ବାହା ହେଲେ ଭାରତୀୟ କ୍ରିକେଟ ଟୀମର ଅଲ ରାଉଣ୍ଡର Axar Patel, ଏହି ଝିଅକୁ କରିଛନ୍ତି ବିବାହ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ କ୍ରିକେଟ ଜଗତ ଦୁନିଆ ବିଷୟରେ ଜାଣିଥିବେ । କ୍ରିକେଟ ଜଗତରେ ଖେଳୁଥିବା ଖେଳାଳି ମାନ ଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ଏମିତି କିଛି ଖେଳାଳି ଅଛନ୍ତି ଯେଉଁ ମାନେ ନିଜର ଖେଳ ପାଇଁ ବିଶ୍ଵ ରେ ରେକର୍ଡ ସୃଷ୍ଟି କରିଥାନ୍ତି । କ୍ରିକେଟ ଦୁନିଆରେ ଖେଳାଳି ମାନେ ନିଜର ବେଷ୍ଟ ପ୍ରଦର୍ଶନ କରି ଖୁବ ନାଁ କମାଇଛନ୍ତି ।

ଏମିତି କିଛି ଖେଳାଳି ଅଛନ୍ତି ଯେଉଁ ମାନେ ନିଜ ଖେଳ ସହ ବ୍ୟକ୍ତିଗତ ଜୀବନ କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଯେଉଁ ଖେଳାଳି ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥାଏ । ତେବେ ସେମିତି ଜଣେ ଅଲ ରାଉଣ୍ଡର ହେଉଛନ୍ତି ଅକ୍ଷର ପଟେଲ ଯିଏ କି କ୍ରିକେଟ ଦୁନିଆର ଜଣେ ଜଣାଶୁଣା ହସ୍ତୀ ଅଟନ୍ତି ।

ତାଙ୍କର ଖେଳ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ ଓ ପ୍ରଭାବିତ କରିଥାଏ । ତେବେ ତାଙ୍କୁ ନେଇ ଆସିଛି ଏକ ବଡ ଖବର । ଅକ୍ଷର ପଟେଲ ନିଜର ପ୍ରେମିକା ମେଘା ପଟେଲ ଙ୍କୁ ବିବାହ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଭିଡିଓ ରେ ଅକ୍ଷର ପଟେଲ ବର ବେଶରେ ସଜବାଜ ହୋଇ ବରଯାତ୍ରୀ ଧରି ଯାଉଛନ୍ତି ।

ସେ ବର ବେଶ ରେ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି । ତେବେ ବରୋଦା ରେ ଦୁହିଙ୍କର ବିବାହ ସମ୍ପନ୍ନ ହୋଇଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଅକ୍ଷର ପଟେଲ ନିଜର ବିବାହକୁ ନେଇ ବେଶ ଖୁସି ଥିବାର ନଜର ଆସୁଛନ୍ତି ଏହି ଭିଡିଓ ରେ । ସେ ନିଜ ପ୍ରେମିକା ମେଘା ଙ୍କୁ ଏବେ ନିଜର ଜୀବନ ସାଥି ଭାବେ ପାଇଛନ୍ତି । ଦୁହିଙ୍କର ବିବାହ ବେଶ ଧୂମ ଧାମ ରେ ହୋଇଛି ।

ବରଯାତ୍ରୀ ରେ ଯାଇଥିବା ଲୋକେ ସବୁ ଖୁବ ଧମାଲ ମଚାଇଛନ୍ତି ଯାହାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ଭାରତୀୟ ଅଲ ରାଉଣ୍ଡର ଅକ୍ଷର ପଟେଲ ନିଜର ବିବାହ ର ପ୍ରତେକ ଟି ରସମ ର ଭିଡିଓ ସୋସିଆଲ ଆକାଉଣ୍ଟ ରେ ସେୟାର କରିଛନ୍ତି । ଯାହା ତାଙ୍କର ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *