April 2023 ତୁଳା ରାଶିର ମାସିକ ରାଶିଫଳ, ଘଟିବ ଭୟଙ୍କର ଘଟଣା… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଏପ୍ରିଲ ମାସରେ ତୁଳା ରାଶିର ବ୍ୟକ୍ତି ମାନଙ୍କ ପାଇଁ ସମୟ କିପରି ରହିବ ତାହା କହିବାକୁ ଯାଉଛୁ । ଏହା ସହ ତୁଳା ରାଶିର ବ୍ୟକ୍ତିଙ୍କର ଚାକିରି, ବ୍ୟାପାର, ପାରିବାରିକ, ଦାମ୍ପତ୍ୟ ଜୀବନ, ଶିକ୍ଷା ବ୍ୟବସ୍ଥା କିପରି ରହିବ ଆସନ୍ତୁ ଜାଣିବା । ଆସନ୍ତା ଏପ୍ରିଲ ମାସରେ ଆପଣଙ୍କ ପାଇଁ ନବ ଗ୍ରହଙ୍କର ସ୍ଥିତି ଭଲ ରହିବ । ସ୍ୱାସ୍ଥ୍ୟ ସମ୍ବଧିତ କିଛି ସମସ୍ଯା ରହିବ ନାହି ।

ଏପ୍ରଲ 2023ରେ ତୁଳା ରାଶିରେ ପଞ୍ଚମ ଭାବରେ ଶନିଦେବ ବିରାଜମାନ ଅଛନ୍ତି । ବିଦ୍ୟାର୍ଥୀ ମାନେ ଆଡମିସନ ନେବାକୁ ଚାହୁଁଥିଲେ, ମନରେ ସନ୍ଦେହ ଥିଲେ ତାହା କ୍ଲିୟର ହୋଇଯିବ । କୌଣସି ପରୀକ୍ଷା ଥିଲେ ଭଲ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଭଲ ଯୋଗ ବନୁଛି । ପଞ୍ଚମ ଭାବ ହୋଇଥାଏ ପ୍ରେମ ଜୀବନର ଭାଗ । ଆପଣ ଅଧିକ ସିରିଏସ ହେବା କାରଣରୁ ବା ଜିଦି କାରଣରୁ ସାମନ୍ୟା ଅସୁବିଧା ହୋଇପାରେ ।

ଜିଦିପଣ କାରଣରୁ ପ୍ରେମ ଜୀବନରେ ସମସ୍ଯା ଆସିପାରେ । ବୁଝାମଣା ଠିକ ରଖନ୍ତୁ । ରୋମାନ୍ସରେ କମି ହେବ ନାହି । ଶୁକ୍ରଦେବ ନିଜ ଘରେ ଥିବାରୁ ଯେବେ ବି ସମସ୍ଯା ଆସିଲେ ପ୍ରେମ ଜୀବନରେ ପ୍ରଭାବ ପଡିବ ନାହି । ସପ୍ତମ ଭାବ ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ । ସପ୍ତମ ଭାବରେ ରାହୁ, ଶୁକ୍ର, ବୁଧ ବିରାଜିତ ଅଛନ୍ତି । ସପ୍ତମ ଭାବର ଅଧିପତି ମଙ୍ଗଳ ଦେବ ଆପଣଙ୍କର ନବମ ଭାବରେ ଅଛନ୍ତି ।

ରାହୁ ଯେବେ ଯାଏଁ ସପ୍ତମ ଭାବରେ ଅଛନ୍ତି ଅକ୍ଟୋବର 2023 ଯାଏଁ ଦାଂପତ୍ଯ ଜୀବନକୁ ସମ୍ଭାଳିକି ଚଳାଇବାକୁ ଚେଷ୍ଟା କରନ୍ତୁ । ଏମିତି ନ ହେଉ ଆପଣଙ୍କ କ୍ରୋଧ କାରଣରୁ ବା ଭୁଲ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ସମସ୍ଯା ଆସିଯାଉ । କିନ୍ତୁ ମଙ୍ଗଳଙ୍କର ସ୍ଥିତି ବହୁତ ଭଲ ଆସି ଯାହା ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଆପଣଙ୍କ ମନ ବିଚଳିତ ହୋଇପାରେ । ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

ଆପଣଙ୍କର ଭାଗ୍ୟ ସ୍ଥାନର ମାଲିକ ହେଉଛନ୍ତି ବୁଧ ଦେବ । କ୍ଯାରିୟରର ମାଲିକ ଚନ୍ଦ୍ରମା । ଆପଣଙ୍କର ଶୁଭ କାର୍ଯ୍ୟ କୁ ନେଇ ମାଧ୍ୟମ ଫଳ ପ୍ରଦାନ କରିବ । ଆପଣଙ୍କର ଯେତେ ସମସ୍ଯା ଆସିଲେ ବି ଶୁଭ ପରିଣାମ ମିଳିବ । ଆପଣ ଯେଉଁ ଜିନିଷ କିଣିବାକୁ ଚାହୁଁ ଛନ୍ତି ତାହା କିଣିପାରିବେ । କୌଣସି ବି ମିଟିଙ୍ଗ ଆଟେନ କରିବାକୁ ଚାହୁଁଛନ୍ତି ବୁଧ, ଶୁକ୍ର, ଶନି ଦେବ ଭଲ ଅଛନ୍ତି । ଭାଗ୍ଯର ସାଥ ପାଇବେ ।

ଚାକିରି ନ ଥିଲେ ଚେଷ୍ଟା କରିବାକୁ ହେବ । କ୍ଯାରିୟରର ଅଧିପତି ଚନ୍ଦ୍ରମା ଥିବାରୁ ଆପଣଙ୍କ ମନ ବିଚଳିତ ରହିପାରେ । ଆପଣଙ୍କର ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହେବ । ଚନ୍ଦ୍ରମା ପ୍ରତି 2 ଦିନରେ ଥରେ ରାଶି ପରିବର୍ତ୍ତନ କାରଣରୁ । ଆପଣ ବହୁତ ବୁଦ୍ଧିମାନ ହୋଇଥିଲେ ବି ଚନ୍ଦ୍ରମାଙ୍କ ପ୍ରଭାବ ପଡିପାରେ । ବ୍ୟାପାର ବହୁତ ଭଲ ଚାଲିବ କିନ୍ତୁ ଅଧିକ ପ୍ରତିଯୋଗୀତା, ପରିଶ୍ରମ ସହ । କ୍ରୋଧ, ବାଣୀ ଉପରେ ସଂଯମ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *