ବଲିଉଡ ଜଗତରେ ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ ନିଜର କଳାର ଚମକରେ ସବୁ ଦୁନିଆକୁ ଚମକାଇ ଦେଇ ପାରୁଛନ୍ତି । ଯେଉଁ ମାନେ କିଛି ଭି କାମ କରିବା ଆଗରୁ ନିଜ ପାଇଁ ସବୁ ବେଳେ କିଛି ନା କିଛି ଅଲଗା ଭାବି ଥାନ୍ତି ବୋଧେ ହୁଏ ସେଥିପାଇଁ ଲୋକମାନେ ସେମାନ ଙ୍କୁ ଚିର ଦିନ ପାଇଁ ମନ ରଖନ୍ତି ।
ତେବେ ଆପଣ ଜାଣି ଥିବେ କି ଆଗ ଜମାନାରେ ହେଉ କିମ୍ବା ଅଭିକା ସମୟରେ ହେଉ ଯଦି କେହି ଭଲ ଭାବେ ନିଜ ଭବିଷ୍ୟତ ପାଇ କିଛି ରଖିନି ତେବେ ସେ ନିଶ୍ଚିତ ଭାବେ ପସ୍ତେଇବ । ଏହି ଭଳି କେବଳ ସାଧାରଣ ଲୋକଙ୍କ ଜୀବନରେ ହୁଏ ତାହା ନୁହେଁ । ଏହା ଚଳଚିତ୍ର ଜଗତରେ ଥିବା ଲୋକଙ୍କ ଶ ଅମଧ୍ୟ ହୋଇ ଥାଏ ।
ତେବେ ଆଗକାଳରେ ନିଜର ସବୁ ଠାରୁ ଅଲଗା ଅନ୍ଦାଜ ଦେଖାଇ ଦର୍ଶକଙ୍କ ମନକୁ ଖୁବ ଖୁଶି ଦେଉଥିଲେ । ସେହି ଭଳି ଏକ ଅଭିନେତ୍ରୀ ଆଜି ରୋଗ ସଜୟାରେ ମୃ-ତ୍ୟୁ ସହ ଲଢୁଛନ୍ତି । ତାଙ୍କ ଏହି ଅବସ୍ଥା ପାଇଁ ଆର୍ଥିକ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ଅଭିନେତ୍ରୀ ନୁପୁର । ସେ କହିଛନ୍ତି କି ଏହି କଥା ଆକେହି ଜଣାଇ ନଥିଲେ କିନ୍ତୁ ତାଙ୍କର ପଇସା ଅଭାବରୁ ସେ ଏକ ଛୋଟ ଘରେ ରହୁଥିଲେ ଯାହା ପାଇଁ ନିଶ୍ଵାଶ ପ୍ରଶ୍ବାଶ ନେବା ପାଇଁ ଆସୁବିଧା ହେଉ ଥିଲା ।
ଯାହା ପାଇଁ ତାଙ୍କର ଆଜି ଏହି ଅବସ୍ଥା । ତାଙ୍କ ପାଇଁ ଆନେକ ଥର ନୁପୁର ନିଜେ ଅନେକ ଜାଗା ଦେଖିଛନ୍ତି କିନ୍ତୁ ସେଠାରେ ସେ ରହିବା ଆଗରୁ ସେହି ଜାଗା ଭର୍ତ୍ତି ହୋଇ ଯାଇଥିଲା । ସେ କିଛି ଏଭଳି ମଧ୍ୟ କହିଥିଲେ କି ସେ ତାଙ୍କର ବୟଶକୁ ଦେଖିକି ବୃଦ୍ଧା ଆଶ୍ରମ ମଧ୍ୟ ଦେଖିଥିଲେ କିନ୍ତୁ ତାହା ମଧ୍ୟ ଦୁର୍ଭାଗ୍ୟ ରୁ ମିଳି ପାଇ ନଥିଲା । ତେବେ ଏବେ ସେ ICU ରେ ଅଛନ୍ତି ।
ଆମେ କେବଳ ଭଗବାନ ଙ୍କୁ ପ୍ରାଥନା କରି ପାରିବା କି ଆମେ ତାଙ୍କୁ ଭଲ ରେ ପୁଣି ଥରେ ଦେଖି ପାରୁ । ସେ ନିଜ ଯୁବତୀ ଅବସ୍ଥାରେ ଅନେକ ଚଳଚିତ୍ର ରେ କାମ କରିଛନ୍ତି ୫୦ ରୁ ଭି ଉର୍ଦ୍ଧ ଚଳଚିତ୍ର ରେ ସେ କାମ କରିଛନ୍ତି । ଏହା ସହ ନିଜ ବୃଦ୍ଧ ବୟଶରେ କିଛି ତା ସିରିୟାଲ ରେ ମଧ୍ୟ ଅଭିନୟ କରିଥିଲେ ସେ ।
ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।