଧନ, ଭୌତିକ ସୁଖ ସୁବିଧା ଓ ବିବାହ ସମ୍ବଧି ପରିସ୍ଥିତିର କାରକ ମାନନ୍ତି, ଏପରି ସ୍ଥିତିରେ ଯଦି ଆପଣ ଆପଣଙ୍କ ସୁଖକୁ ମଜଭୁତ ବନେଇବାକୁ ହେବ, ସେଥିରେ ଆପଣଙ୍କ ସୁଖ ଓ ସୌଭାଗ୍ୟ ବନିବ, ଯଦି ଆପଣଙ୍କ ସୁଖର କମି ରହିଛି ଓ ଭାଗ୍ୟର ସାଥ ମିଳୁନି । ଯେଉଁଠି ପାଇଁ ଆପଣ ଆପଣଙ୍କ ଭାଗ୍ୟରେ ବହୁତ ଦୁଃଖର ସାମ୍ନା କରୁଛନ୍ତି । ଏହି ସ୍ଥିତିରେ ଗୋଟେ ଲୋଟା ଜଳ ନେଇ
ଦୁଇଟି ବଡ ଇଲାଇଚି ପକାଇ ତାକୁ ଅଧା ପାଣି ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ପାଣିକୁ ନେଇ ଆପଣଙ୍କ ଗାଧୋଇବା ପାଣି ସହିତ ମିଶାନ୍ତୁ ଓ ଗାଧୋଇବା ବେଳେ ପବିତ୍ରତା ଅବଲମ୍ବନ କରି ଗାଧୋଇବା ସମୟରେ ଏହି ମନ୍ତ୍ର ଟି ଜପ କରନ୍ତୁ ।

ଓମ୍ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଲିନି ।
ଦୁର୍ଗା କ୍ଷମା ଶିବ ଧତ୍ରୀ ସ୍ଵାହା ସ୍ଵଧା ନମୋସ୍ତୁତେ ॥

Image Courtesy: Google

ଯଦି ଆପଣ ଏହି ଉପାୟକୁ କରୁଛନ୍ତି, ଏଥିରେ ଆପଣଙ୍କ ଶୁକ୍ର ମଜଭୁତ ହେବ ଜୀବନରେ ସବୁ କଷ୍ଟରୁ ମୁକ୍ତି ମିଳିବ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *