ଓଡିଶାରେ ସର୍ବ ପ୍ରଥମେ ଯଦି କେହି ସୁପର ଷ୍ଟାର ହୋଇଛନ୍ତି ତେବେ ସେମାନେ ନିଶ୍ଚିତ ଭାବ ଏଆଗ ଆଲବମ ରୁ ହିଁ ଆରମ୍ଭ । ଆଜି କାଲୀ ଖୁବ ଭଲ ଗୀତ ଶୁଣିବା ପାଇଁ ପାଉଛୁ । କିନ୍ତୁ ଏହା କୁ ଗାଈ ଥିବା ବ୍ୟକ୍ତି ଙ୍କୁ ଆମେ ଦେଖିବା ପାଇଁ ଖୁବ ସମାୟା ପାଇ ଥାଉ ।
ଏମାନେ ସବୁ ବେଳେ ପରଦା ପଛରେ ଥାନ୍ତି ଏମାନଙ୍କ ର କେବଳ କଣ୍ଠ କୁ ହିଁ ଆମେ ଶୁଣି ପାରୁ ଓ ସେହି କଣ୍ଠ ରୁ ବାହାରିଥିବା ସଙ୍ଗୀତ ଆମ ସଭ୍ୟ ଙ୍କ ଅମନକୁ ଛୁଇଁ ଥାଏ । ତେବେ ଓଡିଶାର ସହରରୁ ନେଇକି ଗ୍ରାମ ଯାଏ ସବୁ ଙ୍କ ମନରେ ଥିବା କଣ୍ଠ ଶିଳ୍ପୀ ସକ୍ତି ମିଶ୍ର ଏବେ ସେ ରୋଗ ସଜ୍ୟାରେ । ଏକ ଇଣ୍ଟରଭ୍ୟୁ ରେ ସେ କହିଛନ୍ତି କି ତାଙ୍କର ଲିଭର କୁ ବଦାଲା ଜୀବ କାରଣ ତାଙ୍କର ଏହା ଖରାପ ହୋଇ ଯାଇଛି ।
ଏହାକୁ ନେଇ ସେ କହିଛନ୍ତି କି ତାଙ୍କର ହାର୍ଟ ମଧ୍ୟ ଖରାପ ଅଛି ସେ କହିଛନ୍ତି କି ଗୋଟେ ୭୦ ଭାଗ ଖରାପ ଅଛି ଓ ଅନ୍ଯଟି ୯୦ ଭାଗ ଖରାପ ଅଛି । ତେଣୁ କରି ସେ ଏହାକୁ କେବଳ ମେଡ଼ିସିନ କ୍ଖାଇକି ଦବେଇକି ରଖିଥିଲେ । ଏବେ ସେ ଅପରେସନ ହେବା ପାଇଁ ଯାଉଛନ୍ତି । କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ଖୁବ ଖରାପ ଥିଲା । ତାଙ୍କୁ ଘରୋଇ ଡାକ୍ତର ଖାନା ରେ ଭର୍ତ୍ତି କରା ଯାଇ ଥିଲା ।
ସେ ସେଠାରୁ ଆସିବା ପରେ ତାଙ୍କୁ ଚିକିସ୍ଛା ପାଇଁ ଡାକ୍ତର କହିଛନ୍ତି କି ଖୁବ ଶୀଘ୍ର ସେ ନିଜର ହାର୍ଟ ଓ ଲିଭର ଅପରେସନ କରାନ୍ତୁ । ଏହା ପାଇଆନ ଖରଚ ହେବ ପ୍ରାୟ ୩୦ ଲକ୍ଷ ଟଙ୍କା । ତେଣୁ କରି ସେ ନିଜର ଓଡିଶାବାଶି ଙ୍କୁ ଆର୍ଥିକ ସହାୟତା ମାଗିଛନ୍ତି । ସେ କହିଛନ୍ତି କି ସେ ତାଙ୍କର କଥା କହିଛନ୍ତି ଓ ଏବେ ତାଙ୍କର ସ୍ରୋତା ମାନେ ଏବେ କଣ ଅନୁଦାନ ଦେଉଛନ୍ତି ତାହା ତାଙ୍କ ଉପରେ ରହିଲା ।
ସେ ଅନୁଦାନ ଦେବା ପାଇ ଦୁଇଟି ବାଙ୍କ ଡିଟେଲ ଦେଇଛନ୍ତି । ତାହା ହେଉଛି ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ, ବଜାର ବ୍ରାଞ୍ଚ, ଢେଙ୍କାନାଳ, ଏକାଉଣ୍ଟ ନମ୍ବର – ୨୦୨୨୬୮୦୦୯୯୯, IFSC CODE – SBI 0008582, ଫୋନ ନମ୍ବର – 9437157383 । କିମ୍ବା ଦିବ୍ୟଜୋତି ମିଶ୍ର ତାଙ୍କ ପୁଅ ତାଙ୍କର ମଧ୍ୟ ବାଙ୍କ ଡିଟେଲ ଅଛି ସେ ହେଉଛି ୟୁକୋ ବାଙ୍କ, ଜଗନ୍ନାଥ ରୋଡ ବ୍ରାଞ୍ଚ, ଢେଙ୍କାନାଳ ।
ଆକାଉଣ୍ଟ ନମ୍ବର – ୦୪୪୦୦୧୧୦୦୪୨୭୯, IFSC CODE – UCBA 0000440, ଫୋନ ନମ୍ବର – ୯୮୬୧୦୪୯୧୮୦ । ଯେଉଁ ମାନେ ଅନୁଦାନ ଦେବା ପାଇଁ ଚାହିଁବେ ସେମାନେ ଏଥିରେ ଦେଇ ପାରିବେ । ଏହା ତାଙ୍କୁ ଏକ ବଡ ସାହାଜ୍ଯ ହେବ । ସେ ସାବିତ୍ରୀ ଚଳଚିତ୍ର ପାଇଁ ସିନେ କ୍ରିତିକ ଆୱାର୍ଡ ପାଇଥିଲେ ।