ସରକାରଙ୍କ ନୂଆ ଯୋଜନା: ଜମା କରନ୍ତୁ 2 ଟଙ୍କା ମିଳିବ 36 ହଜାର ଟଙ୍କା, କେମିତି ଜାଣନ୍ତୁ

ଏମିତିରେ ତ ଅନେକ ଯୋଜନା ଅଛି କିନ୍ତୁ ମୋଦୀ ସରକାରଙ୍କ ନୂଆ ଯୋଜନା ଆସିଛି । ଯେଉଁ ତିରେ ସେ ବେକାରି ଓ ଅବହେଳିତ ଲୋକମାନଙ୍କ ପାଇଁ କିଛି ଉପାୟ କରିଛନ୍ତି । ତାଙ୍କ ଅନୁସାରେ ଯେଉଁ ମାନେ ମୁଲିଆ ଶ୍ରେଣୀ ଯେଉଁ ମାନେ ଦିନ ମଜୁରିଆ ଓ ଯେଉଁ ମାନେ ଗରିବ । ସେମାନେ ୨ ଟଙ୍କା ଜମା କଲେ ମିଳିବ ୩୬୦୦୦ ଟଙ୍କା ।

ସାଧାରଣତ ଗରିବ ଲୋକ ମାନେ ନିଜ ପାଇଁ ଧାନ ସଞ୍ଚୟ କରି ପାନରନ୍ତି ଏହାର କାରଣ ହେଉଛି କି ସେମାନନେ ସବୁ ଡି କ୍ଷତି ଖାଇବ୍ବା ଲୋକ ସେମାନେ ନିଜ ଭବିଷ୍ୟତ ପାଇଁ କିଛି ସଞ୍ଚଯ କରି ପାରନ୍ତି ନି । ଯାହା ପାଇ ତାଙ୍କ ପରିବାର ଉପରେ ସେମାନେ ବୋଝ ହୋଇ ଯାନ୍ତି ଏହି ପାଇଁ ଆପଣଙ୍କ ଆୟ ୧୫୦୦୦ ଟଙ୍କା ରୁ କମ ହୋଇଥିବା ଦରକାର ।

ବୟଶ ହେଲେ ସବୁ ଲୋକ ସାହାରା ଖୋଜିଥାନ୍ତି ସେମାନେ ନିଶ୍ଚିତ ଭାବେ ନିଜର କାମ କୁ ପ୍ରାଧାନ୍ଯ ଦେଲେ ମଧ୍ୟ ସେମାନେ ଉପରକୁ ଉଠି ପାରିବେ ନି ତେଣୁ କରି ସେମାନେ ନିଶ୍ଚିତ ଭାବେ ଏହି ଯୋଜନା ରେ ନିଜ ସାମିଲ କରି ପାରିବେ । ଏଠି ପାଇଁ ସେମାନେ ୧୮ ରୁ ଅଧିକ ହୋଇ ଥିବା ଦରକାର ମାତ୍ର ସେମାନେ ୪୦ ବର୍ଷ ମଧ୍ୟରେ ହୋଇ ଥିବେ ।

ସେହି ଶ୍ରେଣୀରେ ଥିବା ଲୋକ ମାନେ ମାଶୀକ ୫୫ ଟଙ୍କା ଭଳି ଜମା କରିବା ଦ୍ଵାରା ୬୦ ବର୍ଷ ପରେ ସେମାନେ ମାଶୀକ ୩୦୦୦ ଟଙ୍କା ମାନ ଏହା ବାର୍ଷିକ ରୂପେ ୩୬୦୦୦ ଟଙ୍କା ହୋଇ ଯିବ । ଏହା ଏକ ପ୍ରକାର ପେନସନ ଯୋଜନା ଅଟେ । ଯାହା ପାଇଁ ଗରିବ ଲୋକମାନେ ଖୁବ ଭଲ ଫଳା ଫଳ ପାଇବେ ଏହା ପାଇଁ ଆପଣଙ୍କୁ ପ୍ରଥମେ CMC ଅଫିସ କୁ ଯିବାକୁ ପଡିବ ।

ସେଠାରେ ଆପଣ ନିଜ ଆଧାର କାର୍ଡ ଓ ଜନଧନ ଯୋଜନା ଖାତାରେ ଥିବା IFC ନମ୍ବର ଦେବାକୁ ପଡିବ । ଆପଣଙ୍କ ଦସ୍ତାବେଜ କମ୍ପ୍ୟୁଟର ରେ ସାମିଲ ହେଲା ପରେ ଆପଣଙ୍କୁ ଏହି କାର୍ଡ ମିଳିଯିବ । ଏଥିରେ ବ୍ୟକ୍ତି ୬୦ ବର୍ଷ ଯାଏ ଟଙ୍କା ଜମା କରିବେ ଓ ଏହା ପରେ ସେମାନେ ମାଶିକ ରୂପେ ପଇସା ପାଇବେ । ତେବେ ଏହା ସରକାରଙ୍କ ତରଫରୁ ଏକ ଭଲ ଓ ଉରନ୍ନତି ମୁଳକ ଯୋଜନା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *