Anubhabଙ୍କ ପାଇଁ ବଡ ଝଟକା! କୋର୍ଟଙ୍କ ବଡ ନିଷ୍ପତ୍ତି… ଅନୁଭବଙ୍କ ଘର ଛାଡିବେନି Barsha, ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ବର୍ଷା ଓ ଅନୁଭବ ଙ୍କ ଯୋଡି ଚଳଚିତ୍ର ଦୁନିଆରୁ ଆରମ୍ଭ ହୋଇଥିଲା ଏହାକୁ ପ୍ରକୃତ ଜୀବନରେ ମଧ୍ୟ ଲୋକମାନେ ମଧ୍ୟ ଆପେଣଇ ନେଇ ଥିଲେ । ଦୁହେଁ ପରସ୍ପର କୁ ଭଲ ପାଇକି ବିବାହ କରି ଥିଲେ । ବିବାହ ଜୀବନରେ ଦୁହେଁ କିଛି ଦିନ ଖୁଶିରେ ଥିବା ବେଳେ କିଛି ବର୍ଷ ତଳେ ଦୁହିଁଙ୍କ ଜୀବନ ରେ କିଛି ମତାନ୍ତର ଆରମ୍ଭ ହୋଇ ଥିଲା । ଏହା ଏବେ ସବୁ ଲୋକଙ୍କ ଦ୍ରୁଷ୍ଟି ଆକର୍ଷଣ କରୁଛି । ଉଭୟ ନିଜର ମତାମତକୁ ସ୍ପଷ୍ଟ ଭାବେ ନିଜ ଫ୍ୟାନ୍ସ ମାନଙ୍କୁ ଦେବା ପାଇଁ ଚାହୁଁ ଛନ୍ତି ।

ଏହା ପାଇଁ ଉଭୟ ଅଲଗା ଅଲଗା ଭିଡିଓ କରିକି ଏହାକୁ ମିଡିଆ ରେ ଛାଡୁ ଥିବାର ଦେଖିବା ପାଇଁ ମିଳି ଥିଲା । କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ନେଇକି ବିଭିନ୍ନ ମତ ଦେଇ ଥିଲେ ଓ ଏବେ ମଧ୍ୟ ମତ ଦେଉଛନ୍ତି । ଗତ ଭିଡିଓ ଯାହା ଅନୁଭବ ଦେଇ ଥିଲେ ବର୍ଷା ଙ୍କ ନାମରେ ସେ କହି ଥିଲେ କି ସେ କଣ ଭଲ ପାଇଁ ଭୁଲ କରିଛନ୍ତି ?

ବର୍ଷା ତାଙ୍କୁ ଏହି ଭଳି ପରିଣାମ ଦେବେ ତାହା ସେ ଜାଣି ନଥିଲେ । କାରଣ ଏହା ଏକ କଷ୍ଟ ଦାୟକ ଘଟଣା ଆମେ ଯାହାକୁ ଭଲ ପାଇକି ବିବାହ କରିବୁ ସେ ଆମକୁ ଶେଷରେ ସମାଜ ଆଗରେ ଅପମାନିତ କରିବ । ସେ କହିଥିଲେ କି ବର୍ଷାଙ୍କ ନାମରେ ସେ ବହୁତ କିଛି ପରେ ଜାଣିବା ପାଇଁ ପାଇଥିଲେ ।

ତାଙ୍କ ପରିବାର ଲୋକମାନେ ଏହାକୁ ଜଣାଇ ନଥିଲେ ବିବାହ ଆଗରୁ । କିନ୍ତୁ ଏବେ ସେ ଖୁସି ଅଛନ୍ତି ଏବେ ସେ ଏହି ସବୁ ମାମଲା ରୁ ଦୂରେଇବା ପାଇଁ ଯାଉ ଛନ୍ତି । ତେବେ ଗତ କୋର୍ଟ ର ଡିସିସନ ଆନୁସରେ ବର୍ଷା ଅନୁଭବଙ୍କ ଘର ଛାଡିକି ଚାଲିଯିବା କଥା କୁହାଯାଇ ଥିଲା ଓ ଅନୁଭବ ତାଙ୍କ ପାଇଁ ମାସିକ ଭରଣପୋଷଣ ମଧ୍ୟ ଦେବେ 30000 ଟଙ୍କା ଏହା ସ୍ଥିର କରିଥିଲେ SDJM ।

କିନ୍ତୁ ଏବେ ଶୁଣିବା ପାଇଁ ମିଳିଛି କି ଅନୁଭବଙ୍କ ଘର ଛାଡିବେନି ବର୍ଷା । ଜୁଲାଇ 4 ତାରିଖ ରେ ଏହାର ଆଉ ଏକ ଶୁଣାଣୀ ହେବା ପାଇଁ ଯାଉଛି । ଅନୁଭବ ଆଗ ନିସ୍ପତି ରେ ଖୁସି ଥିଲେ ମାତ୍ର ଏବେ ସେ ଅସନ୍ତୁଷ୍ଟ ଅଟନ୍ତି ।

ଗୋଟେ ପରେ ଗୋଟେ ନୂଆ ମୋଡ ସାମନାକୁ ଆସୁଛି ଅନୁଭବ ଓ ବର୍ଷ ଙ୍କ ପାଇଁ । ଆଗରୁ ଯେଉଁ ଶୁଣାଣୀ କରା ଯାଇଥିଲା କି ବର୍ଷା ଘର ଛାଡିବେ ତାହା ରଦ୍ଧ କରିକି ନୂଆ ଶୁଣାଣୀ ହେଇଛି ତେବେ ଏହା ବର୍ଷା ଙ୍କ ଉପରେ ନିର୍ଭର କରେ କି ସେ ଘରେ ରହିବେ କି ଘର ଛାଡିବେ । ଯଦି ସେ ଘର ଛାଡିବା ପାଇଁ ଚାହିଁବେ ତେବେ ଏହା ତାଙ୍କ ନିଷ୍ପତ୍ତି ଅଟେ । କିନ୍ତୁ ଯଦି ସେ ବାହାରିବା ପାଇଁ ଚାହୁଁନାହାଁନ୍ତି ତେବେ ତାଙ୍କୁ କେହି କାଢି ପାରିବେନି । ଏହା ଅନୁଭବଙ୍କ ପାଇଁ ଏକ ବଡ ଝଟକା ଅଟେ ।

Leave a Reply

Your email address will not be published. Required fields are marked *