ମିହିର ଦାସ ଓଡିଶା ଏମିତି ଜଣେ ମହାନ କଳାକାର ଅଟନ୍ତି ଯିଏ ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ପ୍ରତିଷ୍ଠିତ ଅଟନ୍ତି, ଯେମିତି ବଲୀଉଡ ଇଣ୍ଡଷ୍ଟ୍ରିରେ ଅମିତାବ ବଚ୍ଚନକୁ ମାନ ସମ୍ମାନ ଦିଆ ଯାଇଥାଏ ଠିକ ସେମିତି ଓଡିଶାରେ ମିହିର ଦାସଙ୍କୁ ବହୁତ ମାନ ସମ୍ମାନ ଓ ସେହି ସମାନ ପ୍ରତିଷ୍ଠିତ ମଧ୍ୟ କୁହା ଯାଏ । ମିହିର ଦାସ ନିଜ ଜୀବନରେ ବହୁତ କଷ୍ଟ କରି ଆଗକୁ ବଢିଥିଲେ ଓ ଛୋଟ ଛୋଟ ପାଦ ପକାଇ ସେ ଏତେ ବଡ ପଦ ପାଇଛନ୍ତି ।
ମିହିର ଦାସ ଏତେ ବଡ କଳାକାର ହେଲେ ମଧ୍ୟ ହିରୋ ଭିଲନ ସବୁ ଅଭିନୟ କରିଛନ୍ତି ଓ ତାଙ୍କ ଅଭିନୟ ନାୟକ ର ହେଉ ବା ଖଳନାୟକ ର ଦର୍ଶକ ତାଙ୍କ ସବୁ ଅଭିନୟ ପସନ୍ଦ କରନ୍ତି ।

ଆଜି ଆମେ ଆପନାଙ୍କୁ ମିହିର ଦାସଙ୍କ ସମ୍ପତ୍ତି ତାଙ୍କ ପରିବାର ଓ ତାଙ୍କ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ କରିବେ । ମିହିର ଦାସଙ୍କ ଜନ୍ମ ମହୁରଭଞ୍ଜ ଜିଲାରେ ହୋଇଥିଲା କିନ୍ତୁ ସେ କଟକରେ ବାସ କରନ୍ତି, ତେବେ ସେ ବହୁତ ବର୍ଷରୁ କଟକରେ ରହି ଆସିଛନ୍ତି, ମିହିର ଦାସଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଦାସ ଅଟେ ସେ ଜଣେ ବହୁତ ଭଲ ଗୀତକାର ଏବଂ ବହୁତ ଭଲ ଅଭିନେତ୍ରୀ ମଧ୍ୟ ଅଟନ୍ତି ।

ମିହିର ଦାସଙ୍କୁ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରିବାର ୪୦ ବର୍ଷ ପୁରୀ ଗଲାଣି କିନ୍ତୁ ଆଜିବି ସେ ଜଣେ ଲେଜେନଡ୍ରି ଅଭିନେତା ଅଟନ୍ତି । ମିହିର ଦାସଙ୍କ ଗୋଟେ ପୁଅ ଅଛି ଯାହାଙ୍କ ନାମ ଅମ୍ଳାନ ଦାସ ଅଟେ । ମିହିର ଦାସଙ୍କ ଅଭିମନ୍ୟୁ ଚଳଚିତ୍ର ଖଳନାୟକ ଅଭିନୟ କାକାକୁ ଲୋକେ ବହୁତ ପସନ୍ଦ କରିଥିଲେ ଓ ଦର୍ଶକ ମାନଙ୍କ ମଧ୍ୟରେ ମିହିର ଦାସଙ୍କ ଏହି ଅଭିନୟ ପାଇଁ ଖୁବ ଚର୍ଚା ମଧ୍ୟ ଚାଲିଥିଲା ।

ମିହିର ଦାସଙ୍କ ପୁଅ ଅମ୍ଳାନ ପ୍ରଥମେ ଓଡିଆ ଚଳଚିତ୍ର ଦୁନିଆରେ ବହୁତ ଭଲ ଭଲ ଫିଲ୍ମ କରି ନିଜ ନାମ କମେଇଲେ କିନ୍ତୁ ପରେ ସେ ଫ୍ଲପ ଫିଲ୍ମ କରି ନିଜ ନାମ ହରାଇଥିଲେ । ବର୍ତମାନ ପର୍ଯ୍ୟନ୍ତ ମିହିର ଦାସ ନିଜ ଜୀବନରେ ୧୪୦ରୁ ୧୫୦ଓଡିଆ ଚଳଚିତ୍ର କରିଛନ୍ତି ଓ ବର୍ତମାନ ସେ କୌଣସି ଫିଲ୍ମ ପାଇଁ ୫ ଲକ୍ଷରୁ ୭ ଲକ୍ଷ ଡିମାଣ୍ଡ କରୁଛନ୍ତି । ଖବର ଅନୁଯାଇ ମିହିର ଦାସଙ୍କ ପାଖରେ ବର୍ତମାନ ସୁଦ୍ଧା ୩୦ରୁ ୪୦କୋଟି ଟଙ୍କା ସମ୍ପତ୍ତି ଅଛି, ତେବେ ମିହିର ଦାସଙ୍କ ଅଭିନୟ ଓଡିଶା ଚିର କାଳ ପର୍ଯ୍ୟନ୍ତ ମନେ ରଖିବ ।