ଆତିଫ୍ ଅସଲାମ୍ ଙ୍କ ସ୍ତ୍ରୀ କେଉଁ ଅପସରା ଠାରୁ କମ୍ ନୁହନ୍ତି , ସୁନ୍ଦରତା ଦେଖିକରି ଆପଣ ଚକିତ ହୋଇଯିବେ ଏବେ ଦେଖି ନିୟନ୍ତୁ

ଆତିଫ୍ ଅସଲାମ୍ ଙ୍କ ସ୍ତ୍ରୀ କେଉଁ ଅପସରା ଠାରୁ କମ୍ ନୁହନ୍ତି

ବଲିଉଡରେ ଅନେକ ଗାୟକ ନିଜର ପ୍ରତିଭା ଦେଖାଇ ଆସୁଛନ୍ତି। ବଲିଉଡ ଗାୟକ କହିଲେ କେବଳ ଭାରତର ଗାୟକଙ୍କୁ ବୁଝାଏନି । ବଲିଉଡରେ ଗୀତ ଗାଉଥିବା ପାକିସ୍ତାନ ସିଙ୍ଗର ମାନଙ୍କୁ ବି ବୁଝାଏ । ହେଲେ ଆପଣ କେବେ ଭାବିଝଛନ୍ତି କି ବଲିଉଡରେ ନିଜର ସଂଙ୍ଗୀତର ଜାଦୁ ଦେଖାଉଥିବା ଏହି ଗାୟକ ମାନଙ୍କ ପତ୍ନୀ ମାନେ କେତେ ସୁନ୍ଦରୀ । ହଁ ବନ୍ଧୁ ଆଜି ଏହି ଆଟିକିଲରେ ଆମେ ଆପଣଙ୍କୁ ଜଣେ ପ୍ରସିଦ୍ଧ ବଲିଉଡ ଗାୟକ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଜାଉଛୁ। ଆତିଫ୍ ଅସଲାମ ଏକ ଏପରି ଗାୟକ ଅଟନ୍ତି ଯିଏକି ନିଜର ସ୍ୱରର ଯାଦୁ କେବଳ ପାକିସ୍ଥାନ ନୁହେଁ ବରଂ ଭାରତରେ ବି ବ୍ୟାପି ଅଛି । ତେବେ ଜାଣନ୍ତୁ ତାଙ୍କ ବିଷୟରେ ।

ପ୍ରସିଦ୍ଧ ଗାୟକ ଯେବେ କଥା ଆସେ ଆମେ ଆତିଫ୍ ଅସଲାମ୍ ଙ୍କ ନାଁ ନ ଆସିଲେ ତେବେ କଣ ।  ଭାରତରେ ଏବେ ଆତିଫ୍ ଅସଲାମ୍ କୋଟିକୋଟି ଫ୍ୟାନ୍ ଅଛନ୍ତି । ଯେତିକି ଭଲ ପାଇବା ପାକିସ୍ଥାନ ଫ୍ୟାନ୍ ମାନେ ଦେଉଛନ୍ତି । ତାହା ଠାରୁ ଅଧିକା ଭାରତୀୟ ଫ୍ୟାନ୍ ମାନେ ଦେଉଛନ୍ତି । ଆତିଫ୍ ଅସଲାମ୍ ବଲିଉଡ୍ ରେ ବହୁତ ହିଟ୍ ଗୀତ ଦେଇଥିଲେ । ନିଜ ସ୍ୱର ସକାଶେ ସେ ଏକ ଅଲଗା ଜାଗା ସୃଷ୍ଟି କରନ୍ତି ।

ତାଙ୍କ ଗୀତ ରିଲିଜ୍ ହେବା ପାଇଁ ଲୋକେ ବହୁ ପ୍ରତିକ୍ଷା ରେ ରହିଥାଣ୍ତି । ଓ ଗୀତ ଶୁଣି ଲୋକ ପୁରା ବଶିଭୁତ ହୋଇଯାଆନ୍ତି । ସେମିତି ଆତିଫ୍ ଅସଲାମ୍ ସବୁ ବୟସର ଦର୍ଶକଙ୍କ ପସନ୍ଦ ଅଟନ୍ତି ବିଶେଷକରି ଯୁବ ସମାଜର ସବୁଠାରୁ ଅଧିକା କ୍ରେଜ୍ ଅଛି ।

ଝିଅମାନଙ୍କର ଅତିଫ୍ ଅସଲାମଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଅଧିକା ଅଟେ । ନିଜ ସୁନ୍ଦର ପର୍ଶାନିଲିଟି ପାଇଁ ସେ ଲକ୍ଷେ ଝିଅମାନଙ୍କ ମଧ୍ୟରେ ରାଜ୍ କରନ୍ତି । କିନ୍ତୁ ଝିଅମାନଙ୍କର ହୃଦୟ ସେତେବେଳେ ଭାଙ୍ଗିଯାଇଥିଲା ଯେତେବେଳେ ସେ ବାହା ହୋଇଯାଇଥିଲେ । ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା କି ସେ ଯେତେବେଳେ ସୁନ୍ଦର ସ୍ତ୍ରୀ ସାରା ଭରବାନା ଙ୍କ ଫଟୋ ଦେଖିଥିଲେ ସାରା ଫଟୋ ଗୁଡିକ ଦେଖିଲା ପରେ ବଡ ବଡ ଅଭିନେତ୍ରୀଙ୍କୁ ପଛରେ ପକାଇଦେବେ । ଆଜି ଆମେ ଆତିଫ୍ ଙ୍କ ବିଷୟରେ ନୁହେଁ ତାଙ୍କର ସ୍ତ୍ରୀ ସାରା ଭରବାନା ଙ୍କ ବିଷୟରେ କଥା ହେଉଛୁ । ଆଜି ଆମେ କିଛି ଫଟୋ ଦେଖେଇବୁ ଯାହାକୁ ଦେଖିଲା ପରେ ଆପଣ ଚକିତ ହୋଇଯିବେ । ହଁ ଆଜ୍ଞା ସାରା ବହୁତ ସୁନ୍ଦର ଅଟନ୍ତି ।

୨୦୧୩ ରେ ବିବାହ ହୋଇଥିଲା

୨୦୧୩ ରେ ଆତିଫ୍ ଓ ସାରା ଙ୍କ ବିବାହ ହୋଇଥିଲା । ସାରା ପାକିସ୍ଥାନର ଲାହୋର୍ ସହରରେ ରହୁଥିଲେ । ଆତିଫ୍ ଅସଲାମ୍ ଙ୍କ ମାନିବା କଥା କି ସେ ତାଙ୍କ ପତ୍ନୀ ତାଙ୍କ ପାଇଁ ବହୁତ ଲକି ଅଟନ୍ତି । ଆତିଫ୍ ସାରାଙ୍କୁ ସେତିକି ସ୍ୱାଧିନତା ଦେଇଛନ୍ତି ଯେଉଁଥି ପାଇଁ ସେ ହକଦାର୍ ଅଟନ୍ତି । ଆତିଫ୍ ଓ ସାରା କେବେ କେଉଁ ଜିନିଷକୁ ଦେବା ପାଇଁ ମନା କରିନଥାନ୍ତି । ସାରାଙ୍କୁ ୱେଷ୍ଟର୍ଣ କପଡା ପିନ୍ଧିବା ପାଇଁ ସ୍ୱାଧୀନତା ଦେଇଛନ୍ତି । ଆଜି ଆତିଫ୍ ଓ ସାରା ଏକ ଖୁସିର ଜୀବନ ବିତାଉଛନ୍ତି |

କହିଦେଉଛୁ କି ଦୁଇଜଣଙ୍କ ଏକ ସୁନ୍ଦର ପୁଅ ବି ଅଛି ।   ଆତିଫ୍ ଅସଲାମ୍ ଙ୍କ ଜନ୍ମ ପଞ୍ଜାବର ବଜୀରାବାଦ ରେ ଏକ୍ ପଞ୍ଜାବୀ ମୁସଲିମ୍ ପରିବାରରେ ହୋଇଥିଲା ସେ ଗାୟକ ହେବା ପୂର୍ବରୁ ଏକ ସ୍ୱପ୍ନ ଥିଲା କି ସେ କ୍ରିକେଟିୟର୍ ହେବେ । କିନ୍ତୁ ଧିରେ ଧିରେ ସେ ସଂଗୀତ ଉପରେ ରୁଚି ରଖିଲେ । ୧୭ ଜୁଲାଇ ୨୦୦୪ ରେ ଆତିଫ୍ ଙ୍କ ପ୍ରଥମ ମ୍ୟୁଜିକ୍ ଆଲବମ୍ ଜଲ୍ ପରୀ ରିଲିଜ୍ ହେଲା । ଏହି ଆଲବମ୍ ସୁପରହିଟ୍ ହୋଇଥିଲା । ଏହା ପରେ ସେ ବହୁତ ହିଟ୍ ଆଲବମ୍ ରେ ଗାଇ ଥିଲେ । ସେ ମେରି କାହାଣୀ । ଦୁରୀ । ପରି ବହୁତ ହିଟ୍ ଆଲବମ୍ ଦେଇଥିଲେ ଯାହା ପରେ ବଲିଉଡ୍ ରେ ଗୀତ ଗାଇବାର ସୁଯୋଗ ମିଳିଲା । ବଲିଉଡ୍ ରେ ବି ତାଙ୍କ କ୍ୟାରିୟର୍ ହିଟ୍ ହେଲା ।

ଆପଣଙ୍କୁ ଏହି ଯୋଡି କେମିତି ଲାଗିଲେ । କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ.. ଅତିଫ ଏବଂ ତାଙ୍କ ପତ୍ନୀଙ୍କ ପାଇଁ ଗୋଟିଏ ଲାଇକ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *