ହେ ଭଗବାନ କି ଭୟଙ୍କର ଦୃଶ୍ୟ ! ଲଘୁଚାପରେ ଅଶାନ୍ତ ସମୁଦ୍ର… ଭାସିଗଲେ ଅମାନିଆ ପର୍ଯ୍ୟଟକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଅକାତ କାତ ପାଣି ସମୁଦ୍ର ର ଭୟଙ୍କର ଗର୍ଜନ । ଆଉ ସେହି ସମୁଦ୍ର ର ଗର୍ଜନ ଶବ୍ଦ ଆଉ ସେଥିରେ କଣ କେବେ ନିଜ ପରିବାରକୁ ଆଉ କେବେ ଦେଖି ପାରିବି ସମୁଦ୍ର କଣ ସତରେ ଏତେ ଭୟଙ୍କର ମୁଁ ସେତିକି ଜାଣି ପାରିଲି ନାହି କେମିତି ମୁଁ ଏବେ କଣ କରିବି ଆଉ ଶରୀରରେ ଏବେ ବଳ ନାହି ସମୁଦ୍ର ସହ ଲଢିବାକୁ ମୁଁ ବୁଡି ଯାଉଛି । କିଏ ହେଲେ ମୋତେ ଟିକେ ବଞ୍ଚାଅ କି ଭୟଙ୍କର ଲହରୀ ଯାହା ରୋକିବାର ନାଁ ନେଉ ନାହି ମୁଁ ଭାସି ଯାଉଛି ଧୀରେ ଧୀରେ ମୋତେ କିଛି ତ ହେଲେ ଶୁଣି ପାରୁଛ କୁଳକୁ ନେଇ ଯାଅନ୍ତୁ ମୁଁ କଣ ମରିଯିବୀ ?

ଆଜି ଆଜି ମୋର ଜୀବନର ଶେଷ ଦିନ ହେବ ସତରେ ? ଏମିତି କିଛି ସମୁଦ୍ରରେ ବୁଡିବା ପରେ ଭାବିଛନ୍ତି ପର୍ଯ୍ୟଟକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଯାଇଛି ସମୁଦ୍ର କୁଳକୁ ବୁଲିବାକୁ ଯାଇଥିବା ପର୍ଜ୍ୟଟକ ଙ୍କ ସହ । ଲଘୁଚାପ ର ଆସନ୍ତ ସମୁଦ୍ରର ରୂପ ଦେଖିବାକୁ ଯାଇଥିଲେ । ହେଲେ ଆସନ୍ତା ସମୁଦ୍ର ଯେ ଏଭଳି ମାଡି ବସିବ ଆଉ ଗଭୀର ପାଣି ଭିତରକୁ ଟାଣି ନେବେ ତାହା ଜାଣି ନ ଥିଲେ । ସାମାନ୍ଯ ଭୁଲ କାରଣରୁ ଆଜି ଅଶାନ୍ତ ସମୁଦ୍ର ଭିତରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବୁଡି ଯାଉଥିବା ଏହି ପର୍ଯ୍ୟଟକ ଜଣକ ।

ଏଭଳି ଭୟଙ୍କର ଦୃଶ୍ୟ ଆପଣ ମାନେ ବି ଏହି ଭିଡିଓ ରେ ଦେଖି ପାରିବେ । କିଭଳି ଭାବେ ଜଣେ ବ୍ୟକ୍ତି ମରଣ ଆଡକୁ ଟାଣି ହେଉ ଯାଉଛନ୍ତି । ହଁ ଆଜ୍ଞା ଏଭଳି ଛାତି ଥରାଇଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦିଘା ବେଳାଭୂମି ରୁ । ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଦିଘା ବେଳାଭୂମି ରେ ସମୁଦ୍ର ଅଶାନ୍ତ ହୋଇ ରହିଛି । ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷ ରୁ ପ୍ରଥମେ ଡାକବାଜି ଯନ୍ତ୍ର ଦ୍ଵାରା ସବୁ ପର୍ଯ୍ୟଟକ ମାନଙ୍କୁ ପ୍ରତେକ ମୂହୁର୍ତ୍ତ ରେ ସତର୍କ ସୂଚନା କରା ଯାଇଥିଲା ।

କିନ୍ତୁ ଗତ କାଲି ସମୁଦ୍ର ରେ ଉଚ୍ଚ ଜୁଆର ଥିବା ବେଳେ ଜଣେ ପର୍ଯ୍ୟଟକ ଙ୍କର ଅସାବଧନତା କାରଣରୁ ଆଜି ସେ ସମୁଦ୍ର ରେ ବୁଡି ଯାଇଛନ୍ତି । ସେ ସମୁଦ୍ରର ଲହରୀ ସହ ଭାସି ଯାଇଥିଲେ । ଦୀର୍ଘ ଅଧ ଘଣ୍ଟା ଧରି ସମୁଦ୍ର ର ଉଚ୍ଚ ଜୁଆର ରେ ଫସି ରହି ନିଜ ଜୀବନ ସହ ସଂଘର୍ଷ କରି ଆସିଲେ । ଯାହାର ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ଉଦ୍ଧାର କରି ତାଙ୍କୁ ସ୍ଥାନୀୟ ମେଡିକାଲ କୁ ନେଇଥିବା ଦୃଶ୍ୟ ସାମନା କୁ ଆସିଥିଲା ।

ତେବେ ସମୁଦ୍ରର ଏଭଳି ଉଚ୍ଚ ଜୁଆର ପାଇଁ ଲଗାତାର ଭାବେ ପ୍ରଶାସନ ପକ୍ଷ ରୁ ସତର୍କ କରା ଯାଇଅଛି । କିନ୍ତୁ ଏଭଳି କିଛି ଅମାନିଆ ପର୍ଜ୍ୟଟକ ଙ୍କ ପାଇଁ କିଏ ଦାୟୀ ରହିବ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *