ଆପଣ ଯାହା ହୃଦୟର Faelings ଜାଣିବାକୁ ଚାହୁଁଛନ୍ତି ତାଙ୍କ ନାମର ପ୍ରଥମ ଅକ୍ଷର ବାଛନ୍ତୁ- LOVE QUIZ GAME 

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ମଜାଦାର କ୍ଵିଜ ଗେମ ନେଇ ଆସିଛୁ । ଏଥିରେ ଆପଣଙ୍କ ପାଇଁ ଅନ୍ୟ ମାନଙ୍କ ମନରେ କଣ ଅନୁଭୂତି ରହିଛି ତାହା ଜଣା ପଡିବ । ତେବେ ଇଂରାଜୀ ଅକ୍ଷରର ର କିଛି ଲେଟର ଏଠାରେ ଆଜି ଆମେ ଆପଣଙ୍କୁ କହିବୁ । ଏଥିରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଅକ୍ଷର ଚୟନ କରିବାକୁ ହେବ । ଏହା ପରେ ଆମେ ଆପଣଙ୍କୁ କହିବୁ ଆପଣଙ୍କ ନିଜ ଲୋକ ଆପଣଙ୍କ ବିଷୟରେ କଣ ଅନୁଭବ କରୁଛନ୍ତି ।

୧- ଯଦି ଆପଣ Q ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ଘୃଣା କରୁଛନ୍ତି ।

୨- ଯଦି ଆପଣ W ଲେଟର ଚୟନ କରିଛନ୍ତି ତେବେ ତାଙ୍କ ମନରେ ଅନ୍ୟ ଜଣେ କେହି ଅଛନ୍ତି ଆପଣ ନାହାନ୍ତି ।

୩- ଯଦି ଆପଣ E ଲେଟର ପସନ୍ଦ କରିଛନ୍ତି ତେବେ ସେ ଆପଣଙ୍କ ବହୁତ ଭଲ ପାଉଛନ୍ତି ।

୪- ଯଦି ଆପଣ R ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ବହୁତ ପ୍ରେମ କରୁଛନ୍ତି ।

୫- ଯଦି ଆପଣ T ଲେଟର ଚୟନ କରୁଛନ୍ତି ତେବେ ସେ ନିଜ ଠାରୁ ଆପଣଙ୍କୁ ହରାଇବାକୁ ଚାହୁଁ ନାହାନ୍ତି ।

୬- ଯଦି ଆପଣ Y ଲେଟର ଚୟନ କରୁଛନ୍ତି ତେବେ ସେ କୌଣସି କଥାକୁ ନେଇ ଆପଣଙ୍କ ସହ ଝଗଡା କରିବାକୁ ଚାହୁଁଛନ୍ତି ।

୭- ଯଦି ଆପଣ I ଲେଟର ଚୟନ କରିଛନ୍ତି ଅପାନଙ୍କ ତେବେ ସେ ଆପଣଙ୍କୁ ଆଇ ଲଭ ୟୁ କହି ନିଜ ପ୍ରେମର ଖୁଲାସା କରିବାକୁ ଚାହୁଁଛନ୍ତି ।

୮- ଯଦି ଆପଣ U ଲେଟର ପସନ୍ଦ କରିଛନ୍ତି ତେବେ ସେ ଆପଣଙ୍କୁ ମନରୁ ବହୁତ ପସନ୍ଦ କରୁଛନ୍ତି ।

୯- ଯଦି ଆପଣ O ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ତାଙ୍କର ପ୍ରିୟ ବନ୍ଧୁ ମନେ କରୁଛନ୍ତି ।

୧୦- ଯଦି ଆପଣ P ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ଗୋଟେ ଦିନ ନ ଦେଖିଲେ ରହିପାରିବେ ନାହି ।

୧୧- ଯଦି ଆପଣ Z ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ନିଜ ପାଇଁ ବହୁତ ଲକି ମାନେ କରୁଛନ୍ତି ।

୧୨- ଯଦି ଆପଣ L ଲେଟର ଚୟନ କରିଛନ୍ତି ସେ ଆପଣଙ୍କୁ କେବେ ହରାଇବାକୁ ଚାହୁଁ ନାହାନ୍ତି ।

୧୩- ଯଦି ଆପଣ C ଲେଟର ଚୟନ କରିଛନ୍ତି ଆପଣ ତାଙ୍କର ଜୀବନ ଓ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

୧୪- ଆଦି ଆପଣ V ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ପାଇବା ପାଇଁ କିଛି ବି କରିପାରନ୍ତି ।

୧୫- ଯଦି ଆପଣ B ଲେଟର ଚୟନ କରିଛନ୍ତି ତେବେ ଯିଏ ଆପଣଙ୍କୁ ଟେନସନ ଦେଉଥିବେ ସେ ତା କଥା ବୁଝିବେ ।

୧୬- ଯଦି ଆପଣ N ଲେଟର ଚୟନ କରିକହନ୍ତି ତେବେ ଆପଣ ତାଙ୍କ ପାଇଁ ପରିବାର ଠାରୁ ବି ଅଧିକ ଜରୁରି ଅଟନ୍ତି ।

୧୭- ଯଦି ଆପଣ M ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି ।

୧୮- ଯଦି ଆପଣ A ଲେଟର ଚୟନ କରିଛନ୍ତି ତେବେ ସେ ଆପଣଙ୍କୁ ତାଙ୍କ ଠାରୁ ଭଲ ମଣିଷ ଭାବି ପସନ୍ଦ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *