ସିନ୍ଦୁରର ଅଧିକାର ସିରିଏଲର ଅଭିନେତ୍ରୀ ଅରୁଣାଙ୍କ Family Album

ସିରିଏଲରେ ଅଭିନେତା ଅଭିନେତ୍ରୀମାନେ ବହୁତ ଶୀଘ୍ର ପ୍ରସିଦ୍ଧ ହୋଇଥାନ୍ତି । ତେବେ କେରିଅରରେ ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଓ ନା ପାଇବା ପାଇଁ ସବୁଠାରୁ ଭଲ କାମ ଅଭିନୟ ଅଟେ । ଅଭିନୟ ଯଦି ଆପଣ ଭଲ କରି ପାରିଲେ ଓ ଦେଖିବା ପାଇଁ ସୁନ୍ଦର ଅଟନ୍ତି ତେବେ ଆପଣଙ୍କ ଜୀବନ ବହୁତ ଭଲ ରାସ୍ତାରେ ଯାଇଥାଏ ।

ତେବେ ଭଲ ଅଭିନୟ କରିବା ଦ୍ଵାରା ଦର୍ଶକ ମାନେ ଆପଣଙ୍କ ବିଷୟରେ ଜାଣିବା ପାଇଁ ଇଛା କରିଥାନ୍ତି । ତେବେ ବହୁତ ଲୋକଙ୍କ ସ୍ବପ୍ନ ଅଭିନେତା ବା ଅଭିନେତ୍ରୀ ହବାର ହୋଇଥାଏ ଓ ଏହା ପାଇଁ ସେ ମାନେ ବହୁତ ପରିଶ୍ରମ ମଧ୍ୟ କରିଥାନ୍ତି ।

Image Courtesy: Google

ଆଜି ଆମେ ଆପଣଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ତାଙ୍କ ନା ଅରୁଣା ଅଟେ ସେ ସିନ୍ଦୁରର ଅଧିକାର ସିରିଏଲରେ କାମ କରୁଛନ୍ତି ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଛି । ସେ ନିଜ ଜୀବନରେ ଅଭିନୟ କରିବା ପାଇଁ ଇଛା କରିଥିଲେ ଓ ତାଙ୍କ ସ୍ବପ୍ନ ଓ ତାହା ପୂର୍ଣ୍ଣ ହୋଇଯାଇଛି । ସମସ୍ତେ ନିଜ ମନ ଇଛା ପୂର୍ଣ୍ଣ କରି ପାରନ୍ତି ନାହିଁ କିନ୍ତୁ ଅରୁଣା ନିଜ ପରିଶ୍ରମ ଦ୍ଵାରା ସବୁ କିଛି ପାଇଛନ୍ତି ଯାହା ସେ ଚାହୁଁଥିଲେ । ଅରୁଣାଙ୍କ ଘର ଭୁବନେଶ୍ବର ଅଟେ ସେ ଶେଠୀ ନିଜ ପରିବାର ଲୋକଙ୍କ ସହ ରୁହନ୍ତି ।

Image Courtesy: Google

ଅରୁଣା ଆଗରୁ ତୁଳସୀ ସିରିଏଲରେ ମୁଖ୍ୟ ଅଭିନେତା ଅନୁଯାଇ କାମ କରୁଥିଲେ ଯାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲେ ଓ ତା ଟିଆରପି ସେହି ସମୟରେ ସବୁଠାରୁ ଅଧିକ ଥିଲା । କଣ ଆପାନ ଜାଣିଛନ୍ତି ଅରୁଣା ବହୁତ ଶାନ୍ତ ସରଳ ଝିଅ ଅଟାନ୍ତି ତାଙ୍କ ଭିତରେ କୌଣସି ଅହଂକାର ଭଳି ଭାବନା ନାହିଁ ସେ ସେଟରେ ମଧ୍ୟ ସମସ୍ତଙ୍କୁ ସମାନ ଭାବରେ ବ୍ୟବହାର କରନ୍ତି ।

Image Courtesy: Google

ଅରୁଣା ଓଡିଆ ସିରିଏଲରେ ବହୁତ ପ୍ରସିଦ୍ଧ ହୋଇଛନ୍ତି ଓ ତାଙ୍କ ଅଭିନୟ ଦିବାନା ବହୁତ ଅଛନ୍ତି । ଅରୁଣା ଭୁବନେଶ୍ବରରେ ନିଜ ବାପା ମା ଓ ଛୋଟ ଭାଇ ସହ ରୁହନ୍ତି, ଅରୁଣା ବହୁତ ଭଲ ଅଭିନୟ କରିବା ସହ ଭଲ ନାଚ ମଧ୍ୟ କରିଥାନ୍ତି । ସେ ତାଙ୍କ ପାଠ ପଢା ସମୟରେ ସ୍କୁଲ କଲେଜରେ ଦୂର୍ଗାଙ୍କ ଭିନୟ ବହୁତ କରିଛନ୍ତି କାହିଁକିନା ସେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ଅରୁଣା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଦେଖିବା ତାଙ୍କ ଜୀବନରେ କେବେ କିଏ ଆସିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *