ବାଛନ୍ତୁ ଗୋଟିଏ ମ୍ୟାଜିକ ପଥର ଓ ଜାଣନ୍ତୁ ନିଜ ବିଷୟରେ ଇକେ ରହସ୍ୟମୟ କଥା

ମଣିଷ ଜୀବନରେ ବହୁତ ପ୍ରକାର ଚିନ୍ତା ଆସିଥାଏ କାହାକୁ ଖାଇବାକୁ ମିଳୁ ନାହିଁ, ତ କାହା ଜୀବନରେ ଭଲ ପାଇବା ନାହିଁ । ବହୁତ କାରଣ ହୋଇଥାଏ ଯାହା ପାଇଁ ମଣିଷ ଦୁଃଖ ଭୋଗ କରିଥାଏ, ତେବେ କଣ ଆପଣ ଜାଣିବାକୁ ଚାହନ୍ତି ଆପଣଙ୍କ ଦୁଃଖ ସମୟ କେବେ ସରିବ ଓ ଏହି ଦୁଃଖର କାରଣ କଣ ।

ଆଜି ଆମେ ଆପନାଙ୍କୁ ୬ଟି ମ୍ୟାଜିକ ପଥର ଦେଖେଇବୁ ଯେଉଁଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଓ ଦେଖିବେ ଆପଣଙ୍କୁ ଆପଣଙ୍କ ସବୁ ପ୍ରଶ୍ନ ଉତ୍ତର ମିଳିଯିବ ।

Image Courtesy: Google

୧. ଯଦି ଆପଣ ପ୍ରଥମ ପଥର ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ସ୍ଵତନ୍ତ୍ରତା ପ୍ରିୟ ବ୍ୟକ୍ତି ଅଟନ୍ତି ଆପଣଙ୍କ ଜୀବନରେ ସ୍ବତନ୍ତ୍ରତା ଠାରୁ ବଡ ଅନ୍ୟ କୌଣସି ଜିନିଷ ନାହିଁ, ଆପଣଙ୍କୁ ଏହି ସମୟରେ ସବୁ କାମ ଛାଡି ଏମିତି କୌଣସି ଜାଗା ଯିବା ଉଚିତ ଯେଉଁଠାରେ ଆପଣଙ୍କୁ କେହି ଜାଣି ନଥିବେ ଓ ଟିକେ ବୁଲା ବୁଲି କରି ଆସନ୍ତୁ ଆପଣଙ୍କୁ ଶାନ୍ତି ଆବଶ୍ୟକ ଅଟେ ଓ ନିଜ ବିଷୟରେ ଏକୁଟିଆ ଚିନ୍ତା କରନ୍ତୁ ।

୨. ଯଦି ଆପଣଙ୍କୁ ଦ୍ଵିତୀୟ ପଥର ଆକର୍ଷିତ କରିଛି ତେବେ ଏହାର ଅର୍ଥ ଆପଣ ବହୁତ ସମସ୍ଯାରେ ବୁଡି ରହିଛନ୍ତି କିନ୍ତୁ ଚିନ୍ତା କରନ୍ତୁ ନାହିଁ ଆପଣଙ୍କ ଜୀବନରେ ବହୁତ ଶୀଘ୍ର ପରିବର୍ତନ ଆସିବାକୁ ଯାଉଛି ଆପଣଙ୍କୁ ଜୀବନରେ ଖୁବ ଶୀଘ୍ର ସକାରାତ୍ମକ ପରିବର୍ତନ ହବ ।

Image Courtesy: Google

୩. ଯଦି ଆପଣ ତୃତୀୟ ପଥର ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଆଶାବାଦି ବ୍ୟକ୍ତି ଆପଣ ନିଜ ସ୍ବପ୍ନ ପୁରା କରିବା ପାଇଁ ବହୁତ ପରିଶ୍ରମ କରନ୍ତି ଓ ଅସଫଳ ହୁଅନ୍ତି କିନ୍ତୁ ଏବେ ଆପଣ ନିଜ ପରିଶ୍ରମ ଫଳ ପାଇବାକୁ ଯାଉଛନ୍ତି । ଆପଣ ଅନ୍ୟ ମାନଙ୍କ କଷ୍ଟ ବୁଝି ପାରନ୍ତି ।

୪. ଯଦି ଆପଣ ଚତୁର୍ଥ ପଥର ପସନ୍ଦ କରିଛନ୍ତି ତେବେ ଆପଣ ପୁରୁଣା କଥା ମନେ କରି ବହୁତ କଷ୍ଟ ପାଉଛନ୍ତି ଆପଣଙ୍କ ପାଇଁ ପୁରୁଣା କଥା ଭୁଲି ନୂଆ ଜୀବନ ଆରମ୍ଭ କରିବା ଆବଶ୍ୟକ ଅଟେ । ଆପଣଙ୍କୁ ନିଜ ମନରୁ ଈର୍ଷ୍ୟା ଦ୍ଵେଷ ଭଳି ଭାବନା ବାହାର କରିବା ଉଚିତ ନଚେତ ଆପଣ ସୁଖ ପାଇ ପାରିବେ ନାହିଁ ।

Image Courtesy: Google

୫. ଯଦି ଆପଣ ପଞ୍ଚମ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ପୂର୍ବଜ ବା କୌଣସି ବହୁତ ନିକଟ ଲୋକ ଆପଣଙ୍କୁ ମନେ ପକାଉଛନ୍ତି ଓ ଆପଣଙ୍କୁ କୌଣସି ସନ୍ଦେଶ ଦବାକୁ ଚାହୁଁଛନ୍ତି ।

୬. ଯଦି ଆପଣ ଷଷ୍ଟ ପଥର ପସନ୍ଦ କରିଛନ୍ତି ତେବେ ଆପଣଙ୍କ ଜୀବନରେ ନୂଆ କିଛି ଆସିବାକୁ ଯାଉଛି ଆପଣଙ୍କ ଜୀବନ ସୁଖମୟ ହବାକୁ ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *