ଅନୋଖା ବିବାହ : ଶବ ମାନଙ୍କ ମଝିରେ ଶ୍ମଶାନରେ ବିବାହ କଲେ ଏହି ଦମ୍ପତ୍ତି- ଏହା ପଛରେ ଥିବା କାରଣ ଜାଣି ଚକିତ ରହିଯିବେ

ଦୁନିଆ ରେ ଏମିତି କେତେକ ଲୋକ ଅଛନ୍ତି ଯିଏ ଏମିତିକା କାମ କରନ୍ତି ଯାହା ଦ୍ଵାରା ସେ ପୁରା ବିଶ୍ଵ ରେ ପ୍ରସିଦ୍ଧ ହୋଇ ଯାଆନ୍ତି । ଆଜି କାଲୀ ସୋଶିଅଲ ମିଡିଆ ରେ ଏମିତି ବହୁତ ମାମଲା ସାମ୍ନାକୁ ଆସୁଛି, ଏମିତି ଗୋଟେ ଘଟଣା ସାମ୍ନାକୁ ଆସିଛି ଯାହା ଦେଖି ଆପଣଙ୍କ ଆଶ୍ଚର୍ଯ୍ୟ ସୀମା ରହିବ ନାହିଁ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ବିବାହ ପାଇଁ ବରଯାତ୍ରୀ ଝିଅ ଘରକୁ ଆସନ୍ତି ଏହା ଆମ ପରମ୍ପରା ଅଟେ ।

କିନ୍ତୁ କେତେକ ଲୋକ ଏମିତି ବି ଥାନ୍ତି ଯିଏ ନିଜ ବିବାହ ମନେ ରଖିବା ପାଇଁ କିଛି ଅଜବ ଗଜବ କରି ଥାନ୍ତି, କିନ୍ତୁ ଏହି ଦମ୍ପତ୍ତି ଏମିତି କିଛି କଲେ ଯାହା ଦ୍ଵାରା ସେ ଚର୍ଚା ରେ ଆସି ଗଲେ ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ବିବାହ ବିଷୟରେ କହିବାକୁ ଯାଉଛୁ ଯାହା ମସାଣି ରେ ହୋଇଛି, ଏହି ଘଟଣା ଗୁଜରାଟ ର ଭାବନଗର ଜିଲ୍ଲା ର ଅଟେ ଯେଉଁଠି ଗୋଟେ ଅଜବ ବିବାହ ହୋଇଛି ଯାହା ଦ୍ଵାରା ଦମ୍ପତ୍ତି ଚର୍ଚା ର ବିଷୟ ହୋଇଛନ୍ତି ।

ଯେଉଁ ଜାଗା ରେ ଲୋକ ନିଜ ଜୀବନ ଅନ୍ତିମ ଯାତ୍ରା ଶେଷ କରନ୍ତି ସେଠି ଏହି ଦମ୍ପତ୍ତି ତାଙ୍କ ନୂଆ ଜୀବନର ଆରମ୍ଭ ବିବାହ ବେଦି ଦ୍ଵାରା କଲେ । ଖବର ଅନୁଯାଇ ଏହି ଅଜବ ବିବାହ ରେ ହଜାର ହଜାର ଲୋକ ଆସିଥିଲେ, କେବଳ ଏତିକି ନୁହଁ ଏହି ନୂଆ ବିବାହିତା ଦମ୍ପତ୍ତି କୁ ଆଶୀର୍ବାଦ ଦବା ପାଇଁ ଗୁଜରାଟ ର ପ୍ରମୁଖ ସନ୍ଥ ମୋରାରି ବାପୁ ମଧ୍ୟ ଏଠାରେ ଉପସ୍ଥିତ ଥିଲେ ।

ମୋରାରି ବାପୁ ନିଜ ପ୍ରବଚନ ରେ କହିଥିଲେ ଯେ ମଶାଣିକୁ ନେଇ ସାମାନ୍ୟ ଲୋକଙ୍କ ମଧ୍ୟରେ ବହୁତ ଭୁଲ ଧାରଣ ଅଛି ଯାହାକୁ ବଦଳିବା ଅତି ଆବଶ୍ୟକ ଅଟେ । କେବେଳ ଏତିକି ନୁହଁ ସେ ନିଜ ପ୍ରବଚନ ରେ ଏହା ମଧ୍ୟ କହିଲେ ଯେ ମଶାଣି ଗୋଟେ ପବିତ୍ର ଓ ମହାନ ଜାଗା କାହିଁକିନା ମଣିଷକୁ ଏଠାରେ ମୁକ୍ତି ପ୍ରାପ୍ତ ହୋଇ ଥାଏ । ମୋରାରି ବାପୁଙ୍କ ଏହି କଥାରୁ ପ୍ରଭାବିତ ହୋଇ ଏହି ଦମ୍ପତ୍ତି ନିଜ ଜୀବନର ନୂଆ ଅଧ୍ୟାୟ ଏହି ଜାଗାରୁ ଗଢିବା ପାଇଁ ପ୍ରୟାସ କଲେ ଓ ମସାଣି ରେ ବିବାହ କଲେ ।

ତେବେ ଆପଣଙ୍କ ମତରେ ଏହି ଚିନ୍ତା ଧାରା ଠିକ ନା ଭୁଲ କମେଣ୍ଟ କରି ନିଶ୍ଚୟ ଜଣାଇବେ  ।

Leave a Reply

Your email address will not be published. Required fields are marked *