ବାଛନ୍ତୁ ଭଗବାନ ବୁଦ୍ଧଙ୍କ ଗୋଟେ ସ୍ୱରୂପ ଓ ଦେଖନ୍ତୁ ଆପଣଙ୍କ ଭବିଷ୍ୟତର ଗୋଟେ ଝଲକ

ମହାତ୍ମା ବୁଦ୍ଧଙ୍କ ବିଷୟରେ କିଏ ଅବା ଜାଣି ନାହିଁ ମହାତ୍ମା ବୁଦ୍ଧ ଏମିତି ଜଣେ ବ୍ୟକ୍ତିଥିଲେ ଯିଏ ରାଜଭୋଗ ଛାଡି ସନ୍ୟାସ ଗ୍ରହଣ କରିଥିଲେ ଓ ସେ ନିଜ ସନ୍ୟାସ ଦ୍ଵାରା ଅର୍ଜିତ ଜ୍ଞାନ କେବଳ ନିଜ ପାଖରେ ରଖିନଥିଲେ ପୁରା ସଂସାରରେ ବାଣ୍ଟିବା ପାଇଁ ଚେଷ୍ଟା କରିଥିଲେ ଯାହା ଫଳ ସ୍ୱରୂପ ମହାତ୍ମା ବୁଦ୍ଧଙ୍କୁ କେବଳ ଭାରତରେ ନୁହ ବାହାର ଦେଶରେ ମଧ୍ୟ ପୂଜା କରା ଯାଇଥାଏ ଓ ତାଙ୍କ ଆଦର୍ଶରେ ଆଜିବି ଲୋକ ଚାଲୁଛନ୍ତି ଓ ଶାନ୍ତି ପ୍ରାପ୍ତ କରୁଛନ୍ତି ।

ତେବେ ଆଜି ଆମେ ଆପଣଙ୍କ ସାମ୍ନାରେ ବୁଦ୍ଧଙ୍କ ୫ଟି ସ୍ୱରୂପ ଆଣିଛୁ ଯେଉଁଥିରୁ ଆପଣଙ୍କୁ ଗୋଟେ ବାଛିବାକୁ ହବ ଯାହା ପରେ ଆମେ ଆପଣଙ୍କୁ ଏହା କହିବୁ ଯେ ଆପଣଙ୍କ ଭବିଷ୍ୟ କେମିତି ହବ ।

Image Courtesy: Google

୧. ଯଦି ଆପଣ ପ୍ରଥମ ଚିତ୍ର ପସନ୍ଦ କରିଛନ୍ତି, ତେବେ ଆପଣ ଜମିରେ ବନ୍ଧା ବ୍ୟକ୍ତି ଅଟନ୍ତି, ଆପଣଙ୍କ ଘର ଓ ସମ୍ପର୍କୀୟ ଲୋକ ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟନ୍ତି । ଆପଣଙ୍କୁ ଲୋକଙ୍କ ଆଖ ପାଖରେ ରହିବା ପସନ୍ଦ ଅଟେ, ଆପଣ କେବେ ନିଜକୁ ଏକୁଟିଆ କରିବା ପସନ୍ଦ କରନ୍ତି ନାହିଁ ।

Image Courtesy: Google

୨. ଯଦି ଆପଣ ଦ୍ଵିତୀୟ ଚିତ୍ର ପସନ୍ଦ କରିଛନ୍ତି, ଏମାନେ ବହୁତ ଭାବନ୍ତି କିନ୍ତୁ ପ୍ରେମ ମାମଲାରେ ଆଗକୁ ଯାଇନଥାନ୍ତି, ପ୍ରେମ ମାମଲାରେ ବହୁତ ଗମ୍ଭୀର ମଧ୍ୟ ଅଟନ୍ତି । ଏହି ଲୋକ ଯାହାକୁ ପ୍ରେମ କରନ୍ତି ତା ସହିତ ଅଧିକ ନିବିଡ ମଧ୍ୟ ହୋଇଯାନ୍ତି । ବୈବାହିକ ଜୀବନରେ ଲୋକମାନେ ବହୁତ ଦବି ହୋଇରହିବାକୁ ଚେଷ୍ଟା କରନ୍ତି ।କୌଣସି କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ତାଳମେଳ ମଧ୍ୟ କମ ରହିଥାଏ ।

୩. ଯଦି ଆପଣ ତୃତୀୟ ଚିତ୍ର ପସନ୍ଦ କରିଛନ୍ତି, ଏଭଳି ମହିଳା ମନକୁ ବିବାହ ପାରେ କେତକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।କିନ୍ତୁ ପୁରୁଷ ମାନଙ୍କର ଜୀବନ ବିବାହପରେ ସୁଖମୟ ହୋଇଯାଇଥାଏ ।

Image Courtesy: Google

୪. ଯଦି ଆପଣ ଚତୁର୍ଥ ଚିତ୍ର ପସନ୍ଦ କରିଛନ୍ତି, ଏମାନଙ୍କୁ ଭିଡରେ ଚାଲିବା ବିଲକୁଲ ପସନ୍ଦ ନୁହେ, କାରଣ ଏହି ଲୋକମାନେ ନିଜର ଉତ୍ତମ ବୁଝାମାଣାରେ ସବୁ ସମସ୍ୟା ଦୂରକରିଥାନ୍ତି ।  ନିଜର ବ୍ୟକ୍ତିଗତ କଥା ଅନ୍ୟ ଆଗରେ ସେୟାର କରିବାକୁ ଏମାନଙ୍କୁ ବିଲକୁଲ ପସନ୍ଦ ନୁହେଁ ।  ଆସନ୍ତୁ ଜାଣିବା ଏମିତି ଲୋକଙ୍କ ପ୍ରେମ ସମ୍ପର୍କ ଓ ବୈବାହିକ ଜୀବନ ବିଷୟରେ । ଏହି ଲୋକମାନେ ପ୍ରେମ ମାମଲାରେ ଅଳ୍ପ ଲାଜକୁଳା ଅଟନ୍ତି ।

Image Courtesy: Google

୫. ଯଦି ଆପଣ ପଞ୍ଚମ ଚିତ୍ର ପସନ୍ଦ କରିଛନ୍ତି, ଏମିତି ଲୋକ ନିଜର ପରିଶ୍ରମ ଓ ଏକାଗ୍ରତାରେ ଧନ ସମ୍ପଦ ସୁଖ ସୁବିଧା, ମାନ ସଂମାନ ପ୍ରାପ୍ତ କରିଥାନ୍ତି । ବନ୍ଧୁଗଣ ଆପଣା ଆଜି ଜାଣିଲେ S ନାମଧାରୀ ବ୍ୟକ୍ତି କେମିତି ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *