Breaking News: ଶୀଘ୍ର ସାରି ନିଅନ୍ତୁ କାମ, Augustରେ 15 ଦିନ ବନ୍ଦ ରହିବ Bank

ଆପଣ ମାନେ ଜାଣିଥିବେ କି ଆମେ ସବୁ କାରବାର ବ୍ଯାଙ୍କ ମାଧ୍ୟମରେ କରି ଥାଉ । ଯଦି ଦେଖିବା କି ଏହା ଭିତରେ ଅନେକ ସମସ୍ଯା ଥାଇ ମଧ୍ୟ ବ୍ଯାଙ୍କ ସୁବିଧା ଚାଲିଥିଲା । ତେବେ ଏହି ଆସନ୍ତା ମାସରେ ଅନେକ ଦିନ ଯାଏ ବ୍ଯାଙ୍କ ବନ୍ଦ ହେବା ପାଇଁ ଯାଉଛି ।

ଏହା ଏକ ବଡ ଖବର ବ୍ଯାଙ୍କ ଗ୍ରାହକ ମାନଙ୍କ ପାଇଁ ଯଦି କେହି ବ୍ଯାଙ୍କ ରେ କାମ ଅଛି ବୋଲି ଭାବୁ ଥାନ୍ତି ତେବେ ନିଶ୍ଚିତ ଭାବେ ଜଲ୍ଦି ନିଜ କାମ ସାରି ନିଅନ୍ତୁ କାରଣ ହେଉଛି କି ବ୍ଯାଙ୍କ ଆସନ୍ତା ମାସରେ ବନ୍ଦ ରହିବା ପାଇଁ ଯାଉଛି । ତେବେ ଏହି ଛୁଟି RBI ଦ୍ଵାରା ନିର୍ଧାରିତ ହେବା ପାଇଁ ଯାଉଛି ।

ଯଦି ଆପଣ ମାନେ ନିଜର ଜରୁରୀ କାମ କୁ ଏହି ମାସ ଶେଷ ସୁଧା ସାରି ନ ନେବେ ତାହେଲେ ଏହା ଆପଣଙ୍କ ପାଇଁ ଅସୁବିଧା କରି ପାରେ । ଆଗାମୀ ମାସରେ ୧୫ ଦିନ ପାଇଁ ବ୍ଯାଙ୍କ ବନ୍ଦ ରହିବ । ପ୍ରତି ମାସର ଦ୍ଵିତୀୟ ଶନି ବାର ଓ ଚତୁର୍ଥ ଶନି ବାର ବ୍ଯାଙ୍କ ବନ୍ଦ ରୁହେ କିନ୍ତୁ ।  ଏହା ପାଇଁ ଆଞ୍ଚଳିକ ପର୍ବ ପାଇଁ ବ୍ଯାଙ୍କ ବନ୍ଦ ରହୁଛି । ଏହି ଆସନ୍ତା ମାସରେ ୧, ୮, ୧୫, ୧୨, ତାରିଖ ରବିବାର  ।

୨୨ ରେ ରାକ୍ଷୀ ପୁରଣିମା,  ୧୪ ଓ ୨୮ ମାସର ଦ୍ଵିତୀୟ ଶନିବାର ଓ ଚତୁର୍ଥ ଶନିବାର ପଡୁଛି । ୧୩, ଦେଶହ ପ୍ରେମ ଦିବଶ, ଏହି ଦିନ ମଣିପୁର ରେ ଥିବା ସବୁ ବ୍ଯାଙ୍କ ବନ୍ଦ ରହିବ । ୧୬ ରେ ପାରଶୀ ନୂଆ ବର୍ଷ ଏହି ଦିନ ମହାରାଷ୍ଟ୍ର, ବେଳାପୁର, ନାଗପୁର, ଅଞ୍ଚଳ ସହ ମୁମ୍ବାଇ ବନ୍ଦ ରହିବ । ୧୯ ରେ ମହରମ ଓ ୨୦ ରେ ଫାଷ୍ଟ ଓମାନ କେରାଳର ସବୁ ବ୍ଯାଙ୍କ ବନ୍ଦ ରହିବ ।

୨୧ ରେ ଥିରୁଭୋନାମ ଓ କୋଛି ସବୁ ବନ୍ଦ ରହିବ । ୨୩ ରେ ଶ୍ରୀ ନାରାୟଣ ଗୁରୁର ଜୟନ୍ତୀ । ସେହି ଦିନ ମଧ୍ୟ ଥିରୁ ଅନନ୍ତ ପୁରମ ଓ କୋଚି ବନ୍ଦ ରହିବ । ୩୦ ରେ ଜନ୍ମାଷ୍ଟମୀ ଓ ୩୧ ରେ ଶ୍ରୀ କୃଷ୍ଣ ଅଷ୍ଟମୀ ସବୁ ହାଇଦ୍ରାବାଦ ସମତେ ବ୍ଯାଙ୍କ ବନ୍ଦ ରହିବ ।  ତେଣୁ ଆପଣ ଏହି ମାସ ଆଗରୁ କାମ କରେଇ ନିଅନ୍ତୁ କାରଣ ଅନ୍ୟ ଦିନ ଖୁବ ଭିଡ ରହିପାରେ ବ୍ୟାଙ୍କ ।

Leave a Reply

Your email address will not be published. Required fields are marked *