ଆଁଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ଦୂର କରିବା ପାଇଁ ରାମବାଣ ହୋଇଥାଏ ଏହି ଗୋଟିଏ ପତ୍ର- Health Tips

ବନ୍ଧୁଗଣ ଅଧିକାଂଶ ବୟସ୍କ ଲୋକ ମାନଙ୍କର ଆଁଠୁ ଗଣ୍ଠି, ଅଣ୍ଟା ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ବୟସ ହେବା ପରେ ଶରୀରରେ ଦୁର୍ବଳତା ଦେଖାଯାଏ । ଆଜିର ସମୟରେ ଜୀବନ ଶୈଳୀ ଖରାପ ହେବା କାରଣରୁ ଆମେ ଟାଇମରେ ସୋଇପାରୁ ନାହୁଁ । ବ୍ୟାୟାମ କରିପାରୁ ନାହାନ୍ତି । ଯାହା ପାଇଁ ଆଁଠୁ ଗଣ୍ଠି ଓ ଅଣ୍ଟା ବିନ୍ଧା ଅତି କମ ବୟସରୁ ଦେଖା ଯାଉଛି । ଏହାର କାରଣ ତେଲ ମସାଲା ଜାତୀୟ ଖାଦ୍ୟ, ଜଙ୍କ ଫୁଡ ହୋଇଥାଏ ।

ଏହା ଦ୍ଵାରା ଆଖି ତଳ କଳା ପଡିବା, ଚର୍ମ କୁଞ୍ଚନ ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ରର ଉପକାରିତା ବିଷୟରେ କହିବାକୁ ଯାଉଛୁ ଯାହାର ବ୍ୟବହାର କରି ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ହେବ । ଯଦି ଆଁଠୁ ଗଣ୍ଠି, ଅଣ୍ଟା, ଗଣ୍ଠି, ହାଡ ରେ କଷ୍ଟ ହେଉଛି, ଶରୀରରେ ଦୁର୍ବଳତା ହେଉଛି, କ୍ୟାଲସିୟମର ଅଭାବ ଶରୀରରେ ଅଧିକ ରଘୁଚି ଓ ରକ୍ତ ର ଅଭାବ ଦେଖା ଯାଉଛି ।

ତେବେ ଏମିତିରେ ପାନପତ୍ରର ପ୍ରୟୋଗ କରିବାକୁ ହେବ । ଏଥିପାଇଁ ମିଠା ପାନପତ୍ର ସଂଗ୍ରହ କରନ୍ତୁ । ଏହା ପରେ ଚାଉଳ ସଦୃଶ ଚୂର୍ଣ୍ଣ ଆବଶ୍ୟକତା ପଡିବ । ଶରୀର ପାଇଁ ପାନରେ ଯେଉଁ କଡା ମସାଲା ବ୍ୟବହାର କରାଯାଏ ତାହା କ୍ଷତିକାରକ ହୋଇଥାଏ । କିନ୍ତୁ ପାନରେ ବ୍ୟବହାର ହେଉଥିବା ଚୂର୍ଣ୍ଣ ଶରୀର ପାଇଁ ଲାଭଦାୟକ ହୋଇଥାଏ । ରାତି ରେ ଶୋଇବା ପୂର୍ବରୁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି ରଖନ୍ତୁ ।

ସକାଳୁ ଏହି ପାଣି କୁ ହାଲକା ଗରମ କରି ସେବନ କରଟୁ । ଏହା ଆଁଠୁ ଗଣ୍ଠି ସମସ୍ଯା ବହୁତ ଲାଭଦାୟକ ଅଟେ । ଏହା ପରେ ଏକ ପାନପତ୍ର ନେଇ ସେଥିରେ ଚୂର୍ଣ୍ଣ ଲଗାନ୍ତୁ । ଏହାକୁ ଧୀରେ ଧୀରେ ଚୋବାଇ ଖାଇ ଦିଅନ୍ତୁ । ଏହାକୁ ପ୍ରତେକ ଦିନ ନ କରି ଦିନେ ଛଡା ଦିନେ କରନ୍ତୁ । ଏକ ମାସରେ 15 ଦିନ ପାନପତ୍ର ଖାଇଲେ ଶରୀରରେ କ୍ୟାଲସିୟମର ଅଭାବ, ଆଁଠୁ ଗଣ୍ଠି ସମସ୍ଯା, ହାଡ ଦୁର୍ବଳତା ହୋଇଥିଲେ ତାହା ସବୁ ଦୂର ହୋଇଥାଏ ।

ଏହା ବହୁତ ଅଧିକ ଚମତ୍କାରୀ ହୋଇଥାଏ । ଯେଉଁ ମାନଙ୍କର ଆଭ୍ୟନ୍ତରଣୀୟ ସମସ୍ଯା ଅଛି ତାହା ଦୂର କରିବା ପାଇଁ କ ମିଠା ପାନପତ୍ର ନିଅନ୍ତୁ । ଏହା ପରେ ପ୍ରାକୃତିକ ମହୁ ଏକ ଚାମଚ ପାନପତ୍ର ରେ ଲଗାନ୍ତୁ । ଏହା ପରେ ଏଥିରେ ଗୋଆରେ ରସୁଣ ପାଖୁଡା ରୁ ଚୋପା କାଢି ପାନପତ୍ର ରେ ଲଗାନ୍ତୁ । ରସୁଣ କୁ ଛେଚି ଦିଅନ୍ତୁ । ଏହାକୁ ସକାଳୁ ଖାଲି ପେଟରେ ଦିନେ ଛଡା ଦିନେ ସେବନ କରନ୍ତୁ ।

ଏହା ବ୍ଯତୀତ ଏକ ଗ୍ଳାସ ଉଷୁମ ପାଣିରେ ତ୍ରିଫଳା ଚୂର୍ଣ୍ଣ ସେବନ କରିଲେ ପାନପତ୍ର ସହ ଶରୀରରେ ଅନେକ ରୋଗ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *