ଆପଣଙ୍କ ଫିଗର ମଧ୍ୟ ହୋଇଯିବ ଆକ୍ଟ୍ରେସ ଭଳି, ଘରେ ବସି କରନ୍ତୁ ବାସ ଏଇ ଗୋଟେ ଯାଦୁଇ ଟ୍ରିକ

ସବୁ ଝିଅ ଙ୍କ ର ଇଛା ଥାଏ କି ତାର ପତଳା ଅଣ୍ଟା ଥିବ । ହେଲେ ଅଧିକାଂଶ ଝିଅ ଙ୍କ ପେଟ ରେ ବହୁତ ଫ୍ୟାଟ ଥାଏ । ପେଟ ରେ ଥିବା ଫ୍ୟାଟ୍ ନା ଖାଲି ଆପଣଙ୍କ ର ଦେହ କୁ ଖରାପ କରେ, ଆପଣଙ୍କୁ ଚିନ୍ତାଗ୍ରସ୍ତ କରେଇଥାଏ । ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯେଉଁଥିରେ ଆପଣ ଘରେ ବସିକି ପେଟ ରେ ଥିବା ଫ୍ୟାଟ୍ କୁ କମେଇ ପାରିବେ । ଓ ଆପଣ ମଧ୍ୟ ପାଇ ପାରିବେ ହେରୋଇନ ମାନଙ୍କ ଭଳି ଫିଗର ଏବଂ ଦେଖାଯିବେ ହଟ୍ ।

୧.  ଆପଣ ଚାହା ଓ କଫି ବଦଳରେ ଗ୍ରିନ୍ ଟି ପିଅନ୍ତୁ, ଏଥିରେ ଆଣ୍ଟି ଅକସାଇଡର ଭରପୁର ମାତ୍ରା ଥାଏ । ଯାହା ଆପଣଙ୍କ ଫ୍ୟାଟକୁ କମ କରି ଆପଣଙ୍କୁ ଦେବ ଏକ ସୁନ୍ଦର ଫିଗର ।

୨. ଆପଣ ବିନା କ୍ୟାଲୋରି ଜାତୀୟ ଖାଦ୍ୟ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ଫ୍ୟାଟ୍ ବଢିବ ନାହିଁ ।

୩ . ମହୁ କୁ ଗରମ ପାଣି ରେ ପିଇଲେ ଆପଣଙ୍କ ପେଟ ରେ ଥିବା ଚର୍ବି କମିଥାଏ । ଏଥିପାଇଁ ଆପଣଙ୍କୁ ପାଣିକୁ ଅଳ୍ପ ଉଷୁମ କରି ସେଥିରେ ଗୋଟେ ଚାମଚ ମହୁ ପକାନ୍ତୁ, ଏବଂ ଯଦି ହେବ କିଛି ଗୋଲମରିଚ ଗୁଣ୍ଡ ପକାଇ ଏହାକୁ ପ୍ରତ୍ୟକ ଦିନ ସକାଳେ ପିଅନ୍ତୁ ।

୪ . ସପ୍ତାହ ରେ ଗୋଟେ ଦିନ ଉପବାସ ରଖନ୍ତୁ ସେଇଦିନ ଫଳ ରସ, ଲେମ୍ବୁ ପାଣି, ସୁପ୍, କ୍ଷୀର ଆଦି ଯେତେ ଇଛା ପିଅନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ।

୫ . ପାଣି ପିଇବା ଆମ ଶରୀର ସହ ଚେହେରା କୁ ବି ସୁନ୍ଦର କରାଏ ତେଣୁ ସବୁ ଦିନ ଅଧିକ ପାଣି ପିଅନ୍ତୁ । ପ୍ରତ୍ୟକ ଦିନ ଅତି କମ ରେ 2 ଲିଟର ପାଣି ନିଶ୍ଚୟ ପିଅନ୍ତୁ ।

ମୋଟା ଫିଗର ଥିବା ଲୋକ ନିଜ ଶରୀରକୁ ଦେଖି ମନ ଖରାପ କରନ୍ତି । ତେବେ ଏହି ସବୁ ଉପାୟ କରିବା ଫଳରେ ଆପଣଙ୍କ ଫିଗର ଆକ୍ଟ୍ରେସ ପରି ହୋଇଯିବ । ଆଉ ଆପଣ ମଧ୍ୟ ନିଜ ଫିଗରକୁ ଭଲ ପାଇବାକୁ ଆରମ୍ଭ କରିବେ । ତେବେ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଏହି ଟିପ୍ସ ପସନ୍ଦ ଆସିଥିଲେ ଅନ୍ୟ ମାନକ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *