ଗୋଟେ ସୈନିକକୁ ଘେରିଗଲେ ୩୦ ଜଣ ଆତଙ୍କବାଦୀ, ତାହା ପରେ ଯାହା ହେଲା ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ

ଆଜିର ଦୁନିଆ ଏମିତି ପରିସ୍ଥିରେ ପହଞ୍ଚିଲାଣି ଯେଉଁଠି କେବଳ ରାଜନୀତି, ଦୁର୍ନୀତି, ଆତଙ୍କବାଦୀ ଏତେ ବଢି ଗଲାଣି ଯେ ସାରା ଦୁନିଆ କେବଳ ଡଋ ଡଋ ବଞ୍ଚୁଛି । ସବୁଠୁ ଅଧିକ ଦର ତ ଆତଙ୍କବାଡି ମାନଙ୍କୁ ଲାଗେ କାହିଁକି ନା ଏମାନେ ବହୁତ ନିର୍ମମ ଭାବେ ହତ୍ୟା କରନ୍ତି। ଏମାନଙ୍କ ସହ ଲଢିବା ପାଇଁ ମଧ୍ୟ ଆମ ଦେଶର ସେନା ସବୁବେଳେ ପ୍ରସ୍ତୁତ ଥାଏ, ଯେଉଁଥିରେ ସେମାନେ ନିଜର ଜୀବନ ମଧ୍ୟ ହରାଇ ଥାଆନ୍ତି, କିନ୍ତୁ ତଥାପି ସେ ନିଜ ଜୀବନକୁ ପଛରେ ପକାଇ ସବୁ ଦେଶବାସୀଙ୍କର ରକ୍ଷା କରନ୍ତି। ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।  ଜଣେ ସୈନିକ ୩୦ ଜଣ ଆତଙ୍କବଦୀଙ୍କ ସହ ଏକାକୀ ଲଢିଥିଲେ । ତେବେ ଚଲାନ୍ତୁ ଜାଣିବା ପୁରା ଘଟଣା କଣ?

ଗୋରଖା ସୈନିକ ଦୀପ ପ୍ରସାଦ, ଯିଏକି ଏକେଲା ଆତଙ୍କବାଦୀଙ୍କ ମଧ୍ୟରେ ଫସି ରହିଥିଲେ ମଧ୍ୟ କେବେ ହାର୍ ମାନିନଥିଲା ଓ ସେ ଏକେଲା ହିଁ ୩୦ ଜଣ ଆତଙ୍କବାଦୀଙ୍କୁ ନିଜ ଗୁଳିରେ ଶୁଆଇ ଦେଇଥିଲେ ।ଏହି ଘଟଣା ଆଫଗାନିସ୍ଥାନର ଅଟେ, ଯେଉଁଠି ସେପ୍ଟେମ୍ବର ୨୦୧୦ ରେ ଦୀପପ୍ରସାଦ ନିଜର ଡ୍ୟୁଟି କରୁଥିଲେ ଓ ତାଲିବାନୀ ଆତଙ୍କବାଦୀମାନେ ଚୌକିକୁ ଚାରିପଟୁ ଘେରେଇଗଲେ । ଯେବେ ଦୀପ ପ୍ରସାଦଙ୍କୁ ଜଣାପଡିଲା କି ସେ ସବୁଆଡୁ ଘେରେଇ ହୋଇଛନ୍ତି , ସେ ନିର୍ଭୟର ସହ ସେ ଏହି ପରିସ୍ଥିତକୁ ସମ୍ଭାଳିଲେ , ଉଭୟ ପଟୁ ଗୁଳିର ବର୍ଷଣ ହେଲା , ଗ୍ରେନେଡ୍ ପଡିଲା , ଦୀପପ୍ରସାଦ ତାଙ୍କ ଉପରକୁ ୧୭ ଟି ଗ୍ରେନେଡ୍ ଫିଙ୍ଗିଥିଲେ  ଓ ଗ୍ରେନେଡ୍ ଶେଷ ହୋଇଯିବା ପରେ ରାଇଫଲ ରୁ ଆତଙ୍କୀଙ୍କ ଗୁଳିରେ ବର୍ଷଣ କରିବାକୁ ଚାଲିଲେ , ଯେତେବେଳେ ତାଙ୍କ ସାହାଯ୍ୟ ପାଇଁ  ଆଉ ସେନା ଆସି ପହଞ୍ଚିଲେ ସେ ୩୦ ଜଣ ଆତଙ୍କୀଙ୍କୁ ମାରି ସାରିଥିଲେ ।

ଦୀପ ପ୍ରସାଦ ବ୍ରିଟେନ୍ ଙ୍କ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟ ବାହାଦୁରୀ ପାଇଁ ବକିଘମ ପ୍ୟାଲେସରେ ଏକ ସମାରୋହରେ କନଫ୍ୟୁସିୟସ୍ ଗେଲେଟ୍ରୀ କ୍ରୋସ୍ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସମାରୋହରେ ସେ କହିଲେ କି ଯେମିତି ଭାବେ ମୋତେ ଚାରିପଟୁ ଘେରେଇ ହୋଇଯାଇଥିଲେ, ମୁଁ ବୁଝିସାରିଥିଲି ମୁଁ ମରିବା ସୁନିଶ୍ଚିତ । ତେବେ ମୁଁ ଭାବିଲି ଯଦି ମରିବି କିଛି ଆତଙ୍କବାଦୀଙ୍କୁ ମାରିକି ମରିବି ।ଗୋରଖା ସୈନିକଙ୍କ ବିଷୟରେ ଭାରତର ସୈନାଦକ୍ଷ ରହିଥିବା ଶ୍ୟମ ମାନେକଶୋ ଥରେ କହିଥିଲେ କି ଯଦି କୌଣସି ବ୍ୟକ୍ତି କହିଥାଏ କି ଯାହାକୁ ମରିବାକୁ ଡର ଲାଗେ ନାହିଁ, ତେବେ ସେ ମିଥ୍ୟା ଅଟେ । ଏମିତିରେ ଜଣେ ଦକ୍ଷ ସୈନିକ ଦୀପ ପ୍ରସାଦ, ଯିଏକି ତାଲିବାନୀ ଆତଙ୍କବାଦୀଙ୍କ ମଧ୍ୟରେ ଫସିବା ପରେ ମଧ୍ୟ ନିଜ ଅଦ୍ଭୁତ ସାହାସ ଓ ବୁଝାମଣାକୁ ନେଇକରି ୩୦ ଜଣ ଆତଙ୍କବାଦୀଙ୍କୁ ମାରି ପକାଇଥିଲେ।

ଦୀପ ପ୍ରସାଦ ଏହି ଆକ୍ରମଣରେ ନାଁ କେବଳ ଆତଙ୍କବାଦୀଙ୍କୁ ମାରି ପକାଇଥିଲେ ବରଂ ତିନିଜଣ ସୈନିକଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, ତାଙ୍କୁ ଜଣାନଥିଲା କି କେତେଜଣ ତାଲିବାନୀ ମାନେ ଆକ୍ରମଣ କରୁଛନ୍ତି , ଦୀପ ପ୍ରସାଦ ଆତଙ୍କବାଦୀଙ୍କ ସହ ଲଢୁଥିବା ବେଳେ ୪୦୦ ରାଉଣ୍ତ ଗୁଳି, ୧୭ ଟି ଗ୍ରେନେଡ୍ ଓ ଏକ ମାଇନ୍ ବମ୍ କୁ ଧ୍ୱଂସ କରିଦେଇଥିଲେ । ତେବେ ଏହା ହେଉଛି ଗୋଟେ ଦେଶର ସେନାର ବୀରତ୍ଵ ।

ଆମ ଦେଶର ବୀର ଯବାନ ମାନଙ୍କ ପାଇଁ ଗୋଟେ ଲାଇକ ଓ ଶେୟାର ତ ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *