Shakti Mishraଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ଗୁରୁତର ଅବସ୍ଥାରେ ହାତ ପାତି ପ୍ରିୟ ଶ୍ରୋତାଙ୍କୁ ମାଗିଲେ ସାହାଯ୍ୟ, କଣ କହୁଛନ୍ତି ଦେଖନ୍ତୁ Video

ଓଡିଶାରେ ସର୍ବ ପ୍ରଥମେ ଯଦି କେହି ସୁପର ଷ୍ଟାର ହୋଇଛନ୍ତି ତେବେ ସେମାନେ ନିଶ୍ଚିତ ଭାବ ଏଆଗ ଆଲବମ ରୁ ହିଁ ଆରମ୍ଭ । ଆଜି କାଲୀ ଖୁବ ଭଲ ଗୀତ ଶୁଣିବା ପାଇଁ ପାଉଛୁ । କିନ୍ତୁ ଏହା କୁ ଗାଈ ଥିବା ବ୍ୟକ୍ତି ଙ୍କୁ ଆମେ ଦେଖିବା ପାଇଁ ଖୁବ ସମାୟା ପାଇ ଥାଉ ।

ଏମାନେ ସବୁ ବେଳେ ପରଦା ପଛରେ ଥାନ୍ତି ଏମାନଙ୍କ ର କେବଳ କଣ୍ଠ କୁ ହିଁ ଆମେ ଶୁଣି ପାରୁ ଓ ସେହି କଣ୍ଠ ରୁ ବାହାରିଥିବା ସଙ୍ଗୀତ ଆମ ସଭ୍ୟ ଙ୍କ ଅମନକୁ ଛୁଇଁ ଥାଏ । ତେବେ ଓଡିଶାର ସହରରୁ ନେଇକି ଗ୍ରାମ ଯାଏ ସବୁ ଙ୍କ ମନରେ ଥିବା କଣ୍ଠ ଶିଳ୍ପୀ ସକ୍ତି ମିଶ୍ର ଏବେ ସେ ରୋଗ ସଜ୍ୟାରେ । ଏକ ଇଣ୍ଟରଭ୍ୟୁ ରେ ସେ କହିଛନ୍ତି କି ତାଙ୍କର ଲିଭର କୁ ବଦାଲା ଜୀବ କାରଣ ତାଙ୍କର ଏହା ଖରାପ ହୋଇ ଯାଇଛି ।

ଏହାକୁ ନେଇ ସେ କହିଛନ୍ତି କି ତାଙ୍କର ହାର୍ଟ ମଧ୍ୟ ଖରାପ ଅଛି ସେ କହିଛନ୍ତି କି ଗୋଟେ ୭୦ ଭାଗ ଖରାପ ଅଛି ଓ ଅନ୍ଯଟି ୯୦ ଭାଗ ଖରାପ ଅଛି । ତେଣୁ କରି ସେ ଏହାକୁ କେବଳ ମେଡ଼ିସିନ କ୍ଖାଇକି ଦବେଇକି ରଖିଥିଲେ । ଏବେ ସେ ଅପରେସନ ହେବା ପାଇଁ ଯାଉଛନ୍ତି । କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଖୁବ ଖରାପ ଥିଲା । ତାଙ୍କୁ ଘରୋଇ ଡାକ୍ତର ଖାନା ରେ ଭର୍ତ୍ତି କରା ଯାଇ ଥିଲା ।

Loading...

ସେ ସେଠାରୁ ଆସିବା ପରେ ତାଙ୍କୁ ଚିକିସ୍ଛା ପାଇଁ ଡାକ୍ତର କହିଛନ୍ତି କି ଖୁବ ଶୀଘ୍ର ସେ ନିଜର ହାର୍ଟ ଓ ଲିଭର ଅପରେସନ କରାନ୍ତୁ । ଏହା ପାଇଆନ ଖରଚ ହେବ ପ୍ରାୟ ୩୦ ଲକ୍ଷ ଟଙ୍କା । ତେଣୁ କରି ସେ ନିଜର ଓଡିଶାବାଶି ଙ୍କୁ ଆର୍ଥିକ ସହାୟତା ମାଗିଛନ୍ତି । ସେ କହିଛନ୍ତି କି ସେ ତାଙ୍କର କଥା କହିଛନ୍ତି ଓ ଏବେ ତାଙ୍କର ସ୍ରୋତା ମାନେ ଏବେ କଣ ଅନୁଦାନ ଦେଉଛନ୍ତି ତାହା ତାଙ୍କ ଉପରେ ରହିଲା ।

ସେ ଅନୁଦାନ ଦେବା ପାଇ ଦୁଇଟି ବାଙ୍କ ଡିଟେଲ ଦେଇଛନ୍ତି । ତାହା ହେଉଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ, ବଜାର ବ୍ରାଞ୍ଚ, ଢେଙ୍କାନାଳ, ଏକାଉଣ୍ଟ ନମ୍ବର – ୨୦୨୨୬୮୦୦୯୯୯, IFSC CODE – SBI 0008582, ଫୋନ ନମ୍ବର – 9437157383 । କିମ୍ବା ଦିବ୍ୟଜୋତି ମିଶ୍ର ତାଙ୍କ ପୁଅ ତାଙ୍କର ମଧ୍ୟ ବାଙ୍କ ଡିଟେଲ ଅଛି ସେ ହେଉଛି ୟୁକୋ ବାଙ୍କ, ଜଗନ୍ନାଥ ରୋଡ ବ୍ରାଞ୍ଚ, ଢେଙ୍କାନାଳ ।

ଆକାଉଣ୍ଟ ନମ୍ବର – ୦୪୪୦୦୧୧୦୦୪୨୭୯, IFSC CODE – UCBA 0000440, ଫୋନ ନମ୍ବର – ୯୮୬୧୦୪୯୧୮୦ । ଯେଉଁ ମାନେ ଅନୁଦାନ ଦେବା ପାଇଁ ଚାହିଁବେ ସେମାନେ ଏଥିରେ ଦେଇ ପାରିବେ । ଏହା ତାଙ୍କୁ ଏକ ବଡ ସାହାଜ୍ଯ ହେବ । ସେ ସାବିତ୍ରୀ ଚଳଚିତ୍ର ପାଇଁ ସିନେ କ୍ରିତିକ ଆୱାର୍ଡ ପାଇଥିଲେ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *