ଛାଡପତ୍ର ପରେ ପ୍ରଥମ ଥର ଭିଡିଓ କରି ନିଜ ଦୁଃଖ କହିଲେ ବବି ମିଶ୍ର, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଓଡିଆ ଇଣ୍ଡଷ୍ଟ୍ରି କୁ ଓଡିଆ ଦର୍ଶକ ମାନେ ବହୁତ ଭଲ ପାଇଥାନ୍ତି । ଓଡିଆ ଫିଲ୍ମୀ ଜଗତର ତଥା ସିରିୟଲ ଦୁନିଆର ଅନେକ ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଦର୍ଶକ ମାନେ ପସନ୍ଦ କରିଥାନ୍ତି । ଦର୍ଶକଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ବବି ମିଶ୍ର ଙ୍କୁ ଟିଭି ପରଦାରେ ଦେଖିଥିବେ ।

ସେ ଅନେକ ଚଳଚିତ୍ର ତଥା ଗୀତ ଆଲବମ ରେ ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ତାଙ୍କ ଅଭିନୟ ବହୁତ ଚର୍ଚ୍ଚା ର ବିଷୟ ହୋଇଛି । ଆପଣ ମାନେ ସମସ୍ତେ ପ୍ରାଏ ଭଲ ଭାବରେ ଅବଗତ ଯେ, ବିଗତ ୨୬ ତାରିଖ ମଇ ମାସରେ ବାତ୍ୟା ୟାସ ଆସି ଓଡିଶାରେ ବହୁଳ ଭାବରେ ପ୍ରଭାବ ପକାଇଅଛି । ବନ୍ଧୁଗଣ ଏହି ବାତ୍ୟା ରେ ବହୁଳ ଅଞ୍ଚଳ କ୍ଷୟ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥିତି ସୁଧୁରିବାର ନାହିଁ ।

ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ, ଓଡିଆ ଫିଲ୍ମ ତଥା ଆଲବମ ଜଗତର ଅଭିନେତା “ବବି ମିଶ୍ର” ଙ୍କ ଗାଁ ସଂପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ରହିଅଛି । ଏହାକୁ ନେଇ ସେ ବହୁତ ଦୁଖ ପ୍ରକାସ କରି ସୋସିଆଲ ମିଡିଆରେ ନିଜ ଗାଁ ର ଜଳମଗ୍ନ ଦୃଶ୍ୟ ଦର୍ଶକ ମାନଙ୍କୁ ଦେଖାଇଛନ୍ତି । ସେ କହିଲେ ଯେ, ଭଗବାନ ଙ୍କ ଇଛା ଦେଖାଯାଉ କଣ ହେଉଅଛି । ମାତ୍ର ଚେଷ୍ଟା କରିବା କିଭଳି ପରିସ୍ଥିତି ସୁଧୁରି ଯାଉ ।

ଏହା ବ୍ୟତୀତ ସେ ବହୁତ ଦୁଖ ପ୍ରକାଶ କରି କହିଲେ, ଯେ ‘ମୁଁ ଅଛି ବର୍ତ୍ତମାନ ଆମ ଗାଁ ରେ । ଏବଂ ଏହି ବାତ୍ୟା ପାଇଁ ଆମ ଏରିଆ ତି ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଦୁଇଦିନ ପରେ ମଧ୍ୟ ସଂପୂର୍ଣ୍ଣ ଗାଁ ଟି ଜଳମଗ୍ନ ହୋଇ ରହିଅଛି । ଗାଁ ଚାରିଆଡେ ପାଣି ।

ଦୂର ଦୂର ମଧ୍ୟରେ ରହିଥିବା ଲୋକ ମାନେ ମଧ୍ୟ ପାଣି ଘେରରେ ରହିଛନ୍ତି । ବବି କହିଲେ ଯେ, ବର୍ତ୍ତମାନ ସେ ଚେଷ୍ଟା କରୁଛନ୍ତି ପାଣି ଘେରରେ ରହିଥିବା ଲୋକ ମାନଙ୍କୁ କିଛି ସାହାର୍ଯ୍ୟ କରିବା ପାଇଁ । ବନ୍ଧୁଗଣ ସେ ଏହା ମଧ୍ୟ କହିଛନ୍ତି ଯେ, ପବନରୁ ଅତ୍ୟଧିକ ବର୍ଷା ର ପ୍ରକୋପ ଥିଲା । ଏହା ବ୍ୟତୀତ ସେ ଦୁଖ ପ୍ରକାଶ କରି କହିଲେ, ଏହିବର୍ଷ କୌଣସି ଚାଷ ମଧ୍ୟ ହୋଇପାରିବ ନାହିଁ । କାରଣ ବାତ୍ୟା ର ପ୍ରକୋପ ଏତେ ଅଧିକ ଥିଲା ଯେ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ଥିତି ସୁଧୁରି ନାହିଁ ।

ମାତ୍ର ଭଗବାନ ଙ୍କ ଇଛା ଦେଖାଯାଉ କଣ ହେଉଅଛି । ଆମ୍ଭେ ମାନେ ମିଶି ଚେଷ୍ଟା କରିବା ଏହି ଅଞ୍ଚଳରେ କିଭଳି ପୁନର୍ବାର ଉନ୍ନତି ହୋଇପାରୁ । ଏଠାକାର ଲୋକମାନେ ପୁଣିଥରେ ଚାଷ କାର୍ଯ୍ୟ କରି ନିଜର ରୋଜଗାର ର ପନ୍ଥା ଆରମ୍ଭ କରିପାରିବେ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *