ସାଧାରଣ ଝିଅଙ୍କ ପରି ଦେଖା ଯାଉଥିଲେ ଟିଭିର ଏହି ୫ ପ୍ରସିଦ୍ଧ ଅଭିନେତ୍ରୀ, ଷ୍ଟାର ହେବା ପରେ ଦେଖା ଯାଉଛନ୍ତି ଏତେ ଗ୍ଲାମରସ

ଟିଭିରେ ବୋହୁ-ଝିଅର ରୋଲ କରୁଥିବା ଅଭିନେତ୍ରୀ ଯେତେ ସାଧାରଣ ଦେଖାଯାନ୍ତି ଅସଲ ଜୀବନରେ ସେତେ ଗ୍ଲାମର ହୋଇଥାନ୍ତି, ଟିଭିରେ ସଂସ୍କ୍ଲାରୀ ବୋହୂ, ଝିଅ,ଶାଶୁ ଓ ପତ୍ନୀର ଚରିତ୍ର କରୁଥିବା ଏହି ଅଭିନେତ୍ରୀମାନେ ପ୍ରସିଦ୍ଧ ହୋଇ ଆଜି ଘରେ ଘରେ ନିଜର ପରିଚୟ ବନେଇଛନ୍ତି । ଏହି ଅଭିନେତ୍ରୀମାନେ ସୁନ୍ଦର ଦେଖାଯାଆନ୍ତି କିନ୍ତୁ ପ୍ରସିଦ୍ଧ ହେବା ପୂର୍ବରୁ ଏମାନେ ପୁରା ସାଧାରଣ ଲୋକଙ୍କ ପରି ଦେଖା ଯାଉଥିଲେ ।  ପ୍ରସିଦ୍ଧ ହେଲା ପରେ ଏମାନଙ୍କ ସୁନ୍ଦରତା ବଦଳିଯାଇଛି, ଏବେ ଦେଖା ଯାଉଛନ୍ତି ପରି ଭଳି ।

ସୃତି ଝା

Image Courtesy: Google

ଲାଇଫ ଓକର ପ୍ରସିଦ୍ଧ ସିରିଏଲ ସୌଭାଗ୍ୟବତୀ ଭବରୁ ସୃତି ଝା ଲୋକଲୋଚନକୁ ଆସିଥିଲେ । ଏହା ପରେ ସେ ବର୍ତ୍ତମାନ ZeeTV ର ଲୋକପ୍ରିୟ ସିରିୟଲ କୁମକୁମ ଭାଗ୍ୟରେ କାମ କରୁଛନ୍ତି । ସୃତି ଝା ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରିମାନଙ୍କ ମଧ୍ୟରୁ ଜଣେ । ଯେମିତି ଆପଣ ଏହି ଫଟୋରେ ଦେଖୁଛନ୍ତି, ଫେମସ ହେଲା ପରେ ତାଙ୍କ ଲୁକରେ ବହୁତ ପଋବର୍ତ୍ତନ ଆସିଛି ।

ସାରା ଖାନ

Image Courtesy: Google

ସାରା ଖାନ ଛୋଟ ପରଦାର ଗୋଟେ ଲୋକପ୍ରିୟ ଅଭିନେତ୍ରୀ ଥିଲେ,ସିରିଏଲ ବିଦାଇରେ ତାଙ୍କ ଦ୍ଵାରା ହୋଇଥିବା ଅଭିନୟ ଘରେ ଘରେ ପରିଚିତ । ପ୍ରସିଦ୍ଧ ହେବା ପୂର୍ବରୁ ସାଧାରଣ ଝିଅଙ୍କ ଭଳି ଦେଖା ଯାଉଥିଲେ,କିନ୍ତୁ ପ୍ରସିଦ୍ଧ ହେଲା ପରେ ତାଙ୍କର ଲୁକ ବଦଳିଯାଇଛି ।

ଜେନିଫର ବିଙ୍ଗେଟ

Image Courtesy: Google

ଜେନିଫର ୱିଙ୍ଗେଟ ଛୋଟ ପରଦାର ପ୍ରସିଦ୍ଧ ହିରୋଇନ ଅଟନ୍ତି । ଏବେ ଏବେ ବନ୍ଦ ହୋଇଥିବା ତାଙ୍କର ସିରିୟଲ ‘ବେହେଦ’ ବହୁତ ହିଟ ହୋଇଥିଲା । ଏବେ ସିଏ ବେପନାହରେ ନଜର ଆସୁଛନ୍ତି । ଆପଣଙ୍କୁ କହୁଛୁ ଜେନିଫର ବିଙ୍ଗେଟ ସବୁଠୁ ଉଚକୋଟିର ଅଭିନେତ୍ରୀ । ଆଜି ଷ୍ଟାଇଲିସ ଦେଖାଯାଉଛନ୍ତି କିନ୍ତୁ ପ୍ରସିଦ୍ଧ ହେବା ପୂର୍ବରୁ ସିଏ ସାଧାରଣ ଝିଅ ପରି ଦେଖା ଯାଉଥିଲେ ।

ମୌନୀ ରୟ

Image Courtesy: Google

ମୌନୀ ରାଏ ଟିଭିର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ମୌନୀଙ୍କ ନାଗିନ୍ ସିରିଏଲ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ମୌନୀ ଫିଲ୍ମରୁ ବଲିଉଡରେ ରୋଲ କରିଛନ୍ତି । ଆଜି ବହୁତ ହଟ ଦେଖା ଯାଉଛନ୍ତି କିନ୍ତୁ ପୂର୍ବରୁ ସାଧାରଣ ଦେଖା ଯାଉଥିଲେ ।

ଦିବ୍ୟଙ୍କା ତ୍ରିପାଠୀ

Image Courtesy: Google

ଦିବ୍ୟଙ୍କା ତ୍ରିପାଠୀ ଷ୍ଟାର ପ୍ଲସରେ ୟେ ହେ ମୋହବତେଂ ରେ ଇସିତାର ଭୂମିକା କରିଥିଲେ । ଦିବ୍ୟଙ୍କା ଆଜି ଟିଭିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । କିନ୍ତୁ ଆପଣ ଏହି ଫଟୋରେ ଦିଖିପାରିବେ ପ୍ରଥମେ ବହୁତ ଗ୍ଲାମରସ ଦେଖା ହେଉନାହାନ୍ତି । ସୁନ୍ଦର ଆଗରୁ ଦେଖାଯାଉଥିଲେ କିନ୍ତୁ ପ୍ରସିଦ୍ଧ ହେଲା ପରେ ତାଙ୍କ ଲୁକ ବଦଳିଯାଇଛି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *