ଗଜବ କରିଦେଲା ଅଟୋବାଲା, ଚାଲୁଥିବା ଗାଡିର ଟାୟାର ବଦଳାଇ ଦେଲା! ଦେଖନ୍ତୁ ଭିଡିଓ

ଆଜି ସୋସିଆଲ ମିଡିଆ ଲୋକମାନଙ୍କ ପାଇଁ ଏକ ଏମିତି ପ୍ଲେଟଫାର୍ମ ହୋଇ ଯାଇଛି ଯେଉଁଠି ଏକ ସାଧାରଣ ମଣିଷ ବି ରାତାରାତି ଫେମସ ହୋଇ ପାରିବ । ତାହା ଫଟୋ ହେଉ କିମ୍ବା ଭିଡିଓ ଯଦି ଲୋକମାନଙ୍କୁ ପସନ୍ଦ ଆସିବାକୁ ଲାଗେ ତେବେ ତାକୁ ଧଡାଧଡ ଲାଇକ ଓ ଶେୟାର ହେବାକୁ ଲାଗିଥାଏ । ଆପଣଙ୍କୁ କହିଦେଉଛୁ ଯେ ବର୍ତ୍ତମାନ ଏମିତି ହିଁ ଏକ ଭିଡିଓ ବହୁତ ଜଲ୍ଦି ଭାଇରାଲ ହେବାକୁ ଲାଗୁଛି ।

ଯେଉଁଠି ଏକ ବ୍ୟକ୍ତି ଚାଲୁଥିବା ଗାଡିର ଟାୟାର ବଦଳାଇ ଦେଉଛି । ଏହି ଭିଡିଓ କେବେ କେଉଁଠି କାର ଅଟେ ଏହି କଥା ବିଷୟରେ କୌଣସି ବି ସୂଚନା ନାହିଁ । କିନ୍ତୁ ଭାରତୀୟ ୟୁଜର ଏହାକୁ ବହୁତ ଶେୟାର କରୁଛନ୍ତି ।

ଏହି ଭାଇରାଲ ହୋଇଥିବା ଭିଡିଓରେ ଆପଣ ଦେଖି ପାରିବେ କି ଏକ ଅଟୋ ଚାଳକର ଗାଡିର ଟାୟାର ଚାଲୁଥିବା ସମୟରେ ପମଚର ହୋଇ ଯାଉଛି । ଯାହା ପରେ ସେ ଗାଡିକୁ ଦୁଇଟି ଟାୟାର ଉପରେ ଛିଡା କରି ଦେଉଛି ଓ ଅନ୍ୟ ଏକ ଟାୟାରକୁ ଚେଞ୍ଜ କରିବାକୁ ଲାଗୁଛି । ଏହାକୁ ପଛରେ ଗାଡି ଚାଲୁଥିବା ଏକ ବ୍ୟକ୍ତି ରେକର୍ଡ କରୁଛି । ଖାଲି ରାସ୍ତାରେ ଗାଡି ଚାଲୁଥିବା ସମୟରେ ଟାୟାର ବାହାର କରୁଛି ଓ ଅନ୍ୟ ଅଟୋ ଚାଳକ ତାହା ହାତରେ ଏକ ଟାୟାର ଦେଇ ଦେଉଛି ।

ଏହା ପରେ ସେ ସେହି ଟାୟାରକୁ ପମଚର ଟାୟାର ସହ ଚେଞ୍ଜ କରି ଦେଉଛି । ଏହି ଭିଡିଓକୁ ବହୁତ ଶେୟାର କରାଯାଉଛି । ଟ୍ୱିଟର ଉପରେ ଜଣେ ୟୁଜର ଶେୟାର କରି କ୍ୟାପ୍ସନରେ ଲେଖିଲା –‘ଆମେ ଚନ୍ଦ୍ରୟାନ ର ଲ୍ୟାଣ୍ଡରକୁ ବି ଠିକ କରି ଦେବେ ।‘ ଏହି ଭିଡିଓକୁ ଫେସବୁକ, ଟ୍ୱିଟର ଓ ୱାଟ୍ସଐପ ବହୁତ ଶେୟାର କରାଯାଉଛି । ଯାହାକୁ ଲକ୍ଷ ଲକ୍ଷ ଲୋକମାନେ ଦେଖି ସାରିଛନ୍ତି ।

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସିଲେ ଶେୟାର ନିଶ୍ଚୟ କରିବେ । ଆଗକୁ ଆମ ସହ ରହିବା ପାଇଁ ଓ ଏହିଭଳି ଅନେକ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *