ଘରେ ଏକୁଟିଆ ଥିଲା ସ୍ତ୍ରୀ, ସ୍ଵାମୀ ଯେତେବେଳେ ଫେରିଲା ସ୍ତ୍ରୀ ଅବସ୍ତା ଦେଖି ତାର ହୋସ ଉଡିଗଲା- ପଢନ୍ତୁ ସଂପୂର୍ଣ୍ଣ ଖବର

ଆଜି କାଲି କାହା ସହ କିଛି ବି ହୋଇ ପାରେ କେହି ଜାଣି ପାରିବେ ନାହିଁ, ଏହି ସମୟ ରେ ବଞ୍ଚି ଥ୍ଗିବା ଲୋକ ଏହା ପରେ ତାଙ୍କୁ କଣ ହବ କେହି କହିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଗୋଟେ ଘଟଣା କହିବାକୁ ଯାଉଛୁ ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି, ସମାଜ ରେ କ୍ରାଇମ ଏତେ ବଢି ଯାଇଛି ଯେ କେହି କୌଠି ବି ସୁରକ୍ଷିତ ନାହାନ୍ତି ।

Image Courtesy: Google

ଘରେ ଏକୁଟିଆ ଥିଲେ ମହିଳା ସେତେବେଳ ହେଲା ଏହି ଘଟଣା :

କିଛି ଦିନ ତଳେ ଶ୍ଵେତା ନାମକ ଗୋଟେ ମହିଳା ଯେତେବେଳେ ମାର୍କେଟ ରୁ ଘରକୁ ଫେରିଲେ ସେତେବେଳେ ସେ ଘରେ ଏକୁଟିଆ ଥିଲେ ସ୍ଵାମୀ ନୋୟଡା ରେ କାମ ପାଇଁ ଯାଇଥିଲେ ଓ ଛୁଆ ସ୍କୁଲ ଯାଇଥିଲା । ସ୍ଵାମୀ ଯେତେବେଳେ କାମରୁ ଫେରିଲା ଓ ଘର କବାଟ ଖୋଲି ଭିତର ନଜାରା ଦେଖିଲା ତା ମୁଣ୍ଡ କାମ କଲା ନାହିଁ ।

 

Image Courtesy: Google

ଯେତେବେଳେ ସ୍ଵାମୀ କବାଟ ଖୋଲିଲା ସେତେବେଳେ ଦେଖିବାକୁ ପାଇଲା ଯେ ତା ଛୁଆ ନିଜ ମାଁ ଶବ ପାଖରେ ବସି କାନ୍ଦୁଛି ଓ ଶ୍ଵେତା ଶରୀର ରେ ଚାକୁ ଦ୍ଵାରା ବହୁତ ଥର ହମଲା କରା ଯାଇଛି ଯାହା ପରେ ତା ମୃତ୍ୟୁ ହୋଇ ଯାଇଛି । ଶ୍ଵେତା ନିଜ ସ୍ଵାମୀ ଓ ପୁଅ ସହ ନୋୟଡା ପାଖ ଗାଁ ରେ ଭଡା ଘରେ ରହୁଥିଲେ ।

ପୋଲିସ ସ୍ଵାମିକୁ ଗିରଫ କରିଛନ୍ତି :

Image Courtesy: Google

ଖବର ଅନୁଯାଇ ଯେତେବେଳେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚିଲେ ପ୍ରଥମେ ଶ୍ଵେତାର ସ୍ଵାମୀ କୁ ଗିରଫ କଲେ । ପୋଲିସ କହିବା ଅନୁଯାଇ ଶ୍ଵେତା ଘର ଯେଉଁ ଜାଗା ରେ ଅଛି ସେହି ଜାଗା ବହୁତ ଭିଡ ଜାଗା ଅଟେ ଏବଂ କେହି ଅପରାଧ କରି ପୂର୍ଣ୍ଣ ରୂପରେ ଖସି ପାରିବ ନାହିଁ । ଆଖ ପାଖ ଲୋକଙ୍କ ଅନୁଯାଇ ଶ୍ଵେତା ଓ ତା ସ୍ଵାମୀ ବହୁତ ଭଲ ଥିଲେ ଓ ଦୁହିଁଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା । ଶ୍ଵେତା ମୃତ୍ୟୁ ସେହି ଆଖ ପାଖ ଲୋକଙ୍କୁ ଡରେଇ ଦେଇଛି କେହି ବି ନିଜକୁ ସୁରକ୍ଷିତ ମନେ କରୁ ନାହାନ୍ତି । ଏହି ଅପରାଧର ତଦନ୍ତ ପୋଲିସ ଏବେ କରୁଛି ଏବଂ ଶ୍ଵେତା ସ୍ଵାମୀ ଏବେ ବି ପୋଲିସ ଗିରଫ ରେ ଅଛି ପୋଲିସ ଅନୁଯାଇ ଆରୋପି ଖୁବ ଶୀଘ୍ର ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *