ପ୍ରଶ୍ନ – ମଣିଷର ଜୀବନ କେଉଁଠି ଥାଏ ? କଣ ଖାଇଲେ ଚୁଟି ଝଡେ ନାହିଁ ? 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ।

ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ଏହି ସବୁ ପ୍ରଶ୍ନ ର ଉତ୍ତର ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ଜାଣିବା ନିହାତି ଜରୁରୀ ଅଟେ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ମଣିଷର ଜୀବନ କେଉଁଠି ଥାଏ ?

ଉତ୍ତର- ରକ୍ତ ।

2- ନାକରୁ ରକ୍ତ ବାହାରିଲେ କେଉଁ ଗଛର ରସ ପକାଇ ରକ୍ତ ବନ୍ଦ ହୋଇଯାଏ ?

ଉତ୍ତର- ଦୁବ ଘାସ ।

3- କେଉଁ ମାଂସ ଖାଇଲେ ମଣିଷ ସୁସ୍ଥ ରୁହେ ?

ଉତ୍ତର- କୋଚିଆ ।

4- କେଉଁ ମିଠା ଖାଇବା ଦ୍ଵାରା ଭଲ ବୁଦ୍ଧି ହୋଇଥାଏ ?

ଉତ୍ତର- ରସଗୋଲା ।

5- କଣ ଖାଇବା ଦ୍ଵାରା କିଡନି ସୁସ୍ଥ ରୁହେ ?

ଉତ୍ତର- ପିଆଜ ।

6- କେଉଁ ପରିବା କଞ୍ଚା ଖାଇଲେ ମନୁଷ୍ୟର ରଙ୍ଗ ବଦଳିଯାଏ ?

ଉତ୍ତର- ବିଲାତି ।

7- କେଉଁ ଗଛର ପତ୍ର ଚୋବାଇବା ଦ୍ଵାରା ଦାନ୍ତ ବିନ୍ଧା ଠିକ ହୋଇଯାଏ ?

ଉତ୍ତର- ଅଁଳା ପତ୍ର ।

8- କେଉଁ ଫଳ ଖାଇଲେ ଦାନ୍ତ ସଫା ରୁହେ ?

ଉତ୍ତର- ଅମୃତଭଣ୍ଡା ।

9- ମନୁଷ୍ୟ ଶରୀରର ଛାତି ର ହାଡର ସଂଖ୍ୟା କେତେ ?

ଉତ୍ତର- 25ଟି ।

10- କଣ ଖାଇଲେ ଚୁଟି ଝଡେ ନାହିଁ ?

ଉତ୍ତର- ଦହି ।

11- ମିଛ କହିବା ସମୟରେ ମଣିଷର କେଉଁ ଅଙ୍ଗ ଗରମ ହୁଏ ?

ଉତ୍ତର- ନାକ ।

12- କେଉଁଥିରେ ଆମ ଶରୀର ର ଦୂଷିତ ରକ୍ତ ପରିଷ୍କାର ହୁଏ ?

ଉତ୍ତର- ଫୁସଫୁସ ।

13- କଣ ଖାଇଲେ ରକ୍ତ ଜଲ୍ଦି ବଢିଥାଏ ?

ଉତ୍ତର- ଖଜୁରୀ ।

14- କିଏ ମସ୍ତିସ୍କ କୁ ଖବର ପଠାଏ ?

ଉତ୍ତର- ସ୍ନାୟୁ ।

15- କୋରୋନା ଭାଇରାସ ଶରୀରର କେଉଁ ଅଙ୍ଗକୁ ପ୍ରଭାବ ପକାଇଥାଏ ?

ଉତ୍ତର- ଫୁସଫୁସ ।

16- ଆମ ଶରୀରର ରକ୍ତ ସଞ୍ଚାଳନର କେନ୍ଦ୍ର ସ୍ଥଳୀ କିଏ ?

ଉତ୍ତର- ହୃତପିଣ୍ଡ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *