ପୁରା ରାତି ମୋବାଇଲ ଚାର୍ଜ କରୁଛନ୍ତି କି ? ଯଦି କରୁଥାନ୍ତି ତେବେ ଏବେହିଁ ପଢନ୍ତୁ କଣ ହୁଏ …

ପୁରା ରାତି ମୋବାଇଲ ଚାର୍ଜ କରୁଛନ୍ତି କି

ଆଜି କାଲି ଯାହାକୁ ଦେଖ ତା ପାଖରେ ଏକ ସ୍ମାର୍ଟ୍ ଫୋନ୍ ନିଶ୍ଚିତ ଦେଖିବାକୁ ମିଳିଥାଏ । ସେ କାମ କରୁଥିବା ଲୋକ ହେଉ କିମ୍ବା ବେରୋଜଗାର , ଯେପରି ଟେଲିକମ୍ ସେକ୍ଟରେ ଜିଓ ଆସିବା ପରେ ତେଜି ଆସିଛି , ଯୁବ ସମାଜଠୁ ନେଇ କରି ବଡ ଲୋକ ପର୍ଯ୍ୟନ୍ତ ଇଣ୍ଟରନେଟ୍ ର ବ୍ୟବହାର ବହୁତ କ୍ଷିପ୍ର ଭାବେ ବଢିବାକୁ ଲାଗିଛି । ଓ ତାହା ଦ୍ୱାରା ସ୍ମାର୍ଟ୍ ଫୋନ୍ ର ଚାହିଦା ବି ବଢିବାରେ ଲାଗିଛି । ଆପଣ ଦେଖିଥିବେ କି ଲୋକମାନେ ବହୁତ ନିଜ ମୋବାଇଲ୍ କୁ ଚାର୍ଜ କରିପାରନ୍ତି ନାହିଁ । ଓ ସେଥିପାଇଁ ସେ ରାତିରେ ଶୋଇଲାବେଳେ ନିଜ ମୋବାଇଲ୍ କୁ ଚାର୍ଜରେ ବସାଇ ଶୋଇ ପଡନ୍ତି । କାରଣ ତାପର ଦିନ ସକାଳୁ ଉଠି ଚାର୍ଜ ନକରିବା ପଡେ ।

କଣ ହୁଏ

କହିବାକୁ ଚାହୁଁଛୁ କି ରାତି ସାରା ଚାର୍ଜ କରିବା ଦ୍ୱାରା ଆପଣଙ୍କ ଫୋନ୍ ୫-୬ ଘଣ୍ଟା ବିଦ୍ୟୁତ ସହ ଲାଗିରହିଥାଏ । କହିବୁ କି ଆପଣ ଯଦି ଏପରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଜାନକାରୀ ବହୁତ କାମର ଅଟେ,ସେମିତି ବି ସମସ୍ତେ ଜାଣିଛନ୍ତି କି ମୋବାଇଲ୍ ଚାର୍ଜ ହେବା ପାଇଁ ପ୍ରାୟତଃ ୩-୪ ଘଣ୍ଟା ସମୟ ଲାଗିଥାଏ ।କିନ୍ତୁ ଏପରି ଭାବେ ଆପଣଙ୍କ ଫୋନ୍ ପୁରା ରାତି ୫-୬ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିଥାଏ ।

30 ବର୍ଷରେ ଧନୀ ହୁଅନ୍ତି ଏହି ପାଞ୍ଚଟି ରାଶି – ଆପଣଙ୍କ ରାଶି ଅଛି କି??

ଆପଣଙ୍କୁ କହିଦେଉଛୁ କି ଯେ କୌଣସି ଫୋନ୍ ର ବ୍ୟାଟେରୀକୁ ଓଭର୍ ଚାର୍ଜ କରିବା ଉଚିତ୍ ନୁହେଁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଫୋନ୍ ର ବ୍ୟାଟେରୀ ଆୟୁ କମି କମି ଆସିଥାଏ । କେବଳ ଏତିକି ନୁହେଁ ଫୋନ୍ ବ୍ୟାଟେରୀ ଫାଟିବାର ଆଶଙ୍କା ଥାଏ । କହିରଖୁଛୁ କି ଆଣ୍ତରୟଡ୍ ସ୍ମାର୍ଟ୍ ଫୋନ୍ ରେ ଏକ ଏପରି ଟେକ୍ନୋଲୋଜି ଆସିଯାଇଛି କି ଆପଣ ଯେତେବେଳେ ଚାର୍ଜରେ ବସେଇବେ ତା ଦ୍ୱାରା ଏକ ନୁଆ ସେଟିଙ୍ଗ୍ ଆସିଯାଇଛି ଯାହା ବ୍ୟାଟେରୀକୁ ଚାର୍ଜର କନେକ୍ସସନ୍ କୁ ବନ୍ଦ କରିଦେବ ।

ଲମ୍ବା ସମୟ ଚାର୍ଜ ପାଇଁ ଛାଡନ୍ତୁ ନାହିଁ

କିନ୍ତୁ ଏହାପରେ ମଧ୍ୟ ଆପଣଙ୍କ ଚାର୍ଜରୁ ଫୋନ୍ କୁ ଲଗାତାର ଭୋଲ୍ ଟେଜ୍ ଯାଉ ଥାଏ । ଓ ଏହା ଦ୍ୱାରା ଆପଣଙ୍କ ଚାର୍ଜିଙ୍ଗ୍ କ୍ଷମତା ଆସ୍ତେ ଆସ୍ତେ କମି ଆସିଥାଏ । ସେଥିପାଇଁ ସବୁବେଳେ ମନେ ରଖିବେ କି ଫୋନ୍ କୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାର୍ଜ କରିବା ପାଇଁ ଛାଡନ୍ତୁ ନାହିଁ । ଓ ଫୋନ୍ କୁ ୧୦୦ ପ୍ରତିଶତ ଚାର୍ଜ ନକରି ୮୦-୯୦ ପ୍ରତିଶତ ଚାର୍ଜ ହେଲାପରେ ସକେଟ୍ ରୁ ବାହାର କରିଦିଅନ୍ତୁ । ଓ ଏହା କରିବା ଦ୍ୱାରା ଆପଣଙ୍କ ଫୋନ୍ ବହୁତ ଦିନ ଯାଏଁ ଲମ୍ବା ଚାଲିଥାଏ ।

Leave a Reply

Your email address will not be published. Required fields are marked *