ବାଛନ୍ତୁ ଗୋଟେ ପତ୍ର ଓ ଜାଣନ୍ତୁ ଆପଣଙ୍କ ଅଧୁରା ଇଛା କେବେ ହବ ପୁରା

ମଣିଷ ନିଜ ଜୀବନରେ ବହୁତ ଇଛା ରଖିଥାଏ, ତେବେ ବହୁତ ଗୁଡେ ଇଛା ପୂର୍ଣ ହୋଇଥାନ୍ତି ଓ କିଛି ପୂର୍ଣ ହବା ଆଶା ମନରେ ରହିଥାଏ କିନ୍ତୁ କିଛି ଇଛା ଏମିତି ହୋଇଥାଏ ଯାହା ଆମେ ଜାଣିଥାଉ ଯେ ପୂର୍ଣ ହବ ନାହିଁ ତଥାପି ଆମେ କରିଥାଉ ଯେମିତିକି ପ୍ପାରୀ ଦୁନିଆ ବା ଜିନ ଯିଏ ସବୁ ଇଛା ପୂର୍ଣ କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛୁ ଯେ ଏହି ପତ୍ର ମଧ୍ୟରୁ ଗୋଟେ ପସନ୍ଦ କରନ୍ତୁ ଓ ଜାଣନ୍ତୁ ଆପଣଙ୍କ କେଉଁ ଅଧୁରା ଇଛା ପୂର୍ଣ ହବାକୁ ଯାଉଛି ।

Image Courtesy: Google

୧. ଯଦି ଆପଣ ପ୍ରଥମ ପତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ମନ ଇଛା ବହୁତ ଶୀଘ୍ର ପୂର୍ଣ ହବ କିନ୍ତୁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହବ ନଚେତ କିଛି ଖରାପ ହୋଇପାରେ ।

୨. ଯଦି ଆପଣ ସବୁଜ ପତ୍ର ପସନ୍ଦ କରିଛନ୍ତି ତେବେ ଆପଣ ନିଜ ଇଛା ପୁର୍ତି ପାଇଁ ବହୁତ ପରିଶ୍ରମ କରିଛନ୍ତି ଓ ଆପଣଙ୍କୁ ଫଳ ମଧ୍ୟ ଆପଣାଙ୍କ ଅନୁଯାଇ ମିଳିବ କିନ୍ତୁ ଆପଣଙ୍କୁ ଅପେକ୍ଷା କରିବାକୁ ହବ ।

୩. ଯଦି ଆପଣ ବାଇଗଣି ପତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ନିଜ ଇଛା ପୁର୍ତି ପାଇଁ ଅଧିକ ପରିଶ୍ରମ କରିବା ଆବଶ୍ୟକ ଅଟେ ।

Image Courtesy: Google

୪. ଯଦି ଆପଣ ନାଲି ପତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଇଛା ବହୁତ ବିଚିତ୍ର ରୂପରେ ପୂର୍ଣ ହବ, ଓ ଆପଣଙ୍କୁ ଏହା ପାଇଁ ନିଜ ସାଙ୍ଗ ବା ପ୍ରେମୀ ସାହାଜ୍ଯ ନବାକୁ ହବ ।

୫. ଯଦି ଆପଣ କମଳା ପତ୍ର ପସନ୍ଦ କରିଛନ୍ତି ତେବେ ଦୁର୍ଭାଗ୍ୟବଶ ଆପଣଙ୍କ ସମୟ ବହୁତ ଖରାପ ଚାଲିଛି ୨ ୩ ମାସ ପରେ ଚେଷ୍ଟା କରନ୍ତୁ ହେଇ ପାରେ ପୂର୍ଣ ହେଇଯିବ କିନ୍ତୁ ବର୍ତମାନ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ ନଚେତ ସବୁ ଖରାପ ହୋଇଯିବ ।

Image Courtesy: Google

୬. ଯଦି ଆପଣ ହଳଦିଆ ପତ୍ର ପସନ୍ଦ କରିଛନ୍ତି ତେବେ ଆପାନଙ୍କ ଇଛା ପୁର୍ତି ପାଇଁ ବହୁତ ସମୟ ଲାଗି ପାରେ ଓ ଏହା ମଝିରେ ଆପଣଙ୍କୁ ଧନ ସଞ୍ଚୟ କରିବା ଉପାୟ ବାହାର କରି ଧନ ସଞ୍ଚୟ କରିବା ଆବଶ୍ୟକ ଅଟେ ।

୭. ଯଦି ଆପଣ ଗୋଲାପି ପତ୍ର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଇଛା କିଛି ଜଟିଳ ଅଟେ ଓ ଆପଣ ନିଜ ଇଛା ପାଇଁ ନିଜେ କନ୍ଫ୍ଯୁଜ ମଧ୍ୟ ଅଛନ୍ତି ତେବେ ଏହା ପୂର୍ଣ ହବା କଷ୍ଟକର ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *